Movie prime

ଶିଖ ମାନଙ୍କ ସହ ଇନ୍ଦିରା କରିଥିଲେ ୫୦ ବର୍ଷ ଆଗରୁ ଅନ୍ୟାୟ ଆଉ ଏବେ ରାହୁଲ କରୁଛନ୍ତି ପଶ୍ଚତାପ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ରାହୁଲ ଗାନ୍ଧୀ ଦେଶ ର ବିଭିନ୍ନ ସ୍ଥାନ କୁ ଗ୍ରସ୍ତ କରି ଲୋକ ଙ୍କ ସୁଖ ସୁବିଧା ବୁଝୁଛନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣି ଥିବେ।ନିକଟରେ ସେ ପଞ୍ଜାବ ର ଅମୃତସର ନିକଟ ରେ ଥିବା ସ୍ଵର୍ଣ୍ଣ ମନ୍ଦିର କୁ ଯାଇଥିଲେ।
Special report
ସେଠାରେ ସେ ଭଗବାନ ଙ୍କୁ ଦର୍ଶନ କରିଥିଲେ।ଓ ଲୋକ ଙ୍କ ଜୋତା ଗୁଡ଼ିକୁ ସାଇଜ କରି ରଖି ଥିଲେ।ଏହା ପରେ ସେ ମହିଳା ମାନଙ୍କ ସହିତ ମିଶି ପରିବା କାଟି ଥିଲେ।ଓ ବିଭିନ୍ନ ବିଷୟରେ ଆଳାପ ଆଲୋଚନା କରିଥିଲେ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଇଥିଲା।
ଗାନ୍ଧୀ ପରିବାର ରେ ପ୍ରଥମ କରି ଏଭଳି ଦେଖିବାକୁ ମିଳିଛି।ଏହା ପୂର୍ବ ରୁ ୧୯୮୪ ରେ ଶିଖ ମାନଙ୍କ ର ଗାନ୍ଧୀ ପରିବାର ପ୍ରତି ଘୃଣା ଭାବ ରହିଥିଲା।ସ୍ବର୍ଗତ ରାଜୀବ ଗାନ୍ଧୀ ସେ ସମୟ ରେ ଶିଖ ମାନଙ୍କ ପାଇଁ ଏକ ବିବୃତି ଦେଇଥିଲେ।
ଯାହା ଫଳ ରେ ସେହି ଦିନ ଠାରୁ ରାଜୀବ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀ ଙ୍କୁ ନେଇ ଶିଖ ମାନଙ୍କର ବିରୋଧ ଭାବ ରହିଥିଲା।କିନ୍ତୁ ଏବେ ଏହି ଭାବ କୁ ଦୂର କରିବା ପାଇଁ ରାହୁଲ ଗାନ୍ଧୀ ଚେଷ୍ଟା କରିଛନ୍ତି।ସେ ଅମୃତସର ଗ୍ରସ୍ତ କରି ସେଠାରେ ଶିଖ ମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ।
Special report
କିଭଳି ଭାବେ ସେମାନଙ୍କ ଉନ୍ନତି ହୋଇ ପାରିବ ସେ ବିଷୟ ରେ ସେମାନେ କଥା ହୋଇ ଥିଲେ।ସେ ଏକ ସଭା ରେ ଭାଷଣ ଦେଇ କହିଥିଲେ କି ୧୯୮୪ ମସିହା ରେ ତାଙ୍କ ପିତା ଓ ଜେଜେମା ଙ୍କ ବିବୃତି କୁ ନେଇ ଭୁଲ ବୋଲି ଦର୍ଶା ଯାଇଥିଲା।
କିନ୍ତୁ ତାଙ୍କ ବିବୃତି କିଛି ଭୁଲ ନ ଥିଲା।କିଛି ରାଜନୈତିକ ଦଳ ଏହାକୁ ଭୁଲ କରି ଲୋକ ଙ୍କ ପାଖରେ ଦର୍ଶାଇ ଥିଲେ।ଯାହା ଫଳ ରେ ଶିଖ ମାନେ ଗାନ୍ଧୀ ପରିବାର କୁ ନିନ୍ଦା କରିବା ଆରମ୍ଭ କରିଥିଲେ।
ତାଙ୍କ ମନ ରେ ଶିଖ ମାନଙ୍କ ପ୍ରତି ଖୁବ୍ ଭଲ ପାଇବା ରହିଛି ବୋଲି ସେ କହିଥିଲେ।ସେ ସମସ୍ତଙ୍କୁ ଭଲ ପାଆନ୍ତି।କେହି ତାଙ୍କ ପାଇଁ ଖରାପ ନୁହନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.