Movie prime

ଗର୍ଭବତୀ ସ୍ତ୍ରୀ କେମିତି ମଲା... ଦେଖିଲେ ଆପଣ ଙ୍କ ପାଦ ତଳୁ ଖସିଯିବ ମାଟି

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।
Special report
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି।ଜଣେ ମହିଳା ବାହା ହୋଇ ଶାଶୁଘର କୁ ଯାଇଥିଲେ।ଏବଂ ସେ ଖୁସିରେ ସ୍ବାମୀ ଙ୍କ ସହିତ ଘର ସଂସାର କରିବେ ବୋଲି ଭାବିଥିଲେ।
ହଠାତ୍ କଣ ହେଲା କେଜାଣି ମହିଳା ଜଣଙ୍କର ମୃ-ତ୍ୟୁ ହୋଇଛି।ସବୁଠାରୁ ବଡ଼ କଥା ହେଉଛି ଯେ ମହିଳା ଜଣଙ୍କ ଗ-ର୍ଭ-ବ-ତୀ ଥିଲେ।ମହିଳା ଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ୯ ତାରିଖ ଦିନ ସନ୍ଧ୍ୟା ବେଳେ ସେ ତାଙ୍କ ଭଉଣୀ ଙ୍କ ସହିତ କଥା ହୋଇଥିଲେ।
ସେ ତାଙ୍କ ଶାଶୁଘରେ ଭଲ ଅଛନ୍ତି ବୋଲି ଫୋନ ରେ କହିଥିଲେ।କିନ୍ତୁ ତା ପରଦିନ ସକାଳୁ ସକାଳୁ ଘର କୁ ଫୋନ ଯାଇଥିଲା ଯେ ତାଙ୍କ ଭଉଣୀ ଙ୍କ ର ମୃ-ତ୍ୟୁ ହୋଇଛି।
Special report
ଶାଶୁଘର ଲୋକେ କହିଛନ୍ତି ଯେ ମହିଳା ଜଣଙ୍କ ଦଉଡ଼ି ଦେଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ଏହାଶୁଣି ମହିଳାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।ବର୍ତମାନ ଝିଅର ମୃ-ତ୍ୟୁ ଖବର ଶୁଣିବା ପରେ
ମହିଳାଙ୍କ ମା ଘର ବାରଣ୍ଡା ରେ ବସି କାନ୍ଦୁଛନ୍ତି।ଆଉ ତାଙ୍କର ନ୍ୟାୟ ଦରକାର ବୋଲି କହିଛନ୍ତି।ଏବଂ ମୃ-ତ ମହିଳା ଙ୍କ ଭାଇ କହିଛନ୍ତି ଯେ ତାଙ୍କ ଶାଶୂଘର ଲୋକେ ମିଶି ତାଙ୍କ ଭଉଣୀ ଙ୍କୁ ଜୀବନ ରୁ ମାରୀ ଦେଇଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କୁ ତାଙ୍କ ସ୍ଵାମୀ କେତେ ଥର ମାଡ଼ ମାରିଛନ୍ତି।ଏହି ବିଷୟରେ ମହିଳା ଜଣଙ୍କ ଯେତେବେଳେ ତାଙ୍କ ଭାଇ ଙ୍କୁ କହିଥିଲେ ,ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଝଗଡ଼ା ହୁଏ ବୋଲି ଭାଇ ଜଣଙ୍କ କହିଥିଲେ।
ବର୍ତ୍ତମାନ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି ପୋଲିସ।ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ତାହା ଜଣା ପଡିନାହିଁ।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.