Movie prime

ଶାହରୁକ୍ ଜଣେ ପୋଷ୍ୟ ସନ୍ତାନ.. ଏତେ ବର୍ଷ ପରେ ଏଇ ସତ ଶୁଣି, ଚିନ୍ତା ରେ ଶାହରୁକ୍!

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି।ଆଜି ଆମେ ତାଙ୍କ ବିଷୟ ରେ ନୁହେଁ ତାଙ୍କ ପରିବାର ବିଷୟ ରେ କହିବାକୁ ଯାଉଛୁ।
Special report
ସେ ଓ ତାଙ୍କ ପରିବାର ସବୁବେଳେ କ୍ୟାମେରା ଠାରୁ ଦୂରରେ ରୁହନ୍ତି।ବର୍ତ୍ତମାନ ସମୟ ରେ ଶାହରୁଖ ଙ୍କ ବାପା ମା ଏ ଦୁନିଆ ରେ ନାହାନ୍ତି।ତେବେ ତାଙ୍କୁ ସବୁବେଳେ ମନେ ପକାଇ ଥାଆନ୍ତି ଏହି ଅଭିନେତା ଜଣକ।ତାଙ୍କ ବାପା ଚାହୁଁ ଥିଲେ ତାଙ୍କ ପୁଅ ଜଣେ ଇଞ୍ଜିନିୟର ହେଉ।
ତାଙ୍କ ଅଜା ଇକ୍ତର ଅହମ୍ମଦ ଥିଲେ।ସେ ବାଙ୍ଗାଲୋର ର ବାସିନ୍ଦା।ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।ସେ ସବୁବେଳେ ନିଜ ପୁଅ କୁ ବଡ ମଣିଷ କରି ଗଢି ତୋଳିବା ର ସ୍ବପ୍ନ ଦେଖୁ ଥିଲେ।ହେଲେ ଏବେ ତାଙ୍କ ସ୍ବପ୍ନ ସାକାର ହେଇଛି।
ଏବେ ଶୁଣିବାକୁ ମିଳୁଚି କି ତାଙ୍କ ବାପା ଓ ଅଜା ବାଙ୍ଗାଲୋର ରେ ରହିଥିବା ବିମାନ ବନ୍ଦର କୁ ତିଆରି କରିଥିଲେ।ତାଙ୍କ ବାପା ଙ୍କ ନାମ ହେଉଚି ବିର ଦାସ ମହମ୍ମଦ।ସେ ସମୟ ରେ ସେ ସର୍ବ କନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ରୂପେ ପରିଚିତ।
Special report
ଶାହାରୁଖ ଙ୍କ ମା ଆନ୍ଦ୍ରପ୍ରଦେଶ ର ମୂଳ ବାସିନ୍ଦା ଥିଲେ।ସେମାନେ ସମସ୍ତେ କର୍ଣ୍ଣାଟକ ରେ ରହୁଥିଲେ।ସେମାନେ ଚାରି ଭଉଣୀ ଥିଲେ।ତାଙ୍କ ମାଆ ହେଉଛନ୍ତି ଫତିମା।ଯିଏ କି ତାମିଲ,ତେଲୁଗୁ,ଭଳି ବିଭିନ୍ନ ଭାଷା ଜାଣି ଥିଲେ।ସେ ନିଜ ଠାରୁ ଦଶ ବର୍ଷ ବଡ ବିର ମହମ୍ମଦ ଙ୍କୁ ବିବାହ କରି ଥିଲେ।
ହେଲେ ଆପଣ ମାନେ ଜାଣିଛନ୍ତି କୁ ଶାହାରୁଖ ଖାଁ ଙ୍କୁ ତାଙ୍କ ଆଇ ପୋଷ୍ୟ ସନ୍ତାନ ରୂପେ ନେଇ ଥିଲେ।ସେ ଜନ୍ମ ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜ ପରିବାର ଠାରୁ ଦୂରେଇ ରହିଥିଲେ।ଏହା ପରେ ସେ ନିଜ ମା ବାପା ଙ୍କ ପାଖକୁ ରହିବା ପାଇଁ ଚାଲି ଯାଇ ଥିଲେ।
ତେବେ ସେହିଠାରେ ରେ ହିଁ ତାଙ୍କର ପାଠ ପଢା ଆରମ୍ଭ ହୋଇ ଥିଲା।ଏହା ପରେ ସେ ଫିଲ୍ମ ଜଗତ ରେ ପ୍ରବେଶ କରି ଥିଲେ।ଯାହାକି ତାଙ୍କୁ ଅପାର ସଫଳତା ଦେଇ ଥିଲା।
ଆଜି ସେ ସାରା ବିଶ୍ଵ ରେ ପରିଚିତ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ତାଙ୍କ ଫିଲ୍ମ କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମି ରହି ଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.