Movie prime

ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ୍ ବନ୍ଦ ଦେଖନ୍ତୁ କେମିତି କରିବେ କାରବାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆଉ ଦୁଇ ହଜାର ଟଙ୍କିଆ ନୋଟ ବଜାରରେ ଦେଖିବାକୁ ମିଳୁନି। ୨୦୧୬ ନଭେମ୍ବର ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନୋଟବନ୍ଦୀ ଘୋଷଣା କରିବା ପରେ ଏଟିଏମରୁ ଖାଲି ଦୁଇ ହଜାର ଟଙ୍କିଆ ନୋଟ ବାହାରୁଥିଲା ।
Special Report
କେନ୍ଦ୍ର ସରକାର ଯେବେ ରାତି ୧୨ଟା ପରଠାରୁ ଆଉ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଚଳିବ ନାହିଁ ବୋଲି ଘୋଷଣା କଲେ ଲୋକଙ୍କ ନିଦ ହଜି ଯାଇଥିଲା। 
ଏହା ବଦଳରେ ଆସିଥିଲା ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ। ସେବେଠାରୁ ୫୦୦ ଟଙ୍କିଆ ନୋଟ ତ ଚାଲିଛି କିନ୍ତୁ ୨୦୦୦ ନୋଟ ସତେ ଯେମିତି ବ୍ଯାଙ୍କ ଓ ଏଟିଏମରୁ ଗାୟବ ହୋଇଯାଇଛି।
Special report
ତେବେ ବନ୍ଧୁଗଣ ୨୦୦୦ ଟଙ୍କିଆ ନୋଟ୍ ଫେରେଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ସମୟ ସୀମା ଦେଇଛି, ତାହା ଆଉ ଗୋଟିଏ ଦିନ ପରେ ଶେଷ ହୋଇଯିବ ଏହି ସମୟ ସୀମା। 
ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲୋକ ମାନେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କରିବା କିମ୍ୱା ବଦଳାଇବା ଲାଗି ସମୟ ଦିଆଯାଇଥିଲା।
Special Report
ଲୋକ ମାନେ ଯେଉଁଭଳି ସୁବିଧାରେ ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକ ବଦଳାଇ ପାରିବେ ସେଥିପାଇଁ ୪ ମାସ ଲମ୍ବା ସମୟ ଦିଆଯାଇଥିଲା। ଯେଉଁ ମାନେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ନାହାଁନ୍ତି ସେମାନେ ଆସନ୍ତା ମାସରେ ସେଗୁଡିକ ଫେରାଇ ପାରିବେ। 
ସେପ୍ଟେମ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ବ୍ୟାଙ୍କ ଛୁଟିରେ ରହିଥିବାରୁ ନୋଟ୍ ଫେରେଇବାକୁ ଚାହୁଁଥିବା ଲୋକ ମାନଙ୍କ ଉପରେ ନଜର ଦେବାକୁ ପଡ଼ିବ। ସବୁ ରବିବାର ତିଥି ଓ ଚତୁର୍ଥ ଶନିବାରକୁ ମିଶାଇ ସେପ୍ଟେମ୍ବର ୧୬ ଦିନ ବ୍ୟାଙ୍କ ଛୁଟି ରହିବ।
ସବୁ ରାଜ୍ୟରେ ଏହି ୧୬ ତାରିଖ ଦିନ ସମସ୍ତ ବ୍ୟାଙ୍କ ଛୁଟି ରହିବ ନାହିଁ। କିଛି ଛୁଟି ରେଜିଷ୍ଟର ହୋଇ କିଛି ରାଜ୍ୟ ପାଇଁ ଉଦ୍ଧିଷ୍ଟ ରହିଛି। ୨୦୧୬ ରେ ଦୁମୁଦ୍ରିକରଣ ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ହେଇଥିଲା। ଚଳିତବର୍ଷ ତାହାକୁ ପ୍ରତ୍ୟାଖାନ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.