Movie prime

ଶେଷନିଃଶ୍ୱାସ ପର୍ଯ୍ୟନ୍ତ ଅନୁଭବଙ୍କ ସିନ୍ଦୂର ପିନ୍ଧିବେ ବର୍ଷା ଦେଖନ୍ତୁ କଣ ମୁଁହ ଖୋଲି କହିଲେ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ ଜଗତର ଖବର ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ଜାଣି ପାରୁଥିବେ ।
Special Report
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ତ ଜାଣିଥିବେ । ଆପଣମାନେ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଥିବା ଖବର ଜାଣିଥିବେ । ତାଙ୍କର ପାରିବାରିକ ବିବାଦ ବିଷୟରେ ଅନେକ ଖବର ଆସୁଛି । 
ତାଙ୍କର ପାରିବାରିକ ବିବାଦ ଉପରେ ସବୁବେଳେ ନୂଆ ନୂଆ ତଥ୍ୟ ଆସୁଛି । ନିକଟରେ ଆସିଥିବା ଖବର ହେଉଛି ଅନୁଭବ ମହାନ୍ତି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କର ଛାଡ଼ପତ୍ର ପାଇଁ ନିର୍ଦ୍ଦେଶ ଦେଇଛି ।
Special Report
ଏବେ ଏହି ଖବର ଶୁଣି ଅନୁଭବ ମହାନ୍ତି ଖୁସି ଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ବର୍ଷା ପ୍ରିୟଦର୍ଶିନୀ ଏହି ଖବର ପାଇ ଦୁଃଖିତ ଥିଲେ । ଆଉ ଏବେ ବର୍ଷା ନିଜର ମୁହଁ ଖୋଲି କିଛି କହିଛନ୍ତି । 
ଅନୁଭବ ମହାନ୍ତିଙ୍କୁ ବର୍ଷା ଏବେ ଚ୍ୟାଲେଞ୍ଜ ଦେଇଛନ୍ତି ଆଉ ସେ କହିଛନ୍ତି କେବେବି ସେ ତାଙ୍କର ସିନ୍ଦୂରକୁ ଆଉ କାହାର ହେବାକୁ ଦେବେ ନାହିଁ । ସେ ଜାଗୃତି ସହ ତାଙ୍କର ବାହାଘର କେବେ କରାଇ ଦେବେ ନାହିଁ ।
Special Report
ବର୍ଷାଙ୍କ ମଥାରେ ଅନୁଭବ ମହାନ୍ତିଙ୍କ ନାମର ସିନ୍ଦୂର ରହିବ ଆଉ ସେ ସବୁଦିନ ତାହା ପିନ୍ଧିବେ । ସେ କେବେବି ତାଙ୍କ ଠାରୁ ଅଲଗା ହେବେ ନାହିଁ ବୋଲି କହିଛନ୍ତି । ବର୍ଷା ଏବେବି ତାଙ୍କର ବାହାଘର ଦିନ ମନେ ରଖିଛନ୍ତି । ଆଉ ତାଙ୍କ ଶାଶୁଘରେ ତାଙ୍କର ସ୍ବାଗତ କରାଯାଇଥିଲା ଏହି କଥା ବି ସେ ମନେ ରଖିଛନ୍ତି ।
Special Report
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ଯାଏଁ ଅନୁଭବଙ୍କ ନାଁରେ ସିନ୍ଦୂର ପିନ୍ଧୁଛନ୍ତି । ଅନୁଭବଙ୍କୁ ସେ ଆଜି ପର୍ଯ୍ୟନ୍ତ ପୂର୍ବ ଭଳି ମଧ୍ୟ ଭଲ ପାଉଛନ୍ତି । ଏହାସହ ସେ ଏହି ଛାଡ଼ପତ୍ରକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ସେ କେବେବି ଅନୁଭବଙ୍କ ଠାରୁ ଅଲଗା ହେବେ ନାହିଁ ଆଉ ତାଙ୍କ ସିନ୍ଦୂର ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ଏହି କଥା ଶୁଣି ଅନୁଭବ ମହାନ୍ତି କହିଛନ୍ତି ଯେତେ ବୁଝାଇଲେ ମଧ୍ୟ ସେ ବୁଝିବେ ନାହିଁ । ଅନୁଭବ ଆଉ ବର୍ଷାଙ୍କୁ ଗ୍ରହଣ କରିପାରିବେ ନାହିଁ । ଭଲ ହେବ ଉଭୟଙ୍କ ସମ୍ମତିରେ ଛାଡ଼ପତ୍ର ହେଇଯାଉ ।