Movie prime

ଯେତେବେଳେ ସୁଟିଂ ସେଟ୍ ରେ ରେଖା ବଦଳାଉଥିଲେ ନିଜ ଡ୍ରେସ୍ ଅଚାନକ ପଛ ପଟୁ ଆସି ଦେଖି ଦେଇଥିଲେ ଶତ୍ରୁଘ୍ନ, ଆଉ ତାପରେ ଯାହା ହେଲା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର ଅଭିନେତ୍ରୀ ରେଖା ଙ୍କୁ ଭଲ ଭାବେ ଜାଣି ଥିବେ।ସେ ୯୦ ଦଶକ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ ଥିଲେ।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କ ମନ ଜିତି ନିଅନ୍ତି।
Special report
ଆଜି ମଧ୍ୟ ଲୋକେ ତାଙ୍କ ଅଭିନୟ କୁ ଖୁବ୍ ପ୍ରଶଂସା କରନ୍ତି।ତାଙ୍କୁ ଏବେ ୬୦ ବର୍ଷ ହୋଇ ଗଲାଣି।ହେଲେ ଏବେ ପର୍ଯ୍ୟନ୍ତ ତାଙ୍କ ସୁନ୍ଦରତା ଉପରେ ଟିକେ ବି ଫରକ୍ ପଡ଼ି ନାହିଁ।ଆଜି ମଧ୍ୟ କିଛି କିଛି ଫିଲ୍ମ ରେ ସେ ଅଭିନୟ କରୁଛନ୍ତି।ତାଙ୍କ ବିଷୟ ରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୁଏ।
ଅନ୍ୟ ପଟେ ଶତୃଘ୍ନ ସିହ୍ନା ଙ୍କୁ କିଏ ବା ନ ଜାଣେ।ଦିନ ଥିଲା ଯେତେବେଳେ ଶତୃଘ୍ନ ଓ ରେଖା ଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା।ଦୁହେଁ ଅନେକ ଫିଲ୍ମ ରେ ଏକାଠି ମିଶି କାମ କରିଥିଲେ।ତାଙ୍କର ଏକ ଫିଲ୍ମ ଥିଲା ଖୁନ ଭରି ମାଙ୍ଗ।ଯେଉଁଥିରେ ଦୂହିଁ ଙ୍କ ଭିତରେ ଖୁବ୍ ଝଗଡ଼ା ଲାଗିଥିଲା।
Special report
ଦୁହେଁ ପରସ୍ପର ସହିତ କେବେ ବି କଥା ନ ହେବା ପାଇଁ ପ୍ରତିଜ୍ଞା କଲେ।କୌଣସି ଏକ ଏକ କଥା କୁ ନେଇ ଝଗଡ଼ା ସୃଷ୍ଟି ହୋଇ ଥିଲା।ଶତୃଘ୍ନ ସିହ୍ନା ଙ୍କ କଥା କୁ ପସନ୍ଦ କରି ନ ଥିଲେ ରେଖା।ସେଥିପାଇଁ ସେ ଜାଣି କରି କଥା ହେଉ ନ ଥିଲା।
ସେମାନଙ୍କ ଏହି କଳି ଭିତରେ ଫସି ଯାଇଥିଲେ ନିର୍ଦ୍ଦେଶକ।ନିର୍ଦ୍ଦେଶକ ଓ ପ୍ରଯୋଜକ ମାନଙ୍କୁ ଏଥିରେ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଲା।ରେଖା ଅନେକ ବର୍ଷ ଧରି ତାଙ୍କ ସହିତ କଥା ହୋଇ ନ ଥିଲେ।
Special report
ଶେଷ ରେ ଏହି ବିବାଦ ର ସମାଧାନ କରିବାକୁ ଆଗେଇ ଆସି ଥିଲେ ଶତୃଘ୍ନ ସିହ୍ନା ଙ୍କ ପତ୍ନୀ ପୁନମ ସିହ୍ନା।ସେମାନେ ଯେଉଁ ପାର୍ଟି କୁ ଯାଉଥିଲେ ସେଠାରେ ମଧ୍ୟ କଥା ହେଉ ନ ଥିଲେ।ପରସ୍ପର କୁ ଅଣ ଦେଖା କରୁଥିଲେ ଦୁହେଁ।
ସେଥିପାଇଁ ପୁନମ୍ ସେ ଦୁହେଁ ଙ୍କୁ ବୁଝାଇ ବାକୁ ଚେଷ୍ଟା କଲେ।ଏହା ପରେ ଦୁହେଁ ଠିକ୍ ଭାବେ ବୁଝିଲେ।ପରସ୍ପର ସହିତ ଭଲ ରେ କଥା ହେଲେ।ଆପଣ ମାନେ ଜାଣି ଥିବେ ପୂର୍ବ ରୁ ରେଖା ଙ୍କର ଅମିତାଭ ବଚ୍ଚନ ଙ୍କ ସହିତ ଭଲ ସମ୍ପର୍କ ଥିଲା।କିନ୍ତୁ ଅମିତାଭ ବଚ୍ଚନ ଜୟା ଙ୍କୁ ବିବାହ କରିବା ପରେ ସବୁ କିଛି ବଦଳି ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.