Movie prime

ଶେଷରେ ଅମିତାଭ ଆସି ଲେଖିଲେ ନିଜ ମନ କଥା, ମୋ ପୁଅ ର ଛାଡ଼ପତ୍ର ହେଲେ ମୁ ଖାଇବି କୋଉଠି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ମୁହଁ ଖୋଲି ସାରିଛନ୍ତି ଅମିତାଭ ବଚ୍ଚନ। ଆଉ ସମସ୍ତଙ୍କୁ ସେ କଡ଼ା ଜବାବ ମଧ୍ଯ ଦେଇଛନ୍ତି। ଅଲଗା ହେବେ ନାହିଁ ଅଭିଷେକ ଓ ଐଶୋର୍ଯ୍ୟା।
Special Report
କିଛି ଦିନ ତଳେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚା ଜୋର୍ ଧରିଥିଲା କି ବଚ୍ଚନ ପରିବାରରେ କିଛି ଠିକ ଚାଲୁ ନାହିଁ ବୋଲି। ଆଉ ବଚ୍ଚନ ପରିବାର ରୁ ଅଭିଷେକ ଓ ଐଶୋର୍ଯ୍ୟା ଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଥିଲା।
ଏଭଳି ମଧ୍ୟ ଚର୍ଚ୍ଚା ହୋଇଥିଲା କି ଶାଶୁ ଶଶୁର ଙ୍କ ସହ ଐଶୋର୍ଯ୍ୟାଙ୍କ ସମ୍ପର୍କ ଭଲ ନାହିଁ ବୋଲି। ହେଲେ ଏବେ ଏସବୁ ଉପରେ ବ୍ରେକ ଲଗାଇଛନ୍ତି ଅମିତାଭ ବଚ୍ଚନ।
ଅମିତାଭ ଏନେଇ ଏକ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ଯ କରିଛନ୍ତି। ଆଉ ସେ ସେହି ପୋଷ୍ଟ ରେ କହିଛନ୍ତି କି "ସବୁ କିଛି କହିଦେଲ ସବୁ କିଛି କରିଦେଲ , ଯାହା କିଛି କରିବାର ଥିଲା କରିଦେଲ" ଏପରି ପୋଷ୍ଟ ବଚ୍ଚନ ପରିବାରରେ ଉଠିଥିବା ବିବାଦ ପରେ ଦେଖିବାକୁ ମିଳିଛି।
Special Report
ବିଗ୍ ବି ଙ୍କ ଦ୍ବାରା ବୋହୂ ଐଶୋର୍ଯ୍ୟାଙ୍କୁ ଇନ୍ଷ୍ଟା ରୁ ଅନ୍ ଫଲୋ କରିବା ଖବର ଏବେ ସାମ୍ନା କୁ ଆସିଛି ସତ , ହେଲେ ଏହି କଥା ପଛର ସତ୍ୟତା ଏହା କି ଅମିତାଭ ବଚ୍ଚନ କେବେ ହେଲେ ମଧ୍ୟ
ତାଙ୍କର ବୋହୁ ଐଶୋର୍ଯ୍ୟାଙ୍କୁ ସୋସିଆଲ ମିଡିଆରେ ଫଲୋ ହିଁ କରି ନଥିଲେ। ଅଭିଷେକ ଯେତେବେଳେ ନିଜ ହାତରୁ ତାଙ୍କର ବିବାହର ମୁଦି ବାହାର କରି ଦେଇଥିଲେ ସେତେବେଳେ ଏହି ଖବର ସମ୍ପର୍କରେ ଖୁବ୍ ଚର୍ଚ୍ଚା ହୋଇଥିଲା।
ହେଲେ ଫିଲ୍ମ୍ "ଦ ଆର୍ଚି" ରିଲିଜ୍ ହେବା ପରେ ସେଠାରେ ବଚ୍ଚନ ପରିବାର ର ସମସ୍ତେ ଉପସ୍ଥିତ ଥିଲେ। ସେଥିପାଇଁ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡି ଯାଇଛି।
ଏହାକୁ ନେଇ ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସମ୍ପୁର୍ଣ୍ଣ ଭାବରେ କମି ଯାଇଛି ଲୋକମାନେ ମଧ୍ଯ ଏହା ପ୍ରତି କିଛି କହୁ ନାହାଁନ୍ତି। ତେବେ ଏଥିପ୍ରତି ଆପଣ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।