Movie prime

କାହିଁକି BJD ଛାଡି BJP ରେ ମିଶିଲେ ଲୋକପ୍ରିୟ ଅଭିନେତା Arindam Roy ଦେଖନ୍ତୁ କହିଲେ ସତ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ ବଲିଉଡ ଜଗତର ଅନେକ କଳାକାରମାନଙ୍କ ବିଷୟରେ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଓଲିଉଡ ଜଗତର କଳାକାର ଅରିନ୍ଦମ ରାୟଙ୍କୁ ଜାଣିଥିବେ । ଏବେ ଏହି ଅଭିନେତା ଜଣକ ରାଜନେତା ହୋଇ ଯାଇଛନ୍ତି । ଅଭିନେତା ଅରିନ୍ଦମ ପୂର୍ବରୁ ବିଜେଡି ଦଳର ନେତା ଥିଲେ କିନ୍ତୁ ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି ।
Yy
ଆଉ ଏହାର ପ୍ରକୃତ କାରଣ କଣ ଅର୍ଥାତ୍ ଦଳ ବଦଳାଇବାର କାରଣ ସେ କହିଛନ୍ତି । ବିଜେପି ଦଳରେ ଯୋଗ ଦେଇ ସେ ବହୁତ ଖୁସି ଅଛନ୍ତି । ସେ ବିଜେପି ଦଳରେ ମିଶିବାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରେ ପ୍ରଭାବିତ ହୋଇଛନ୍ତି ।
ଆଉ ଏହାସହ ସେ କହିଛନ୍ତି ବିଜେଡି ଦଳରେ ଯାହା ଘଟୁଛି ତାହା ଠିକ୍ ନୁହେଁ । ଯେତେବେଳେ ସେ ଦଳରେ ମିଶିଥିଲେ ସେତେବେଳେ ଦଳ ଅଲଗା ଥିଲା ଆଉ ଏବେ ଏହା ପୁରା ପରିବର୍ତ୍ତନ ହୋଇଯାଇଛି । ସେ ଅନେକ କାରଣ ଦର୍ଶାଇଛନ୍ତି ।
Gg
ସେ ଭାବିଲେ କି ସେହି ଦଳରେ ତାଙ୍କର ଆଉ କିଛି ଦରକାର ନାହିଁ । ଏତେ ବର୍ଷ ସେ ଦଳରେ କାମ କରିଛନ୍ତି ଆଉ ଅନେକ କଥା ମଧ୍ୟ ତାଙ୍କ ମନକୁ ଆସିଥିଲା କିନ୍ତୁ ଦଳରେ ତାଙ୍କୁ ଆଉ ଖୋଜା ପଡିଲା ନାହିଁ ।
ସେ ସବୁବେଳେ ଭାବୁଥିଲେ କି ତାଙ୍କୁ ଲୋକମାନଙ୍କ ସେବା କରିବା ପାଇଁ ସବୁବେଳେ ସୁଯୋଗ ମିଳୁ ଥାଉ କିନ୍ତୁ ଯେତେବେଳେ ସେଇଟା ବନ୍ଦ ହୋଇଯାଏ ସେତେବେଳେ ସେ ଦଳରେ କିଛି ଆଉ ରହିବ ନାହିଁ । ସେ ଦଳ ଛାଡିବାର ଏହା ଏକ କାରଣ ଅଟେ ।
ବିଜେଡି ଦଳରେ ତାଙ୍କୁ କିଛି ମିଳିଲା ନାହିଁ ଆଉ ବିଜେପି ଦଳରେ ସେମିତି କିଛି ନାହିଁ । ଯିଏ ଲୋକଙ୍କ ସେବା କରିବେ ସେ ଦଳରେ ମିଶିବେ । ସେ ଦଳରେ ରହି ଯଦି ତାଙ୍କ କାମ ପାଇଁ ତାଙ୍କୁ ଲୋକମାନେ ଚିହ୍ନି ପାରିବେ ନାହିଁ ତାହେଲେ ସେ ଦଳରେ ରହି କିଛି ଲାଭ ନାହିଁ ବୋଲି କହିଛନ୍ତି ।
ଆଉ ଏବେ ଏହିସବୁ ଅନେକ କାରଣ ପାଇଁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଅଭିନେତା ଅରିନ୍ଦମ ରାୟ । ଏବେ ଏହି ଭିଡିଓ ମାଧ୍ୟମରେ ସେ ସବୁ କାରଣ କହିଛନ୍ତି । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି ।