Movie prime

ସାମୀଙ୍କ ସ୍ତ୍ରୀ ଦେଲେ ଖୁସି ଖବର ଦେଖନ୍ତୁ ଭିଡିଓ କରି କହିଲେ ମୁଁ ଆସୁଛି ସୋସିଆଲ ମିଡିଆରେ ଭିଡିଓ ହେଲା VIRAl

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ପ୍ରକାରର ଖବର ଯାହା ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଏବଂ ଏହାସହ କ୍ରିକେଟ ଖେଳକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ। ନମସ୍କାର ପାଠକ ବନ୍ଧୁ।
Special report
ବନ୍ଧୁଗଣ ଏଥର ବିଶ୍ଵ କପ୍ ଫାଇନାଲ ରେ ଫିଲ୍ଡ ରେ ପ୍ରଦର୍ଶନ କରିବେ ସାମି ଓ ପାଭିଲିଆନ ରେ ବସି ଚିଅର ଅପ୍ କରିବେ ହସିନ୍ ଜାହାଁ। ଏଭଳି ଏବେ ଏଥିପାଇଁ କୁହାଯାଉଛି କାରଣ ହାଶିନ ଜାହା ଏବେ ଯୋଉ ଭିଡିଓ ପୋଷ୍ଟ କରିଛନ୍ତି
ସେଥିରେ ଲେଖିଛନ୍ତି ” ତେରେ ନାମ୍ ସେ ହିଁ ମୁଝ କ୍କୋ ସାରେ ଦୁନିଆ ବାଲେ ଜାନେଙ୍ଗେ, ତେରେ ସୁରତ ଦେଖ୍ କର୍ ହିଁ ମୁଝେ ସାରେ ଲୋଗ୍ ପେହେଚ୍ଚନଙ୍ଗେ ”। 
Special report
ଆଉ ଏହାର କ୍ୟାପ୍ସନ୍ ରେ ହାସୀନ ଲେଖିଛନ୍ତି ଟ୍ରୁ ଲଭ୍। ଆଉ ଏହା ଦେଖି ପ୍ରଶଂସକ ମାନେ କହିଛନ୍ତି ଏହା କେବଳ ସାମୀଙ୍କ ପାଇଁ। ଶାମିଙ୍କ ପ୍ରେମ ପାଇଁ , ଶାମି ସଫଳତା ପାଇଁ ଓ ଶାମିଙ୍କ ରେକର୍ଡ ପାଇଁ।
ଯେତେବେଳେ ଶାମିଙ୍କ ରେକର୍ଡ ପାଇଁ ସାରା ବିଶ୍ବ ଶାମିଙ୍କ ଗୁଣ ଗାନ କରୁଛି ସେତେବେଳେ ହାସିନ ଏମିତି ସଜ ହୋଇ ପୋଷ୍ଟ କରିଛନ୍ତି। ତେରେ ନାମ୍ ସେ ହିଁ ଜନେଙ୍ଗେ ମୂଝେ ୟେ ଦୁନିଆ ୱାଲେ। 
Special report
ଏହା ହିଁ ହେଉଛି ସତ ଭଲ ପାଇବା। ବନ୍ଧୁଗଣ ଚଳିତ ବର୍ଷ ବିଶ୍ଵ କପ୍ ର ସବୁଠାରୁ ସଫଳ ଖେଳାଳି ଭାବେ ଶାମି ବହୁତ୍ ଭଲ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ସବୁ ଠାରେ ତାଙ୍କର ହିଁ ଚର୍ଚ୍ଚା।
ସେ ସେମିଫାଇନାଲ ମ୍ୟାଚରେ ୭ ଟି ୱିକେଟ ନେଇ ଇତିହାସ ରଚିଛନ୍ତି। ଏବଂ ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି । ଏବେ ତ ଲୋକମାନେ ସେମିଫାଇନାଲ ମ୍ୟାଚକୁ ସାମିଫୈନାଲ୍ ବୋଲି କହୁଛନ୍ତି। 
Special report
ଆଉ ସବୁଠାରେ ଯେତେବେଳ ଶାମିଙ୍କ ଏତେ ଚର୍ଚ୍ଚା ହେଉଛି ତାଙ୍କ ବେଗମ୍ ମଧ୍ୟ ଏକ ଭିଡ଼ିଓ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ। ଏବଂ ଏହି ଭିଡିଓ ପୋଷ୍ଟ ର ମାତ୍ର କେତେ ସମୟ ପରେ ଭାଇରଲ ହେବା ପରେ ସମସ୍ତେ କହୁଛନ୍ତି ଶାମି ଙ୍କ ପାଇଁ ତରାଲିଲେ ବେଗମ।
ହାଶୀନ ଙ୍କ ମନ ଏବେ ତରଳି ଯାଇଛି। ଏସବୁ ଦେଖି ପ୍ରଶଂସକ କହୁଛନ୍ତି ଏହା କେବଳଶାମି ଙ୍କ ପାଇଁ। ଆଉ ଏବେ ଶାମି ମଧ୍ୟ ଚାହୁଁ ଛନ୍ତି ହାସିନା ପଭିଲିଆନ ରେ ବସି ତାଙ୍କ ଖେଳ ଦେଖନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.