Movie prime

ବୁଢ଼ା ବର କୁ ଦେଖି ଦୁଇ ଭଉଣୀ ହେଇଗଲେ ଖପ୍ପା ଆମ ଦୁଇ ଜଣକୁ ଏଇ ବୁଢ଼ା ବର ରାତିରେ ସମ୍ଭାଳି ପାରିବନି..

 
Hy
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣି ଥିବେ ପୁଅ ମାନଙ୍କୁ ବିବାହ କରିବା ପାଇଁ ଝିଅ ମିଳୁ ନାହାନ୍ତି।ଆଉ ଯେତିକି ଝିଅ ରହିଲେ ସେମାନେ ସରକାରୀ ଚାକିରି କରିଥିବା ବ୍ୟକ୍ତି ଙ୍କ ପଛରେ ଗୋଡ଼ାଉ ଅଛନ୍ତି।
ତେବେ ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ବୁଢା ବର କୁ ଦେଖି ବିବାହ ବେଦୀ ବିବାହ କରିବା ପାଇଁ ମନା କରି ଦେଲା ଯୁବତୀ।
Gh
ଏହି ଘଟଣା ଟି ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସେଠାରେ ଏହି ଘଟଣା ଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ଝିଅ ଟି ପ୍ରଥମେ ଯାହାକୁ ବିବାହ କରିବାକୁ ଯାଉଥିଲା ତାଙ୍କୁ ଦେଖି ନ ଥିଲା।
ବର ଟି ସରକାରୀ ଚାକିରୀ କରି ଥିଲା।ସରକାରୀ ଚାକିରୀ କରି ଥିବାରୁ ପରିବାର ଲୋକେ ଏଥିପାଇଁ ବହୁତ ଖୁସି ହୋଇ ଯାଇ ଥିଲେ।ନିଜ ଝିଅ ର ବିବାହ ଗୋଟିଏ ଦର ବୁଢା ସହିତ କରିବାକୁ ବସି ଥିଲେ।
ହେଲେ ଏଥିରେ ସବୁ କିଛି ଶେଷ କରି ଦେଲା ଝିଅ ଟି।ବିବାହ ବେଦୀ ରେ ସେ ବର କୁ ଦେଖି ବିବାହ କରିବା ପାଇଁ ମନା କରି ଦେଇ ଥିଲା।କାରଣ ବର ର ବୟସ କନିଆ ଠାରୁ ଦୁଇ ଗୁଣ ଥିଲା।ଦେଖି ବାକୁ ବହୁତ କଳା ଥିଲା।
Gh
ଅନ୍ୟ ପଟେ ଝିଅ ଟି ପାର୍ଲର ଯାଇ ମେକ୍ ଅପ୍ ନେଇ ଆସି ଥିଲା।ଖୁବ୍ ସୁନ୍ଦର ସେ ଦେଖା ଯାଉ ଥିଲା।ଏଥିପାଇଁ ସେ ବର କୁ ଦେଖି ପସନ୍ଦ କରି ନ ଥିଲା।ସିଧା ସଳଖ ବିବାହ କରିବା ପାଇଁ ମନା କରି ଦେଇ ଥିଲା।
ଏହା ପରେ ଝିଅ ର ଏଭଳି କଥା କୁ ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଝିଅ କୁ ଯେତେ ବୁଝାଇ ବାକୁ ଚେଷ୍ଟା କରି ଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲା।
ଶେଷ ରେ ଯୁବକ ଜଣକ ତାର ବର ଯାତ୍ରୀ ଦଳ କୁ ନେଇ ନିଜ ଘର କୁ ଫେରି ଥିଲା।ଏହି କଥା କୁ ନେଇ ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.