Movie prime

ଧୁମ୍ ଧାମରେ ସରିଲା ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କ ରିସେପସନ ଦେଖନ୍ତୁ ଯୋଗ ଦେଇଥିଲେ କେଉଁ କେଉଁ କଳାକାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆଉ ଏହାସହ ଅଭିନେତା ଆଉ ଅଭିନେତ୍ରୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ଅଭିନୟ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ ।
ଅଭିନେତ୍ରୀ ଶ୍ରଦ୍ଧା ଅନେକ ଧାରାବାହିକରେ ଅଭିନୟ କରିଥିବା ବେଳେ କିଛି ଫିଲ୍ମ୍ ମଧ୍ୟ କରିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କ ବିଷୟରେ କିଛି କଥା ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ସବୁ କିଛି ଜାଣିବା ସହ ଅଭିନେତ୍ରୀ ଶ୍ରଦ୍ଧାଙ୍କ ବିବାହ ବିଷୟରେ କିଛି କଥା ଜାଣିପାରିବେ । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଭିନେତ୍ରୀ ଜଣକ ସନ୍ଦୀପଙ୍କୁ ବିବାହ କରିଛନ୍ତି । 
ଶ୍ରଦ୍ଧା ଏବଂ ସନ୍ଦୀପ ପରସ୍ପରକୁ ଭଲ ପାଉଥିଲେ । ଆଉ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ହେଉଛି ତାଙ୍କର ରିସେପସନ୍ । ଶ୍ରଦ୍ଧା ଆଉ ସନ୍ଦୀପଙ୍କ ରିସେପସନ୍ ପାର୍ଟିରେ ଓଲିଉଡ ଜଗତର ଅନେକ କଳାକାର ଯୋଗ ଦେଇଥିଲେ ।
Special report
ବହୁତ ଆଡ଼ମ୍ବରରେ ଏହି ରିସେପସନ୍ ପାର୍ଟି ହୋଇଥିଲା । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଖୁବ୍ କମ୍ ସମୟରେ ଲୋକଙ୍କ ଭଲପାଇବା ପାଇଥିଲେ । ଅଭିନେତ୍ରୀ ଶ୍ରଦ୍ଧା ତାଙ୍କ ରିସେପସନ୍ ପାର୍ଟିରେ ବହୁତ ସୁନ୍ଦର ଦେଖା ଯାଉଥିଲେ ।
ଅଭିନେତ୍ରୀ ଶ୍ରଦ୍ଧା ସନ୍ଦୀପଙ୍କୁ ଭଲ ପାଉଥିବା ଖବର ସେ ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଅଭିନେତ୍ରୀ ଶ୍ରଦ୍ଧା ଆଉ ସନ୍ଦୀପ ରିଲେସନସିପରେ ଥିଲେ । ଆଉ ହଠାତ୍ ଏଭଳି ସେମାନେ ବିବାହ କରିବେ ବୋଲି କିଏ ବା ଜାଣିଥିଲା ।
ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଓଲିଉଡ ଜଗତର କଳାକାରମାନେ ରିସେପସନ୍ ପାର୍ଟିରେ ଯୋଗ ଦେଇ ଉଭୟଙ୍କୁ ଶୁଭକାମନା ଜଣାଇବା ସହ ଅନେକ ଖୁସି ଅଛନ୍ତି ବୋଲି ଜଣାପଡିଛି । ଏବେ ଏହି ଖବର ଚର୍ଚ୍ଚା ହେଉଛି।