Movie prime

ଶେଷରେ ପୋଲିସ ଆଗରେ ମୁହଁ ଖୋଲିଲା ଭଣ୍ଡ ଜ୍ୟୋତିଷ , ଭାଇ ପୁରା ଫସିଗଲି ରେ... ସେ ସ୍ତ୍ରୀ ଲୋକ ଟା ଖେଳ କରିଦେଲା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମ୍ପର୍କ ବଞ୍ଚାଇବା ପାଇଁ ଭଣ୍ଡ ଜ୍ୟୋତିର୍ବିଦ ଙ୍କ ଏବେ ଲବଙ୍ଗ ଥିଓରୀ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ମୁହଁ ରେ ସାଧୁବାଣୀ ଓ ମନରେ ଥିଲା ତାଙ୍କର କାମନା ଓ ବାସନା।
Special Report
କହିଥିଲେ କି ଯଦି ଦୀନକ ପାଇଁ ସେ ସ୍ୱାମୀ ଓ ମହିଳା ଜଣକ ସ୍ତ୍ରୀ ହୋଇ ଯାଆନ୍ତି ତେବେ ସବୁ ରିଷ୍ଟ ଖଣ୍ଡନ ହୋଇ ଯିବ ବୋଲି କହିଥିଲେ। ବସ୍ତୁବିତ୍ ନାମରେ ଏହି ଭଣ୍ଡ ଜ୍ୟୋତିଷ ନୀଳାମ୍ବର ଜଣେ ମହିଳା ଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି।
ନିସନ୍ତାନ ଲୋକ ମାନଙ୍କୁ ସନ୍ତାନ୍ ହେବାର ବାଟ ଦେଖାଉ ଥିଲେ। ଆଉ ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପଡୁ ନାହିଁ ତେବେ ତାହାର ସମାଧାନ କରିବାକୁ ଯାଇ ସେ ଯଜମାନ ଙ୍କ ସ୍ତ୍ରୀ ଉପରେ ଲଲୁପ ଦୃଷ୍ଟି ପକାଇଥିଲେ।
ସେ ସାଧୁ ବାଣୀ ଶୁଣାଉ ଥିଲେ ସତ ହେଲେ ମନରେ ତାଙ୍କର କେବଳ ପାପ ହିଁ ଭରି ରହିଥିଲା। ଆଉ ଏହାପରେ ସେ ଯାହା କହୁଥିଲେ ସେହି ଘଟଣା ର ଭିଡିଓ ନିଜ ଫୋନ ରେ କଏଦ ମଧ୍ୟ କରୁଥିଲେ।
Special Report
ଏବଂ ସେହି ମହିଳାଙ୍କ ଉପରେ ଖରାପ୍ ଦୃଷ୍ଟି ବାରମ୍ବାର ପକାଇ ଥିଲେ। ଟଙ୍କା ମଧ୍ୟ ଖୁବ୍ ଲୁଟିବା ରେ ଲାଗିଥିଲେ। ସେ ମନ୍ତ୍ର ତନ୍ତ୍ର ଓ ଜ୍ୟୋତିଷ ନାମରେ ଅନେକ ଟଙ୍କା ମଧ୍ଯ ନେଉ ଥିଲେ। ଏଭଳି ସେ ଜଣେ ମହିଳାଙ୍କ ସହ କରିଛନ୍ତି।
ସେ ନିଜର ପରିବାର ପାଇଁ ନୀଳାମ୍ବର ଙ୍କ ସହ କଥା ହୋଇଥିଲେ। ହେଲେ ସେ ତାଙ୍କୁ ଗୋଟେ ଦିନ ପାଇଁ ବିବାହ କରିବାକୁ କହିଥିଲେ। ମାତ୍ର ସେ ତାଙ୍କୁ ବିବାହ କରିବାକୁ ବାରଣ କରିଦେଇଥିଲେ।
ହେଲେ ଯେତେବେଳେ ମହିଳା ଜଣକ ତାଙ୍କର ସବୁ କଥାରେ ବାରଣ କରିଥିଲେ ସେତେବେଳେ ସେ ମହିଳାଙ୍କ ସହ ଜୋର୍ ଜବରଦସ୍ତି କରିବା ଆରମ୍ଭ କରି ଦେଇଥିଲେ।
ଆଉ ଏହାର ଭିଡିଓ ମଧ୍ୟ କରି ଅନେକ ଦିନ ହେବା ତାଙ୍କୁ ବ୍ଲାକ ମେଲ କରି ଆସୁଥିଲେ। ଆଉ ଏହା ଶେଷରେ ତାଙ୍କର ସ୍ଵାମୀ ଜାଣିବାକୁ ପାଇଥିଲେ ଓ ତାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଏବେ ଏହି ଭଣ୍ଡ ବାବା ଙ୍କୁ ଗିରଫ ମଧ୍ୟ କରାଯାଇଅଛି।