Movie prime

ସାରା ଭାରତରେ ସାମିଙ୍କ ଖୁବ୍ ଚର୍ଚ୍ଚା ଥିବାବେଳେ ଏବେ ଏବେ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର ଦେଖନ୍ତୁ କଣ ହେଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । କ୍ରିକେଟ ଜଗତର ଅନେକ ଖେଳାଳୀଙ୍କୁ ନେଇ ଅନେକ ଖବର ଆସିଥାଏ। ଆଉ ଏବେ ଭାରତୀୟ ଦଳର ଖେଳାଳୀଙ୍କୁ ନେଇ କିଛି ଖବର ଆସିଛି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଭାରତୀୟ କ୍ରିକେଟ ଦଳର ଖେଳାଳୀ ମହମ୍ମଦ ସାମିଙ୍କ ବିଷୟରେ ଜାଣିପାରିବେ । ଏବେ ବିଶ୍ୱକପ୍ ଖେଳ ଚାଲିଛି । ଆଉ ଏହାକୁ ନେଇ ଅନେକ ଖବର ଆପଣମାନେ ବି ଜାଣି ପାରୁଥିବେ ।
ଭାରତୀୟ ଖେଳାଳୀ ମହମ୍ମଦ ସାମିଙ୍କ ନାଁରେ ଆସିଛି ଅଭିଯୋଗ । ସେ ଗିରଫ ହେବେ ବୋଲି କଥା ଆସିଥିଲା । କିନ୍ତୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବ ବୋଲି ମନା କରିଲା । ଆଉ ଏପଟେ ଦିଲ୍ଲୀ ପୋଲିସର ଏଭଳି କଥା ଶୁଣି କଣ କହିଲା ମୁମ୍ବାଇ ପୋଲିସ ଏହି ବିଷୟରେ ଜାଣିପାରିବେ ।
Special report
ପୁରା ଭାରତରେ ଏବେ ଦିଲ୍ଲୀ ପୋଲିସ ଏବଂ ମୁମ୍ବାଇ ପୋଲିସ ଯାହା ଟୁଇଟ କରିଛନ୍ତି ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସେମି ଫାଇନାଲ ମ୍ୟାଚରେ ଭାରତ ଯେଉଁଭଳି ଭାବରେ ମ୍ୟାଚ୍ ଜିତିଛି ଏବେ ତାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
ସେମି ଫାଇନାଲ ରୁ ଫାଇନାଲକୁ ଯାଇଛି ଭାରତ । ଏବେ କଥା ଆସୁଛି କି କାହିଁକି ଗିରଫ ହେବେ ପ୍ରେସ ବୋଲର ମହମ୍ମଦ ସାମି ? ଏହି ସେମି ଫାଇନାଲରେ ସାମି ୭ଟି ୱିକେଟ ନେଇଥିଲେ ।
Special report
ଆଉ ଦୀର୍ଘ ବାର ବର୍ଷ ପରେ ବିଶ୍ୱକପ୍ ଫାଇନାଲ ଖେଳୁଛି ଭାରତ । ଏସବୁକୁ ନେଇ ସାମିଙ୍କୁ ଅନେକ ପ୍ରଶଂସା କରାଯାଇଛି । ଦିଲ୍ଲୀ ପୋଲିସ ଟୁଇଟ୍ କରି ମୁମ୍ବାଇ ପୋଲିସ ପାଖକୁ ଲେଖିଥିଲେ କି ଆମେ ଆଶା କରୁଛୁ କି ସାମିଙ୍କୁ ଆପଣମାନେ ଗିରଫ କରିନଥିବେ । 
Special report
ମୁମ୍ବାଇ ପୋଲିସ ଏହି ଟୁଇଟର ଉତ୍ତର ଦେଇ ଲେଖିଥିଲେ କି ସବୁ ଅପରାଧୀଙ୍କ ନାଁ ଦିଅ ତାଙ୍କୁ ଗିରଫ କରିବା । ଏଭଳି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସ ଏବଂ ମୁମ୍ବାଇ ପୋଲିସ ଟୁଇଟ୍ କରୁଛନ୍ତି । ଦିଲ୍ଲୀ ପୋଲିସର ପୋଷ୍ଟରେ ମୁମ୍ବାଇ ପୋଲିସ ଏହିଭଳି ମଜାଳିଆ ଟୁଇଟ୍ କରିଥିଲା ।
ଆଉ ସାମିଙ୍କ ସମେତ ଅନେକ କ୍ରିକେଟରମାନଙ୍କ ନାଁ ସେ କହିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ସେ ଅନେକ କ୍ରିକେଟରମାନଙ୍କର ପ୍ରଶଂସା କରିଛନ୍ତି । ଏବେ ମୁମ୍ବାଇ ପୋଲିସର ଏହି ମଜାଳିଆ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି ।