Movie prime

ସତରେ କଣ ସାନିଆ ମିର୍ଜା କୁ ବାହା ହେଇଗଲେ ସାମି..? ଇଣ୍ଟରନେଟ ରେ ବିପୁଳ ଭାବ ରେ ଭାଇରାଲ ହେବାକୁ ଲାଗୁଚି ଫଟୋ..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଟେନିସ ତାରକା ସାନିଆ ମିର୍ଜା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି।ଗତ କିଛି ଦିନ ତଳେ ସାନିଆ ମିର୍ଜା ଙ୍କ ର ଏକ ବିବାହ ଫଟୋ ଖୁବ୍ ଭାଇରାଲ ହେବାକୁ ଲାଗୁଚି।
Special report
ଆପଣ ମାନେ ସମସ୍ତେ ଜାଣି ଥିବେ ଟେନିସ ତାରକା ସାନିଆ ମିର୍ଜା ଙ୍କୁ।ସେ ପାକିସ୍ତାନ ଯୁବକ ସୋଏବ ଙ୍କୁ ବିବାହ କରି ଥିଲେ।ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ରହିଛି।କିନ୍ତୁ ଗତ ବର୍ଷ ଖବର ଆସି ଥିଲା କି ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ଯାଇଛନ୍ତି। ସୋଏବ ଏବେ ଅନ୍ୟ ଜଣେ ଅଭିନେତ୍ରୀ ଙ୍କୁ ବିବାହ କରି ରହୁଛନ୍ତି।
ସେପରି ସାନିଆ ମିର୍ଜା ସୋଏବ ଙ୍କ ଠାରୁ ଅଲଗା କରୁଛନ୍ତି।ତେବେ ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଏକ ଫଟୋ ଭାଇରାଲ୍ ହେଉଚି।ଏଥିରେ ସାନିଆ ମିର୍ଜା ଓ ଭାରତୀୟ କ୍ରିକେଟର ମହମ୍ମଦ ସାମି ଙ୍କ ଫଟୋ ଦେଖିବାକୁ ମିଳି ଥିଲା।
ଉଭୟ ବିବାହ ପୋଷାକ ପିନ୍ଧି ଥିଲେ।ଏଥିରେ ସମସ୍ତେ କହିଛନ୍ତି କି ସାନିଆ ଓ ମହମ୍ମଦ ଶାମି ବିବାହ କରି ସାରିଛନ୍ତି।ଅନ୍ୟ କିଛି ପ୍ରଶଂସକ ମାନେ କହୁଛନ୍ତି କି ଆଗକୁ ସାନିଆ ମିର୍ଜା ଓ ମହମ୍ମଦ ଶାମୀ ଙ୍କ ବିବାହ ହେବାକୁ ଯାଉଚି।
Sp
ସୂଚନା ଅନୁସାରେ ମହମ୍ମଦ ଶାମି ଓ ସାନିଆ ମିର୍ଜା ଙ୍କ ଭିତରେ ସେଭଳି କିଛି ବି ସମ୍ପର୍କ ନାହି। ସାନିଆ ମିର୍ଜା ଏବେ ନିଜ ପରିବାର ଠାରୁ ଅଲଗା ରହି ଦୁଃଖ ରେ ଭାଙ୍ଗି ପଡିଛନ୍ତି।କିଛି ଲୋକ ମାନେ ତାଙ୍କ ଫଟୋ ଓ ମହମ୍ମଦ ଶାମି ଙ୍କ ଫଟୋ କୁ ନେଇ ଏଭଳି କରିଛନ୍ତି।
ଏହି ଫଟୋ ଗୁଡ଼ିକ ରେ ସେଭଳି କିଛି ସତ୍ୟତା ନାହି।ଏହି ଫଟୋ ରେ ଦୁଇଟି ଘଟଣା ଘଟିଛି ବୋଲି ଶୁଣିବାକୁ ମିଳିଚି।ପ୍ରଥମ ଟି ହେଉଚି ମହମ୍ମଦ ଓ ସାନିଆ ଙ୍କ ବିବାହ ଶେଷ ହୋଇଛି।ଓ ଅନ୍ୟଟି ହେଉଚି ଖୁବ୍ ଶୀଘ୍ର ସେମାନେ ବିବାହ କରିବାକୁ ଯାଉଛନ୍ତି ବୋଲି କିଛି କହିଛନ୍ତି।
ତେବେ ଆମେ ଆପଣ ମାନଙ୍କୁ କହିଦେବାକୁ ଚାହୁଁଚୁ ଯେ ଏହି ଫଟୋ ଗୁଡ଼ିକ ରେ କୌଣସି ସତ୍ୟତା ନାହିଁ।କିଛି ଲୋକ ନିଜ ଲାଇକ ବଢ଼ାଇବା ପାଇଁ ଏଭଳି କରିଛନ୍ତି।
ସେମାନେ ସାନିଆ ମିର୍ଜା ଓ ମହମ୍ମଦ ଶାମି ଙ୍କ ଫଟୋ କୁ ଯୋଡି ଉଭୟ ଙ୍କ ବିବାହ ହୋଇଚି ବୋଲି କହିଥିଲେ।ତେବେ ଉଭୟ ଏବେ ଏକୁଟିଆ ରହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.