Movie prime

ଅଚାନକ ଗର୍ଭବତୀ ହେଲା ସୀମା, ୪-୪ ଟା ଛୁଆ ପରେ ଏବେ ସଚିନ ପାଖରୁ ଆଉ ଗୋଟେ ପିଲା ର ମା ହେଲା ସୀମା.. ଗଲା ମେଡିକାଲ୍

 
Special report
ନମସ୍କାର ପାଠକ ବନ୍ଧୁ।ସାରା ଦେଶ ରେ ଏବେ ସୀମା ହାଇଦର ଓ ସଚିନ ଙ୍କୁ ବେଶ୍ ଚର୍ଚ୍ଚା ଚାଲିଛି।ନିଜ ପ୍ରେମ କୁ ପାଇବା ପାଇଁ ସୀମା ପାକିସ୍ଥାନ ରୁ ଭାରତ କୁ ଆସିଚି।ଏହା ସମସ୍ତ ଙ୍କ ସାମନା କୁ ଆସିବା ପରେ ଦେଶ ରେ ଜୋର୍ ଦାର ଚର୍ଚ୍ଚା ଚାଲିଛି।
Special report
ଅନେକ ମତ ଦେଇଛନ୍ତି ଯେ ସୀମା ଙ୍କୁ ତାଙ୍କ ଦେଶ କୁ ଫେରାଇ ଦେବା ଉଚିତ୍।ସେ ଜଣେ ପାକିସ୍ଥାନୀ ଜାଶୁସ ହୋଇ ଥାଇ ପାରନ୍ତି।ତାଙ୍କ ରଖିବା ଦେଶ ପାଇଁ ବିପଦ।ବର୍ତ୍ତମାନ ସମୟରେ ସୀମା ଓ ସଚିନ ଉଭୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛନ୍ତି।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ସୀମା ନିଜ ୪ ପିଲା ଙ୍କ ସହିତ କୌଣସି ପରିଚୟ ପତ୍ର ନ ଥାଇ ନେପାଳ ଦେଇ ଭାରତ ରେ ପ୍ରବେଶ କରି ଥିଲେ।ନେପାଳ ର ଏକ ହୋଟେଲ ରେ ସଚିନ ଓ ସୀମା ରହିଥିଲେ।
Special report
ପରେ ସେମାନେ ଏକ ମନ୍ଦିର କୁ ଯାଇ ବିବାହ କରି ଥିଲେ।ସଚିନ ହେଉଛନ୍ତି ଉତ୍ତରପ୍ରଦେଶ ର ନୋଇଦା ଅଞ୍ଚଳ ର ।ତାଙ୍କର ପବଜି ଖେଳୁ ଥିବା ସମୟ ରେ ସୀମା ଙ୍କ ସହିତ ଦେଖା ହୋଇ ଥିଲା।କିଛି ଦିନ କଥା ହେବା ପରେ ସେମାନେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।
Special report
ସୀମା ଙ୍କ କହିବା ଅନୁସାରେ ସୀମା ଙ୍କ ପୂର୍ବତନ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇ ସାରିଛନ୍ତି।ହେଲେ ତାଙ୍କ ସ୍ଵାମୀ ଏ କଥା କୁ ମିଛ ବୋଲି ଦର୍ଶାଇ ଛନ୍ତି।ଉତ୍ତରପ୍ରଦେଶ ର ଏନ୍ ଟି ଏସ ପୋଲିସ ଦ୍ବାରା ସୀମା ଓ ସଚିନ ଙ୍କୁ ଜେରା କରା ଯାଇଛି।
ଅନେକ ପ୍ରଶ୍ନ ପଚରା ଯାଇଚି।ବର୍ତ୍ତମାନ ସମୟ ରେ ସୀମା ଓ ସଚିନ ଙ୍କ ଦେହ ବହୁତ ଖରାପ ହୋଇ ଯାଇଛି।ତାଙ୍କୁ ଗ୍ଲୁକୋଜ ପାଣି ପିଇବାକୁ ଦିଆ ଯାଇଛି।
ସେଥିପାଇଁ ସେ ନିଉଜ୍ ରିପୋଟର ମାନଙ୍କୁ କୌଣସି କଥା କହି ନାହାନ୍ତି। ଶୁଣା ଯାଉଚି ଯେ ଖୁବ୍ ଶୀଘ୍ର ସୀମା ଓ ତାଙ୍କ ଚାରି ପିଲା ଙ୍କୁ ଦେଶ ରୁ ବାହାର କରି ଦିଆ ଯିବ।କିନ୍ତୁ ସୀମା କହିଛନ୍ତି ମୁଁ ଏ ଦେଶ ଛାଡି ଯିବି ନାହିଁ।ମୁ ସେଠାକୁ ଗଲେ ମୋତେ ମାରି ଦେବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.