ଶୁଭମନ ସାରା ଙ୍କୁ କହିଲେ ମତେ ଯଦି ବାହା ହେବୁ ତ ସଚିନ ଙ୍କୁ କହିବୁ ମତେ ଗୋଟେ ବୁଲେଟ ଗାଡ଼ି ଯୌତୁକ ରେ ଦେବେ
Oct 28, 2023, 11:10 IST

ନମସ୍କାର ପାଠକ ବନ୍ଧୁ।ଭାରତୀୟ କ୍ରିକେଟ ଦଳ ର ଭଲ ଖେଳାଳି ଭାବେ ଜଣା ଶୁଣା ଥିବା ଶୁଭମନ ଗିଲ ଙ୍କ ବିଷୟରେ ଆସିଛି ଏକ ବଡ ଖବର।ଆପଣ ମାନେ ସମସ୍ତେ ଶୁଭମନ ଗିଲ ଙ୍କୁ ଭଲ ଭାବେ ଜାଣି ଥିବେ।

ସେ ଏବେ ଭାରତୀୟ ଦଳ ର ଜଣେ ଆଗ ଧାଡ଼ି ର ବ୍ୟାଟ୍ସ ମ୍ୟାନ। ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ସେ ତାଙ୍କ ଖେଳ ପାଇଁ ଏବେ ସାରା ଦେଶ ରେ ପରିଚିତ।ତାଙ୍କ ପ୍ରଶଂସକ ମାନେ ଆଗକୁ ହେବାକୁ ଥିବା ବିଶ୍ୱକପ୍ ରେ ସେ ଭଲ ଖେଳିବେ ବୋଲି ଆଶା କରା ଯାଉଛି।
ତାଙ୍କ ବିଷୟ ରେ ସବୁବେଳେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଇ ଥାଏ।ନିକଟ ରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉ ଥିଲା।ଯାହାକୁ ନେଇ ସେ ବହୁ ଚର୍ଚ୍ଚା ରେ ରହିଲେ।
ଆପଣ ମାନେ ସମସ୍ତେ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ଓ ଶୁଭମନ ଗିଲ ଙ୍କ ମଧ୍ୟ ରେ ପ୍ରେମ ସଂପର୍କ ରହିଛି ବୋଲି ଶୁଣି ଥିବେ।ଉଭୟ ପରସ୍ପର କୁ ଅନେକ ଦିନ ହେଲାଣି ଡେଟ କରୁଛନ୍ତି ବୋଲି ଖବର ପ୍ରସାରିତ ହେଉଛି।
ଏବେ ଏକ ଭିଡିଓ ଭାଇରାଲ ହେଉଛି।ସେହି ଭିଡିଓ ଟି ହେଉଛି ସାରା ତେନ୍ଦୁଲକର ଓ ଶୁଭମନ ଗିଲ ଏକ ରୁମ୍ ଭିତରେ ଏକାଠି ରହିଥିଲେ।ଉଭୟ ଏକ ଫଟୋ ଉଠାଇ ଥିଲେ।ଯେଉଁଥିରେ ଶୁଭମନ ଗିଲ ବସିଥିବା ବେଳେ ପଛ ପଟୁ ତାଙ୍କୁ କୁଣ୍ଢାଇ ଧରି ଥିଲେ ସାରା ତେନ୍ଦୁଲକର।

ଏଥିରୁ ଜଣା ପଡୁଛି ଯେ ଉଭୟ ପରସ୍ପର କୁ ଖୁବ୍ ଭଲ ପାଉଛନ୍ତି।ବିବାହ କରିବାର ମଧ୍ୟ ନିଷ୍ପତି ନେଇଛନ୍ତି।ହେଲେ ଏହି ଭିଡିଓ ଟି ଭାଇରାଲ ହେଲା ପରେ ତାଙ୍କ ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
କିନ୍ତୁ ଆମେ ଏହି ଫଟୋ ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ।ସୂଚନା ଅନୁସାରେ ଏହି ଫଟୋ ଓ ଭିଡିଓ ଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ମିଛ।
କେହି ଜଣେ ଏହା କୁ ଏଡିଟ କରି ସାରା ଓ ଶୁଭମନ ଙ୍କ ଫଟୋ କୁ ଲଗାଇ ଦେଇଛି।ଏବେ ଯାଏଁ ଉଭୟ ଙ୍କ ମଧ୍ୟ ରୁ ଜଣେ ହେଲେ ବି ନିଜ ପ୍ରେମ ସଂପର୍କ ବିଷୟ ରେ ସୋସିଆଲ ମିଡ଼ିଆ ରେ ପ୍ରକାଶ କରି ନାହାନ୍ତି।