Movie prime

ସାମିଙ୍କୁ ଆସିଲା ବଡ ଅଫର ଦେଖନ୍ତୁ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇ ଦିତୀୟ ବିବାହ ପାଇଁ ପ୍ରସ୍ତାବ ଦେଲେ ଏହି ଅଭିନେତ୍ରୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତୀୟ ବଲର ମହମ୍ମଦ ସାମୀଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ପତ୍ନୀ ହସିନ୍‌ ଜାହାଁନ୍‌ଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ।
Special report
ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ପାରିବାରିକ ହିଂସା ସହ ଅନ୍ୟ ଅଭିଯୋଗ ହସିନ୍‌ ଆଣିଥିବା ବେଳେ ହସିନ୍‌ ପୂର୍ବରୁ ବିବାହିତା ଥିଲେ ବୋଲି ଜାଣିନଥିଲେ ବୋଲି କହିଥିଲେ ସାମି।
ତେବେ ବନ୍ଧୁଗଣ ଚଳିତ ବିଶ୍ଵକପରେ ତାଙ୍କର ଘାତକ ବଲିଂ ବିପକ୍ଷ ଦଳ ଉପରେ ବିପଦ ପାଲଟିଛି। ସବୁ ମ୍ୟାଚରେ ମହମ୍ମଦଙ୍କ ଯାଦୁ ଦେଖିବାକୁ ମିଳୁଛି। ମହମ୍ମଦଙ୍କ ବଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହମ୍ମଦଙ୍କୁ ବିବାହ କରିବା ପାଇଁ ଏକ ପ୍ରସ୍ତାବ ଆସିଛି।
Special report
ଜଣେ ବଲିଉଡ ଅଭିନେତ୍ରୀ ସାମୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଅଭିନେତ୍ରୀ ଜଣକ ସାମିଙ୍କୁ ଖୋଲା ଖୋଲି ଭାବେ ପ୍ରପୋଜ କରିଛନ୍ତି। ବଲିଓଡ଼ ଅଭିନେତ୍ରୀ ଜଣକ ହେଉଛନ୍ତି ପାୟଲ ଘୋଷ। 
Special report
ପାୟଲ ସାମୀଙ୍କୁ ନଭେମ୍ବର ୨ ତାରିଖ ଏକ୍ସ ଜରିଆରେ ପ୍ରପୋଜ କରିଥିଲେ। ଏହି ଦିନ ଭାରତ ଦମଦାର ଭାବେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଥିଲା। ସେହି ଦିନ ସାମୀଙ୍କ ପ୍ରଦର୍ଶନ ଖୁବ୍ ଚମତ୍କାର ଥିଲା। ଏହା ସହିତ ଅଭିନେତ୍ରୀ ଜଣକ ଏକ୍ସରେ ଲେଖିଛନ୍ତି ଯେ,
"ସାମୀ ତୁମେ ତମର ଇଂରାଜୀରେ ଉନ୍ନତି କର ମୁ ତମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି"। ଏହି ଲେଖାଟି ଏକ୍ସରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପାୟଲଙ୍କ ଆଉ ଏକ ଲେଖା ଏକ୍ସରେ ସାମୀଙ୍କ ପାଇଁ ଲେଖିଛନ୍ତି। 
Special report
ପାୟଲ ଲେଖିଛନ୍ତି ଯେ, "ମହମ୍ମଦ ସାମି ସେମି ଫାଇନାଲରେ ତୁମର ଶ୍ରେଷ୍ଠତା ଦେବା ପାଇଁ ତମକୁ ମୋ ଠାରୁ କି ପ୍ରକାରର ନୈତିକ ସମର୍ଥନ ଦରକାର"।ପାୟଲଙ୍କ ଏହି ଏକ୍ସ ମଧ୍ୟ ଭାଇରାଲ ହେବାକୁ ଲାଗିଛି।
ବର୍ତ୍ତମାନ ଏସବୁ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ପାୟଲ ସାମୀଙ୍କ ପ୍ରଶଂସକ ନା ଲାଇଭ ଲାଇଟରେ ରହିବା ପାଇଁ ଏପରି କରୁଛନ୍ତି। କାରଣ ଅଭିନେତ୍ରୀ ଜଣକ ପୂର୍ବରୁ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରି ଲୋକଲଚନକୁ ଆସିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.