Movie prime

ଶେଷରେ ଥକି ଗଲେ ହିରୋ ଅନୁଭବ ମହାନ୍ତି ଦେଖନ୍ତୁ ଶେଷରେ କରିଲେ ଗୁହାରି " ନ୍ୟାୟଧିସ ନ୍ୟାୟ ଦିଅ "

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମନୁଷ୍ୟ ଏକ ମାତ୍ର ପ୍ରାଣୀ ଯାହାକୁ ଭଗବାନ ନିଜ ସଦୃଶ ବା ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି। ସେଥିପାଇଁ କୁହାଯାଏ ମାନବିକତା ଠାରୁ ବଳି ଦୁନିଆରେ ଆଉ କିଛି ନାହିଁ।
Special report
ପ୍ରତିଦିନ ଦୁନିଆରେ ଘଟୁଥିବା ଘଟଣାମାନ ଶୁଣିଲେ ମନେ ହୁଏ ସତେ ଯେମିତି ଦୁନିଆରୁ ମାନବିକତା ଧୀରେ ଧୀରେ ଲୋପ ପାଇଗଲାଣି। କିନ୍ତୁ ବର୍ତ୍ତମାନ ଆପଣଙ୍କ ମାନେ ଏପରି ଏକ ଘଟଣା ବିଷୟରେ ଜାଣିବେ ଯାହା ଦେଖିଲେ ମାନବିକତା ଦୁନିଆରେ ଆଜି ବି ଅଛି ବୋଲି ଆପଣ ଆଶ୍ଵାସନା ପାଇବେ।
ମହିଳା ସରପଞ୍ଚଙ୍କ ହାତରେ ଅଛି ଇଞ୍ଜେସନ ଆଉ ଚଟାଣରେ ଗଡୁଛନ୍ତି ଅନେକ ଲୋକ। ଏଥିରେ ମହିଳା ପୁରୁଷ ଓ କିଛି କୁନି କୁନି ପିଲା ମାନେ ମଧ୍ୟ ଅଛନ୍ତି। ଏହି ମହିଳା ଜଣକ ସରପଞ୍ଚ ହେବା ପରେ ଶପଥ ନେଇଥିଲେ କି, ତାଙ୍କ ଗାଁ ଲୋକଙ୍କ ପାଇଁ କାମ କରିବେ।
Special report
ଆଉ ଗାଁ ଲୋକଙ୍କ ଦୁଃଖରେ ମଧ୍ୟ ଛିଡା ହେବେ। ହେଲେ ଏଠାରେ ସରପଞ୍ଜ ଜଣକ ଖାଲି ଗାଁ ଲୋକଙ୍କ ଦୁଃଖରେ ଠିଆ ହୋଇଛନ୍ତି ତାହା ନୁହେଁ, ଆଖପାଖ ପଞ୍ଚାୟତ ର ଲୋକ ମାନେ ମଧ୍ୟ ଅଛନ୍ତି। 
ଆଉ ସଭିଙ୍କୁ ମହିଳା ସରପଞ୍ଚ ଜଣକ ଚିକିତ୍ସା କରୁଛନ୍ତି। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ନଦିଗୁଡ଼ାରୁ ମୋହନାକୁ କିଛି ଯାତ୍ରୀ ନେଇ ଆସୁଥିଲା ଏକ ମିନି ବସ୍। ହେଲେ ବସ ଟି ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା।
Special Report
ଏହାପରେ ସରପଞ୍ଚ ଜାଣିବାକୁ ପାଇଥିଲେ ଏହି ଘଟଣା। ଆଉ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ମହିଳା ସରପଞ୍ଚ ପହଞ୍ଚିଥିଲେ। ଏବଂ ନିକଟରେ ଥିବା ଏକ ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ନେଇଥିଲେ। 
Special report
ହେଲେ ଚିକିତ୍ସାକେନ୍ଦ୍ରରେ ଡାକ୍ତର କାମ ଥିବାରୁ ମହିଳା ସରପଞ୍ଚ ହାତରେ ଧରିଲେ ଇଞ୍ଜେକ୍ସନ। ଆଉ ସମସ୍ତଙ୍କୁ ଚିକିତ୍ସା ଯୋଗାଇଲେ। ମହିଳା ସରପଞ୍ଚ ନର୍ସ ଟ୍ରେନିଂ ନେଇଥିବାରୁ ହାତରେ ଧରିଲେ ଇଞ୍ଜେସନ ଆଉ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଦେଲେ।
ତେବେ ଗାଁ ରେ ଏହିଭଳି ସରପଞ୍ଚଙ୍କ ପାଇଁ ଗାଁ ଲୋକେ ଖୁବ୍ ଖୁସି ଅଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.