Movie prime

ଶେଷ ରେ ମୁଁହ ଖୋଲିଲେ ସୀମା ହାଇଦର, କହିଲେ ମୋ ପାକିସ୍ତାନୀ ସ୍ଵାମୀ ମତେ ୪ ଟା ପିଲା ଦେଲା ଏବେ ହିନ୍ଦୁସ୍ତାନୀ ସ୍ଵାମୀ ମତେ କେତେ ପିଲା ଦେବ କେଜାଣି

 
Special report
ନମସ୍କାର ପାଠକ ବନ୍ଧୁ।ଭାରତ ରେ ବର୍ତ୍ତମାନ ସମୟରେ ସୀମା ହୈଦର୍ ଓ ସଚିନ୍ ଙ୍କ ପ୍ରେମ କାହାଣୀ କୁ ନେଇ ସୋସିଆଲ୍ ମିଡ଼ିଆରେ ଅନେକ ଚର୍ଚ୍ଚା ହେଉଛି।ଉଭୟ ବୈଦିକ ରୀତିନିତି ଅନୁସାରେ ବିବାହ ମଧ୍ୟ କରି ସାରିଲେଣି।
Special report
ସୁଚନା ଅନୁସାରେ ସିମା ଗତ କିଛି ଦିନ ତଳେ ନେପାଳ ରାସ୍ତା ଦେଇ ଭାରତ ରେ ପ୍ରବେଶ କରିଥିଲେ।ଏହା ପରେ ସେ ନୋଏଡ଼ା ସ୍ଥିତ ରବିପୁରା ଗାଁ ରେ ସିମା ସଚିନ୍ ଓ ତାଙ୍କ ଚାରି ପିଲା ରହୁଛନ୍ତି।ସିମା ଓ ସଚିନ୍ ଙ୍କର ଗତ କିଛି ଦିନ ତଳେ ପବଜି ମାଧ୍ୟମ ରେ ଦେଖା ହୋଇ ଥିଲା।ସେମାନେ କିଛି ଦିନ ସେମିତି କଥା ହୋଇ ଥିଲେ।ଏହା ପରେ ସେମାନେ ପରସ୍ପର କୁ ପ୍ରେମ କରିବା ଆରମ୍ଭ କଲେ।
Special report
ସୁଚନା ଅନୁସାରେ ସିମା ଆଗରୁ ବିବାହିତ ଥିଲେ।ତାଙ୍କ ସ୍ଵାମି ସାଉଦି ଆରବ୍ ରେ ରହି କାମ କରନ୍ତି।ତାଙ୍କର ଚାରି ପିଲା ମଧ୍ୟ ଅଛନ୍ତି।ହଟାତ ଦିନେ ତାଙ୍କ ସ୍ଵାମି ଫୋନ କରି କହିଲେ ଛାଡ ପତ୍ର କଥା।ସେହି ଦିନ ଠାରୁ ସେମାନେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଗଲେ।
ସଚିନ୍ ଙ୍କ ସହିତ ସୀମା ଙ୍କ ଏହି କିଛି ଦିନ ତଳେ ପବଜି ରେ ଦେଖା ହୋଇଥିଲା।ଏହା ପରେ ସୀମା ଚାଲି ଆସିଥିଲେ ଭାରତ କୁ।ନେପାଳ ରାସ୍ତା ଦେଇ ନିଜ ଚାରି ପିଲା ଙ୍କ ସହିତ ସେ ଭାରତ ରେ ପ୍ରବେଶ କଲେ।ଓ ସଚିନ୍ ସହିତ ସେ ରବୁପୁରା ଗାଁ ରେ ଏବେ ଭଡା ଘର ନେଇ ରହୁଛନ୍ତି।
Special report
ସୀମା ଙ୍କ ପିଲା ଦିନ ର ସାଙ୍ଗ ଘଟଣା ସମ୍ପର୍କ ରେ କିଛି ସୁଚନା ଦେଇଛନ୍ତି।ସେ କହିଛନ୍ତି କି ସେ ସିମା ଙ୍କୁ ଛୋଟ ବେଳୁ ଜାଣିଚି।ସେ ସଚିନ୍ ଙ୍କୁ ଧୋକା ଦେଉଛି।ତାର ଅନେକ ପୁରୁଷ ଙ୍କ ସହିତ ସମ୍ପର୍କ ରହିଛି।ସେ କେବଳ ଭାରତ କି ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ଯାଇଛି।
ଏଇଟା ତାର ବହୁତ ଦିନ ର ଆଶା ଥିଲା।ଯେଉଥି ପାଇଁ ସେ ସଚିନ୍ କୁ ନିଜ ପ୍ରେମ ଜାଲ୍ ରେ ଫସାଇଛି।ଆମେ ତାଙ୍କୁ ବହୁତ ଭଲ ରେ ଜାଣିଚୁ ସେ ବହୁତ ଲୋଭି ସ୍ତ୍ରୀ ଲୋକ।ନିଜ ଇଚ୍ଛା ପୂରଣ ପାଇଁ ସେ କାହାକୁ ବି ନିଜ ଜାଲ୍ ରେ ଫସାଇ ଦେବ।
Special report
ସେହିପରି ସିମା ଙ୍କ ର ଆଉ ଜଣେ ବନ୍ଧୁ କହିଛନ୍ତି କି ସେ ହେଇଛନ୍ତି ସୀମା ଙ୍କର ପୁରୁଣା ପ୍ରେମିକ।ସେ ସୀମା ଙ୍କୁ ଭଲ ଭାବେ ଜାଣିଚି।ସେ ସଚିନ୍ କୁ ଧୋକା ଦେଉଚି।ତାର ଇଚ୍ଚା ହେଉଛି ସେ ଭାରତ ରେ ବିଶ୍ୱକପ ମ୍ୟାଚ ଦେଖିବ।
ଏହା ସରିଗଲେ ସେ ପାକିସ୍ଥାନ୍ ଫେରି ଆସିବ।ସୀମା ଓ ସଚିନ ଙ୍କ କେସ୍ କୁ ନେଇ ପୋଲିସ୍ ଜୋର ସୋର ରେ ନିଜ ଜାଞ୍ଚ୍ ଜାରି ରଖିଛି।ସେ କାହିଁକି ଭାରତ କୁ ଆସିଛନ୍ତି ଏ ବିଷୟ ରେ ବହୁତ ଜଲଦି ଜଣା ପଡିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.