Movie prime

ନେତାଙ୍କୁ ଦେଖି ଖୁସିରେ କାନ୍ଦି ପକାଇଲେ ବୁଢ଼ା ମଉସା ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜଣେ ରାଜନେତାଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ ।
ଏହି ଭିଡିଓ ଜଣେ ବିଜେଡି ନେତାଙ୍କ ବିଷୟରେ ଅନେକ କଥା ଜଣାଇବ । ବିଜେଡି କର୍ପୋରେଟରଙ୍କ ବିଷୟରେ ଜାଣିପାରିବେ । ବିଜେଡି ଦଳକୁ ନେଇ ସେ ଅନେକ କଥା କହିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅମରେଶ ଜେନା ବା ବାୟା ଜେନା । ବାୟା ଜେନା ଘର ଘର ବୁଲିବାକୁ ଆସିଛନ୍ତି ।
5t
ଏବେ ନିର୍ବାଚନ ସମୟ ଆସି ପହଞ୍ଚିଛି । ନିର୍ବାଚନ ସମୟ ପାଇଁ ସମସ୍ତ ନେତା ଘର ଘର ବୁଲି ଲୋକମାନଙ୍କର ସେବା କରୁଛନ୍ତି । ଏବେ ବିଜେଡି କର୍ପୋରେଟର ବାୟା ଜେନା ଲୋକମାନଙ୍କ ପାଖକୁ ଆସିଛନ୍ତି ଆଉ ସେ ପ୍ରତି ଘରେ ପହଞ୍ଚି ଶଙ୍ଖର ପ୍ରଚାର କରୁଛନ୍ତି ।
ଆଉ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଯିବ ଏଥିପାଇଁ ଲୋକଙ୍କ ସେବା ଆଉ କଣ ସବୁ ଲୋକଙ୍କୁ ଦରକାର ତାହା ବୁଝୁଛନ୍ତୀ । ଲୋକମାନଙ୍କର ସମସ୍ୟା ବୁଝିବା ଆଉ ଠିକ୍ ସମୟରେ ଏହାର ସମାଧାନ କରିବା ପାଇଁ ନେତା ପ୍ରଚାର କରୁଛନ୍ତି ।
ନିର୍ବାଚନ ମଣ୍ଡଳୀରୁ ବାୟା ଜେନା ଛିଦାହେବେ ବୋଲି କଥା ଆସୁଛି । ଏନେଇ ନେତା ଜଣକ କହିଛନ୍ତି, ସେ ୨୬ ବର୍ଷ ହେଲା ପାର୍ଟିରେ କାମ କରୁଛନ୍ତି । ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଦଳ ଯାହା ନିର୍ଦ୍ଦେଶ ଦେଇଛି ସେ ତାହା କରିଛନ୍ତି । ସେ ଲୋକମାନଙ୍କର ସେବା କରୁଛନ୍ତି ।
Bh
ଆଉ ସେ ମୁଖ୍ୟମନ୍ତ୍ରୀଙ୍କ କଥା ମାନୁଛନ୍ତି ଆଉ ଲୋକଙ୍କ ସେବା କରିଛନ୍ତି । ସେ ପ୍ରଥମେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ତାପରେ ସେ ନିର୍ବାଚନରେ ଛିଡ଼ା ହେବେ । ନେତା ହୋଇ ଫୁଲମାଳ ପିନ୍ଧିବା କେବଳ ନେତାଙ୍କ କାମ ନୁହେଁ । 
ନେତାଙ୍କ କାମ ହେଉଛି ସେମାନେ ଲୋକମାନଙ୍କର ସେବା କରିବେ ଆଉ ଲୋକଙ୍କ ପାଖରେ ସବୁ ସେବା ପହଞ୍ଚିବା ଦରକାର ବୋଲି ସେ କହିଛନ୍ତି । ନେତା ବାୟା ଜେନା ଏକ ଅଞ୍ଚଳକୁ ଯାଇଥିଲେ ତାଙ୍କର ସୁଖ ଦୁଃଖ ବୁଝିବାକୁ ଆଉ ସେଠାରେ ଜଣେ ବୁଢ଼ା ମଉସା ତାଙ୍କ ସହିତ ଦେଖା ହେଲେ ।
ଆଉ ସେ କହିଛନ୍ତି ବାୟା ତାଙ୍କ ଠାରୁ ପିଲାଦିନେ ଆଇସିକ୍ରିମ୍ ଖାଉଥିଲା । ଲୋକମାନଙ୍କ ପାଖରେ ପହଞ୍ଚିବା ଆଉ ତାଙ୍କ ସେବା କରିବା ହେଉଛି ବିଜେଡି ଦଳର ପ୍ରଥମ କାମ । ସେ ଜଣେ ବୟସ୍କ ବ୍ୟକ୍ତିଙ୍କ ଠାରୁ ଭଲପାଇବା ପାଇଥିଲେ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।