Movie prime

Shahrukh Khan ଙ୍କ ଅଜଣା ପୁଅ ଆସିଲା ସାମ୍ନା କୁ, ସମ୍ପତ୍ତି ହେବ ୪ ଭାଗ ଶୁଣି କାନ୍ଦିଲେ Aryan

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ଆଜ୍ଞା ହଁ ବର୍ତ୍ତମାନ ସମୟରେ ବଲିଉଡ ର ସବୁ ଠାରୁ ଧନି ଅଭିନେତା ଭାବରେ ଶାହରୁକ ଖାନ ଙ୍କ ନାମ ସର୍ବ ପ୍ରଥମେ ଆସିଛି।
ତାଙ୍କର କୌଣସି ଥୀରେ କିଛି ଅଭାବ ନଥିବା ବେଳେ ସେ ମଧ୍ଯ ଏକ ବିରାଟ ବଡ଼ କୋଟିପତି ଅଟନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଶାହାରୁକ ଖାନ ଙ୍କୁ ବଲିଉଡ ର ରୋମାଣ୍ଟିକ ହିରୋ ବୋଲି କୁହା ଯାଇଥାଏ।
କାରଣ ତାଙ୍କ ଅଭିନୟ ସ୍ବତନ୍ତ୍ର ଅଟେ ତାଙ୍କ ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ। ସେ ତାଙ୍କର ଅଭିନୟ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ଘର କରି ରହୁଥିବା ସହ ସେ ଘରେ ଘରେ ମଧ୍ଯ ପରିଚିତ ଅଟନ୍ତି।
Special report
ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ କହିବାକୁ ଗଲେ ତାଙ୍କର ପତ୍ନୀ ଙ୍କ ନାମ ହେଉଛି ଗୌରୀ ଖାନ ଓ ତାଙ୍କର ତିନି ଜଣ ପିଲା ମଧ୍ୟ ଅଛନ୍ତି। ଦୁଇଟି ପୁଅ ହୋଇଥିବା ବେଳେ ଗୋଟିଏ ଝିଅ ମଧ୍ଯ ଅଛି।ଶାହାରୁଖ ଖାନଙ୍କ ପିଲାମାନଙ୍କର ନାମ ହେଉଛି ଆର୍ଯ୍ୟ ଖାନ, ଅବରାମ ଖାନ ଏବଂ ସୁହାନା ଖାନ।
ଏକଥା ମଧ୍ୟ କୁହା ଯାଉଛି କି ଶାହରୁକ ଖାନଙ୍କ ପରେ ତାଙ୍କର ସମସ୍ତ ସମ୍ପତ୍ତି ର ଅଂଶୀଦାର ତାଙ୍କର ତିନି ପିଲା ହିଁ ହେବେ। ତାଙ୍କ ସମ୍ପତ୍ତି ମଧ୍ୟ ତିନି ଭାଗରେ ବିଭକ୍ତ କରାଯିବ ବୋଲି ଖବର ଆସୁଛି।
ତେବେ ଆପଣ ମାନେ ଜାଣିଥିବେ କି ଶାହରୁକ ଖାନ ଙ୍କ ଏଭଳି ଏଭଳି ସଫଳତା ପଛରେ ତାଙ୍କର କଠୋର ପରିଶ୍ରମ ଅଛି। ଏବଂ ସେ ତାଙ୍କ ସଫଳତା ର ଶ୍ରେୟ ସର୍ବଦା ତାଙ୍କ ପତ୍ନୀ ଙ୍କୁ ଦେଇ ଥାଆନ୍ତି। କାରଣ କଠିନ ପରିସ୍ଥିତି ରେ ତାଙ୍କ ସ୍ତ୍ରୀ ତାଙ୍କର ହାତ ଛାଡ଼ି ନଥିଲେ।
ସେ ସଦା ସର୍ବଦା ତାଙ୍କ ସାଥିରେ ହିଁ ଥିଲେ ଏଥି ପାଇଁ ହିଁ ଆଜି ଶାହରୁକ ଖାନ ଏତେ ବଡ ସଫଳତା ପ୍ରାପ୍ତ କରି ପାରିଛନ୍ତି। ତାଙ୍କର କଠୋର ପରିଶ୍ରମ ପାଇଁ ବୋଧ ହୁଏ ଆଜି ସେ ବଲିଉଡ୍ ର ସର୍ବୋଚ୍ଚ ଧନୀ କଳାକାର ହୋଇ ପାରିଛନ୍ତି।
ତେବେ ଆପଣଙ୍କୁ ଶାହରୁକ ଖାନ ଙ୍କ ଅଭିନୟ କିଭଳି ଲାଗେ ଓ ତାଙ୍କର କେଉଁ ଫିଲ୍ମ୍ ଆପଣଙ୍କୁ ପସନ୍ଦ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.