ଶେଷରେ ମୁଁହ ଖୋଲିଲେ ଦୀପିକା ଦେଖନ୍ତୁ ଜୀବନ ପ୍ରତି ଅଛି ବିପଦ କହିଲେ ସଫା ସଫା - Exclusive
Aug 14, 2023, 16:39 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିପାରିବେ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଘଟୁଥିବା ଘଟଣା ବିଷୟରେ ତ ସମସ୍ତେ ଜାଣିଥିବେ । ଦୀପିକା ଆଉ ଦିନେଶଙ୍କ ଖବର ସମସ୍ତେ ଜାଣିଥିବେ । ସେମାନେ ପରସ୍ପରକୁ ଭଲ ପାଉଥିଲେ ।
ସେମାନଙ୍କର ଏକ ସନ୍ତାନ ମଧ୍ୟ ହୋଇଥିଲେ । ଆଉ ଏବେ ଦିନେଶ ଦୀପିକାଙ୍କୁ ନିଜର କରିବାକୁ ଚାହୁଁ ନାହାନ୍ତି । ଏବେ ଦୀପିକା ଦିନେଶ ଘର ଆଗରେ ଧାରଣାରେ ବସିଛନ୍ତି । ଏବେ ଦୀପିକା ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି ।
ସେ କହିଛନ୍ତି, ସିସିଟିଭି କ୍ୟାମେରା ଫୁଟେଜ ଦେଖିଲେ ଆପଣମାନେ ଜାଣିପାରିବେ କି ଦିନେଶର ଘରକୁ କିଏ ଆସିଥିଲେ । ଆଉ ଏହାସହ ସେ କହିଛନ୍ତି ଦୀପିକାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଉଛନ୍ତି । ଆଉ ଏହି ଟଙ୍କାରେ ନୂଆ ଘର କରିବାକୁ କହୁଛନ୍ତି । ତାଙ୍କର ଟଙ୍କା ଦରକାର ନାହିଁ ।

ଦିନେଶର ମାମୁଁ କହୁଛନ୍ତି କି ସେ ଦୀପିକାକୁ ହାଣି ଦେବେ । ସେ ତାଙ୍କର ଏହି କଥା ଆଉ ଟଙ୍କା ନ ନେଇ ଏଠାରୁ ଉଠିଲେ ତାଙ୍କୁ ସେ ହାଣି ଦେବେ । ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସେ କହିଛନ୍ତି । ଦୀପିକା ଧାରଣାରେ ବସିଛନ୍ତି । ଆଉ ସେ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ସେହି ଧାରଣା ରୁ ଉଠିବେ ନାହିଁ ।
ଆଉ ଦିନେଶ ପରିବାର ଚାହୁଁଛନ୍ତି କି ସେ ଏଠାରୁ ଉଠି ଯାଆନ୍ତୁ । ଏବେ ଡିଏନଏ ରିପୋର୍ଟ ଆସିବା ପରେ ତାଙ୍କ ପରିବାର ଲୋକ ଡରି ଯାଇଛନ୍ତି । ଆଉ ସେଥିପାଇଁ ତାଙ୍କ ପଛରେ ଲାଗି ଯାଇଛନ୍ତି । ସିସିଟିଭି ଫୁଟେଜ ଦେଖିଲେ ଅନେକ କଥା ଜଣାପଡ଼ିବ ।
ତାଙ୍କୁ ୩ କି ୪ ଟା ସମୟରେ ଏହିସବୁ ଟଙ୍କା ଦେବାକୁ କହିଥିଲେ । ଆଉ ଏହା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଵ । ଏହି ସିସିଟିଭି ଫୁଟେଜ ଦେଖିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ । ସେ କେବଳ ନ୍ୟାୟ ପାଇଁ ସେଠାରେ ଶାନ୍ତି ପୂର୍ଣ୍ଣ ଭାବରେ ବସିଛନ୍ତି । ଆଉ ତାଙ୍କ ପୁଅକୁ ନ୍ୟାୟ ଦେବାକୁ ବସିଛନ୍ତି ।
ସେ ଗରିବ ଘରର ଝିଅ ଆଉ ତାଙ୍କ ସହିତ ବହୁତ ଅନ୍ୟାୟ ହୋଇଛି । ଏବେ ସେ ନ୍ୟାୟ ଦାବି ଆଶାରେ ସେଠାରେ ବସିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ସେଠାରେ ସେ ଅର୍ଥାତ୍ ଦିନେଶର ଘର ଆଗରେ ଦୀପିକା ଧାରଣାରେ ବସି ରହିବେ ବୋଲି କହିଛନ୍ତି ।