Movie prime

ଶାହରୁକ୍ ଙ୍କ ଯବାନ ଫିଲ୍ମ ହିଟ ହେବାରୁ ଭିକ ଥାଳ ଧରି ରାସ୍ତା ରେ ବସିଲେ ସଲମାନ୍

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବଲିଉଡ ଅଭିନେତା ଶାହରୁଖ ଖାଁ ଙ୍କୁ ।କିଛି ଦିନ ତଳେ ତାଙ୍କର ପଠାନ ଫିଲ୍ମ ରିଲିଜ୍ ହୋଇ ଥିଲା।ଯାହାକୁ ନେଇ ତାଙ୍କ ଫ୍ୟାନସ ମାନେ ତାଙ୍କୁ ଖୁବ୍ ଭଲ ପାଇବା ଦେଇଥିଲେ।ତାଙ୍କ ଅଭିନୟ କୁ ସମସ୍ତେ ପସନ୍ଦ କରିଥିଲେ।ସେ ଅନେକ ବର୍ଷ ହେଲାଣି ବଲିଉଡ ରେ ଅଛନ୍ତି।ତାଙ୍କୁ ବଲିଉଡ ରେ କିଙ୍ଗ ଖାନ୍ ବୋଲି କୁହା ଯାଏ।
Special report
ଦିନ ଥିଲା ଯେତେବେଳେ ସେ ବହୁତ ଦୁଃଖ କଷ୍ଟ ରେ ରହୁଥିଲେ।ନିଜ କଠିନ ପରିଶ୍ରମ ବଳ ରେ ସେ ନିଜକୁ ଆଜି ସମସ୍ତଙ୍କ ନିକଟରେ ପରିଚିତ କରାଇଛନ୍ତି।ସେ ଓ ତାଙ୍କ ପରିବାର ବିଷୟ ରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।
ଆଜି ଆମେ ତାଙ୍କ ପରିବାର ବିଷୟ ରେ ନୁହେଁ ତାଙ୍କ ଫିଲ୍ମ କୁ ନେଇ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ।ସେପ୍ଟେମ୍ବର ୭ ତଥା ଆଜି ତାଙ୍କର ଏକ ନୂଆ ଫିଲ୍ମ ରିଲିଜ ହୋଇଛି। ଯାହାକୁ ଦେଖିବା ପାଇଁ ଫିଲ୍ମ ହଲ୍ ରେ ଦର୍ଶକ ଙ୍କ ଭିଡ ଲାଗି ରହିଛି।
ସେହି ଫିଲ୍ମ ଟି ହେଉଚି ଯବାନ।ଆଜି ପ୍ରଥମ ଦିନ ରେ ଲୋକ ମାନେ ଏହି ସିନେମା କୁ ଦେଖି ଖୁବ୍ ପ୍ରଶଂସା କରିଛନ୍ତି।ଏହି ସିନେମା କୁ ଯେଉଁ ମାନେ ଦେଖିବାକୁ ଯାଇଥିଲେ।ଫେରିଲା ବେଳେ ସେମାନଙ୍କ ଆଖି ରେ ଲୁହ ଥିଲା।ପ୍ରଥମ ଥର ପାଇଁ ଶାହରୁଖ ଖାଁ ନିଜ ପ୍ରଶଂସକ ମାନଙ୍କୁ କନ୍ଦାଇ ଦେଇଥିଲେ।
Special report
ବର୍ତ୍ତମାନ ସମୟ ରେ ଆଉ ଏକ ଖବର ସାମ୍ନା କୁ ଆସିଛି।ଆପଣ ମାନେ ଜାଣି ଥିବେ ଯେ କୌଣସି ସିନେମା ରିଲିଜ ହେବା ପରେ କିଛି ଲୋକ ମାନେ ଫିଲ୍ମ କୁ ଲିକ କରି ଦିଅନ୍ତି।ସୋସିଆଲ ମିଡିଆରେ କିଛି ଫିଲ୍ମ ଗୁଡ଼ିକ ଘୁରି ବୁଲେ।
ଠିକ୍ ସେହିଭଳି ଶାହରୁଖ ଖାଁ ଙ୍କ ଫିଲ୍ମ ଯବାନ ସହିତ ହୋଇଛି।ଏହି ଫିଲ୍ମ କୁ ଲିକ୍ କରା ଯାଇଛି।ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଘରେ ବସି ଦେଖି ସାରିବେଣୀ।ଭାରତ ରେ ଏପରି କରିବା ଏକ ଦଣ୍ଡନୀୟ ଅପରାଧ।ଏଥିପାଇଁ ଜେଲ ଦଣ୍ଡ ମଧ୍ୟ ବ୍ୟବସ୍ଥା ରହିଛି।
ଏପରି କରିବା ଦ୍ବାରା ଫିଲ୍ମ ନିର୍ମାତା ଙ୍କ ବହୁତ ମାତ୍ରା ରେ କ୍ଷତି ହୁଏ।ଫିଲ୍ମ ଟି ଏତେ ଭଲ ଭାବେ ରୋଜଗାର ମଧ୍ୟ ହୋଇ ପାରେନି।ବର୍ତ୍ତମାନ ଶୁଣା ଯାଉଚି ଯେ ଯବାନ ସିନେମା ଟି ଲୋକ ଙ୍କୁ ବହୁତ ପସନ୍ଦ ଆସିଚି।ଶାହରୁଖ ଖାଁ ଏଥିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଯବାନ ଫିଲ୍ମ ଟି ଏ ବର୍ଷ କେତେ ଟଙ୍କା ଆୟ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.