Movie prime

ଶେଷରେ କ୍ୟାମେରା ଦେଖି ଚିଲ୍ଲେଇ ଦେଲେ ସୁର : ଆରେ ରାହୁଲ ବାବା ଆସିଲେ ତମେ ସବୁ ଦେଖିବ କେତେ ଲକ୍ଷ ଲୋକ ଓଡ଼ିଶା ରେ ଜମା ହେବେ....

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ବିଭିନ୍ନ ରାଜନୈତିକ ଦଳ ର ନେତା ମାନେ ଏବେ ଓଡ଼ିଶା ଗ୍ରସ୍ତ ରେ ଆସିବାକୁ ଯାଉଛନ୍ତି।ପ୍ରଥମେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ତିନି ତାରିଖ ରେ ସମ୍ବଲପୁର ଗ୍ରସ୍ତ ରେ ଆସିବେ।ଏହା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ।
Special report
ଏ ନେଇ ଅନେକ ଚର୍ଚ୍ଚା ଏବେ ଠାରୁ କରା ଗଲାଣି।କଂଗ୍ରେସ ନେତା ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ଆମେ ସାରା ଓଡ଼ିଶା ରେ ଜିତିବା ପାଇଁ ଚାହୁଁଚୁ।ଆମେ କୌଣସି ବାଛ ବିଚାର କରିବୁ ନାହି।ସାରା ଓଡ଼ିଶା ଉପରେ ଏବେ କଂଗ୍ରେସ ର ନଜର ରହିଛି।
ଆପଣ ମାନେ ଜାଣି ଥିବେ ସୁର ରାଉତରାୟ ସବୁବେଳେ ନୂଆ ନୂଆ କଥା କହି ଚର୍ଚ୍ଚା ରେ ଥାଆନ୍ତି।ଏବେ ସେ ନିଜ ଦଳ କୁ ନେଇ ମୁହଁ ଖୋଲିଛନ୍ତି।ତାଙ୍କ କହିବା ମୁତାବକ ୨୦୨୪ ରେ କଂଗ୍ରେସ ଓଡ଼ିଶା ରେ ବିଜୟ ହାସଲ କରିବ।ଆମର ଲୋକ ମାନଙ୍କ ଉପରେ ପୁରା ଭରଷା ରହିଛି।
ସେମାନେ ସବୁବେଳେ ଠିକ୍ ରାସ୍ତା କୁ ବାଛିବେ।ଲୋକ ମାନଙ୍କ ପାଇଁ ଆମେ ଅନେକ କାମ କରିବା ପାଇଁ ଆଶା ରଖିଛୁ।କେନ୍ଦ୍ର ରେ ରାହୁଲ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ହେବେ।ଓ ରାଜ୍ୟ ରେ କଂଗ୍ରେସ ଦଳ ର ନେତା ମୁଖ୍ୟ ମନ୍ତ୍ରୀ ହେବେ।
Special report
ନିର୍ବାଚନ ପାଇଁ ଆମ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ।ମାଷ୍ଟର କ୍ୟାଣ୍ଟିନ ଛକ ରୁ ଆମର ରାଲୀ କରା ଯିବ।ଏଥିରେ ଏକ ହଜାର ରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ।ସମସ୍ତେ ରାହୁଲ ଗାନ୍ଧୀ ଆସିବା ପାଇଁ ଉତ୍ସାହିତ ଅଛନ୍ତି।
ଆମର ଏଥର ଜିତିବା ର ସମ୍ଭାବନା ବେଶୀ।ଓଡ଼ିଶା ର ଅବସ୍ଥା ଏବେ ଯାହା ହୋଇଛି ସେଥିରେ ଲୋକ ମାନେ ଅତିଷ୍ଠ ହୋଇ ଗଲେଣି।ସବୁଦିନ ଚୋ-ରି ଡ-କା-ୟ-ତି, ଦୁ-ଷ୍କ-ର୍ମ ଭଳି କାର୍ଯ୍ୟ କରା ଯାଉଚି।ଏହାକୁ ଦେଖି ଲୋକ ମାନେ ଆଉ ତାଙ୍କୁ ଭୋଟ ଦେବେ ନାହିଁ।ସେମାନେ ଏଥର ହାରିବେ।
ରାହୁଲ ଗାନ୍ଧୀ ଚାରିଟି ଜିଲ୍ଲା ରେ ବୁଲିବେ।ଏଥିପାଇଁ ଆମେ ବହୁତ କିଛି ଆୟୋଜନ କରିଛୁ।ତାଙ୍କ ଗ୍ରସ୍ତ ରେ ସେ ଲୋକ ମାନଙ୍କ ସହିତ ମିଶିବେ।ତାଙ୍କ ସହିତ କଥା ହେବେ।ନିର୍ବାଚନ ଯେତେ ପାଖେଇ ଆସୁଛି ଉତ୍ସୁକତା ବଢିବାରେ ଲାଗିଛି।
ଏଥର କଂଗ୍ରେସ ହିଁ ଓଡ଼ିଶା ରେ ରାଜ କରିବ।କଂଗ୍ରେସ ଛଡା ଆଉ କେହି ଜିତିବେ ନାହିଁ।ରାହୁଲ ଗାନ୍ଧି ଓଡ଼ିଶା ଆସିଲେ ଚାରିଟି ଜିଲ୍ଲା କୁ ପାଦ ରେ ଚାଲି ଚାଲି ଲୋକ ଙ୍କ ଦୁଃଖ ବୁଝିବେ।