Movie prime

ଶେଷରେ ଜଗନ୍ନାଥ ଙ୍କୁ ହାତ ଯୋଡ଼ି କଣ ମାଗିଲେ ନବୀନ : ଓଡ଼ିଶା ବାସୀ ସତରେ ଏମିତି ମୁଖ୍ୟମନ୍ତ୍ରୀ ପାଇ ଧନ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ର ପରିକ୍ରମା ଏବେ ଶେଷ ହୋଇଛି।ସେ ହେଉଛନ୍ତି ଜଗତ ର ନାଥ ଜଗନ୍ନାଥ।ସାରା ବିଶ୍ବ ତାଙ୍କ ଦ୍ଵାରା ପରିଚାଳିତ।ଏବେ ତାଙ୍କୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି।
Special report
ନିକଟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା କୁ ଗ୍ରସ୍ତ କରିଥିଲେ।ଏଥିରେ ତାଙ୍କ ସହିତ ଅଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ।ମନ୍ଦିର ପରିକ୍ରମା ଉତ୍ସବ ରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ରେ ପୂଜା କର୍ମ ଏବେ ଶେଷ ହୋଇଚି।
ସୂଚନା ଅନୁସାରେ ପୁରୀ ଜଗନ୍ନାଥ ମନ୍ଦିର ରେ ଅନେକ ନୂତନ ଗୃହ ନିର୍ମାଣ ହୋଇଛି।ଏହା ଛଡ଼ା ପାଚେରୀ ମଧ୍ୟ ତିଆରି ହୋଇଛି।ଏହାକୁ ପ୍ରତିଷ୍ଠା କରିବା ପାଇଁ ନବୀନ ପଟ୍ଟନାୟକ ଗାଁ ଗାଁ ରେ ଅର୍ପଣ ରଥ କୁ ବୁଲାଇ ଥିଲେ।
ଏହି ଗାଡ଼ି ରେ ଜଗନ୍ନାଥ ଙ୍କୁ ବସା ଯାଇ ସମସ୍ତ ଙ୍କ ଘର କୁ ନିଆ ଯାଇଥିଲା।ଏହା ପରେ ଲୋକ ମାନେ ତାହାକୁ ପୂଜା କରିବା ସହିତ ପ୍ରତି ଘରୁ ଅରୁଆ ଚାଉଳ ଜଗନ୍ନାଥ ମନ୍ଦିର ର ପୂଜା କରିବା ପାଇଁ ଦିଆ ଯାଇଥିଲା।ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଶୁଣିବାକୁ ମିଳି ଥିଲା।
Special Report
ଏହି ପୂଜା ଶେଷ ହେବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ସେ ମନ୍ଦିର ବେଢ଼ା ପରିକ୍ରମା କରିବା ସହିତ ମନ୍ଦିର ର କାମ କୁ ଭଲ ଭାବେ ନିରୀକ୍ଷଣ କରିଥିଲେ।ଏଥିରେ ତାଙ୍କ ସହିତ ତାଙ୍କ ବ୍ୟକ୍ତି ଗତ ସଚିବ ତଥା ତାଙ୍କ ଦଳ ର ନେତା ଭି କେ ପାଣ୍ଡିଆନ ମଧ୍ୟ ଥିଲେ।
ଯାହାକୁ ନେଇ ଅନେକ ଖବର ଶୁଣିବାକୁ ମିଳି ଥିଲା।ସେ ମନ୍ଦିର ର ପୂଜାର୍ଚ୍ଚନା କରିଥିଲେ।ଏହା ସହିତ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ।ସେ ମନ୍ଦିର ରେ ବୁଲୁ ଥିବାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଚି।
ଲୋକ ମାନେ ତାଙ୍କ ଫଟୋ ଓ ଭିଡିଓ କୁ ଖୁବ୍ ପସନ୍ଦ କରିଛନ୍ତି।ତାଙ୍କ ର ଏଭଳି କାମ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।କହିଛନ୍ତି କି ନବୀନ ପଟ୍ଟନାୟକ ଓଡ଼ିଶା ର ଏଭଳି ଜଣେ ନେତା ଯିଏ କି ସବୁ ବେଳେ ଲୋକ ଙ୍କ ଦୁଃଖ ସୁଖ ବୁଝନ୍ତି।
ଲୋକ ମାନଙ୍କୁ କଣ ପସନ୍ଦ ଆସିବ ସେ ତାହା ଉପରେ ଗୁରୁତ୍ବ ଦିଅନ୍ତି।ଜଗନ୍ନାଥ ମନ୍ଦିର ରେ ଏଭଳି କାର୍ଯ୍ୟ ଟି ହେବାର ନିହାତି ଦରକାର ଥିଲା।