Movie prime

ସାମୀ ଙ୍କ ଭଲ ପ୍ରଦର୍ଶନ ଦେଖି ସମସ୍ତେ ଖୁସି ହେଲେ ତାଳି ମାରିଲେ ହେଲେ ପତ୍ନୀ ଆସିଲେନି ଲୋକେ କହିଲେ ସେଟା ର ଖାଲି ପଇସା ଦରକାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଗତକାଲି ର ମ୍ୟାଚ୍ ର ଷ୍ଟାର ପ୍ଲେୟର ମହମ୍ମଦ ଶାମି ଙ୍କ ସମ୍ପର୍କରେ ଆପଣ ମାନେ ସବୁ କିଛି ଜାଣିଥିବେ। ତାଙ୍କ ପାଖରେ ସବୁ କିଛି ଥାଇ ମଧ୍ୟ କିଛି ନାହିଁ କହିଲେ ଚଳେ।
Special report
କାରଣ ତାଙ୍କର ସ୍ତ୍ରୀ ଏବେ ଆଉ ତାଙ୍କ ପାଖରେ ନାହାଁନ୍ତି। ଗତକାଲି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କର ସ୍ତ୍ରୀ ଆସିଥିବା ବେଳେ ହେଲେ ମହମ୍ମଦ ଶାମି ଙ୍କ ପାଇଁ କେହି ଆସି ନଥିଲେ। ଏଥିରୁ ଭାବନ୍ତୁ କି ତାଙ୍କୁ କେତେ ଏକା ଲାଗିଥିବ।
ଯେତେବେଳେ ଷ୍ଟାଡିୟମ୍ ସାରା ଲୋକ ମାନେ ଶାମି ଶାମି କହି ଚିଲାଉଛନ୍ତି ସେତେବେଳେ ଶାମି ଙ୍କ ଆଖି କେବଳ ଜଣକୁ ହିଁ ଖୋଜୁଛି। କାରଣ ଶାମି ଦେଖିଛନ୍ତି କି ଯେତେବେଳେ ବିରାଟ କୋହଲି ଶତକ କରି
ସଚିନ ତେନ୍ଦୁଲକର ଙ୍କ ରେକର୍ଡ କୁ ଭାଙ୍ଗି ଦେଇଥିଲେ ସେତେବେଳେ କେମିତି ବିରାଟ ଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କୁ ଫ୍ଲାଇଙ୍ଗ କିସ୍ ଦେଉଥିଲେ। ଅନୁଷ୍କା ଶର୍ମାଙ୍କୁ ଦେଖି ପଡିଆ ମଧ୍ୟରେ ରହି ଶାମି ସବୁ କିଛି ଅନୁଭବ କରି ପାରୁଥିଲେ।
Special report
ସେ ଏହା ମଧ୍ଯ ଦେଖିଥିଲେ କି ଯେତେବେଳେ ଯାଡେଜା ଲଗାତାର ୨ ଟି କ୍ୟାଚ ଧରିଥିଲେ ସେତେବେଳେ ଯାଡେଜା ଙ୍କ ସ୍ତ୍ରୀ କେତେ ଖୁସୀ ହୋଇ ଯାଇଥିଲେ। ଆଉ ଯେତେବେଳେ ଗୋଟେ ପରେ ଗୋଟେ ରୋହିତ ଶର୍ମା ଅଧିନାୟକ ଭାବରେ
ମ୍ୟାଚ୍ ଜିତି ଚାଲିଛନ୍ତି ସେତେବେଳେ ମଧ୍ୟ ତାଙ୍କର ସ୍ତ୍ରୀ ଙ୍କ ଖୁସୀ ପଡିଆ ମଧ୍ୟରେ ବାରି ହୋଇ ପଡ଼ୁଛି। ଆଉ ଏସବୁ କୁ ବେଶ ଭଲ ଭାବରେ ଲକ୍ଷ କରି ପାରୁଛନ୍ତି ମହମ୍ମଦ ଶାମି।
ହେଲେ ଯେତେବେଳେ ମହମ୍ମଦ ଶାମି ଗୋଟେ ପରେ ଗୋଟେ ରେକର୍ଡ କରୁଛନ୍ତି ଆଉ ମଇଦାନ ଉପରେ ଭଲ ପ୍ରଦର୍ଶନ କରୁଛନ୍ତି ସେତେବେଳେ ତାଙ୍କ ପରିବାର ରୁ ତାଳି ମାରି ଉତ୍ସାହିତ କରିବା ପାଇଁ କେହି ନାହାଁନ୍ତି।
ତାଙ୍କ ଆଖି ତାଙ୍କର ସ୍ତ୍ରୀ ଙ୍କୁ ଖୋଜୁଛି ହେଲେ ପଡିଆ ମଧ୍ୟରେ ଏତେ କୋଳାହଳ ଭିତରେ ବି ତାଙ୍କର ସ୍ତ୍ରୀ ଙ୍କ ଚେହେରା ନଜର ଆସୁ ନାହିଁ। ଏବେ ଏଥିରୁ ମହମ୍ମଦ ଶାମି ଙ୍କ ଦୁଃଖ ସ୍ପଷ୍ଟ ଭାବରେ ମଧ୍ୟ ବାରି ହୋଇ ପଡ଼ୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.