Movie prime

ଶ୍ରେୟସ ତଳପଡେ କହିଲେ..ସେ କୋଭିଡ ଟିକା ପାଇଁ ମତେ ହୃଦଘାତ୍‌ ହେଲା..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗରୁ ସବୁକିଛି ଠିକ ଥିଲା ହେଲେ କୋଭିଡ ଟୀକା ପରେ ସବୁକିଛି ବଦଳି ଗଲା। କୋଭିଡ ଟୀକା ଯୋଗୁଁ ହିଁ ଅଭିନେତା ଙ୍କୁ ଆସିଥିଲା ହାର୍ଟ ଆଟେକ। ସେ ସି-ଗା-ରେ-ଟ କି ତ-ମା-ଖୁ ମଧ୍ୟ ଖାଉ ନଥିଲେ।
ତଥାପି ତାଙ୍କୁ ହାର୍ଟ ଆଟେକ ଆସିଥିଲା।କୋଭିଡ ଟୀକା ର ଭୟଙ୍କର ପରିଣାମ ଏଭଳି ଏବେ ଦେଖିବାକୁ ମିଳୁଛି। କଷ୍ଟରେ ଓ ଯନ୍ତ୍ରଣାରେ କହୁଛନ୍ତି ବଲିଉଡ ଅଭିନେତା ଶ୍ରେୟାସ ତଲପଡେ।
Hh
ସେ ଏବେ କହୁଛନ୍ତି କି କାହିଁକି ସେ ଏହି କୋଭିଡ ଟୀକା ନେଉଥିଲେ। ଏହି ଟିକା ଯୋଗୁଁ ହିଁ ତାଙ୍କର ହାର୍ଟ ଆଟେକ୍ ଆସିଛି। ଏବେ ସାରା ଦୁନିଆରେ ଏହି କୋଭିଡ ଭ୍ୟାକ୍ସିନ୍ କୋଭିସିଲ୍ଡ କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଏହାର କ୍ଷତିକାରକ ପାର୍ଶ୍ଵ ପ୍ରତିକ୍ରିୟା ରେ ଏବେ ଚାଲି ଯାଉଛି ଜୀବନ। ବଲିଉଡ ର ଏହି ତାରକା ଙ୍କୁ କିଛି ମାସ ପୂର୍ବରୁ ହିଁ ଆସିଥିଲା ହାର୍ଟ ଆଟେକ୍। ଏହାପରେ ସେ ଚିନ୍ତିତ ମଧ୍ୟ ହୋଇ ପଡିଥିଲେ।
କାରଣ ଆଗରୁ ତାଙ୍କର କୌଣସି ପ୍ରକାରର ବଦ ଅଭ୍ୟାସ ନଥିଲା। ଏଭଳି କି ସେ କୌଣସି ନିଶା ଦ୍ରବ୍ୟ ମଧ୍ୟ ସେବନ କରୁ ନଥିଲେ। ତଥାପି ତାଙ୍କୁ କେମିତି ହାର୍ଟ ଆଟେକ୍ ଆସିଲା ସେ ନେଇ ସେ ଏବେ ଚିନ୍ତିତ ହୋଇ ପଡିଛନ୍ତି।
Bb
ଏବେ ସେ କୋଭିଡ ଭ୍ୟାକ୍ସିନ ର ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ଜାଣିବା ପରେ ସେ ଜାଣି ଯାଇଥିଲେ କି ଏହି ଟୀକା ର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ହିଁ ତାଙ୍କର ଏହି ହାର୍ଟ ରୋଗ ବାହାରିଛି ବୋଲି।
ଏହାର ପାର୍ଶ୍ଵ ପ୍ରତିକ୍ରିୟା ରେ ଶରୀର ଭିତରେ ରକ୍ତର ଜମାଟ ବାନ୍ଧି ଥାଏ। ଏହା ପରେ ପରେ ମଧ୍ୟ ଆସିଥାଏ ହାର୍ଟ ଆଟେକ୍ ଏଭଳି ଭାବରେ ଅନେକ ଲୋକ ମାନଙ୍କ ଜୀବନ ଚାଲି ଗଲାଣି ବୋଲି ଚର୍ଚ୍ଚା ହେଉଛି।
ହେଲେ ଏହି ଖବର ରେ କେତେ ମାତ୍ରାରେ ସତ୍ୟତା ଅଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇ ପାରୁ ନାହିଁ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଏହା କେତେଦୂର ସତ ବୋଲି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.