Movie prime

ଭାରତ ଚୀନ ସୀମାରେ ଆମେରିକା ( Usa) ଆଗାମୀ ଯୁଦ୍ଧ ପାଇଁ କେମିତି ଅଛି ପରିସ୍ଥିତି ଦେଖନ୍ତୁ Live

 
Special report
ଭାରତ ଚୀନ ସୀମାରେ ଆମେରିକା । ଚୀନ୍ ବିରୋଧରେ ଏକାଠି ୧୪ ଦେଶ। ଚୀନ୍ ତାଇୱାନ ଭିତରେ LAC re ଯୁଦ୍ଧଭ୍ୟାସ କରିବେ ଭାରତ ଓ ଆମେରିକା। ଚୀନ୍ ବିରୋଧରେ ଏକାଠି ହୋଇଛନ୍ତି ୧୪ ଟି ଦେଶ ଜାଣନ୍ତୁ କାହିଁକି, ଚୀନ ତାଇୱାନ ମଧ୍ୟରେ ଜାରି ରହିଛି ଉତ୍ତେଜନା। ଚୀନ୍ ସହ ବଢୁଥିବା ବିବାଦ ଭିତରେ ଆମେରିକା ଏବଂ ଅନ୍ୟ ଦେଶ ମଧ୍ୟ ଏକାଠି ହୋଇ ଆରମ୍ଭ କରିଛନ୍ତି ସମରଭ୍ୟାସ।
ଚୀନ ର ଧମକ ଦେବା ପରେବି ଆମେରିକା ବାଚସ୍ପତି ନନ୍ସି ପଲାନ୍ସି ଙ୍କ ତାଇୱାନ ଗ୍ରସ୍ତ ଏହି ବିବାଦ କୁ ଆହୁରି ଉଗ୍ର କରି ଦେଇଛି । ୨ ଦେଶ ତାଇୱାନ ଚାରିପଟେ କରି ଦେଇଛନ୍ତି ସମ ର ଶଯ୍ୟା । କୌଣସି ମୁହୂର୍ତ୍ତ ରେ ହୋଇପାରେ ଘମାଘୋଟ ଯୁଦ୍ଧ। ତେବେ ଏହି ବିବାଦ ମଧ୍ୟ ରେ ଚୀନ୍ ସୀମାରେ ଯୁଧ୍ୟାଭ୍ୟାସ୍ କରିବାକୁ ଯାଉଛି ଭାରତ ଓ ଆମେରିକା।
ଏବେ ଏହା ଭାରତ ଓ ଆମେରିକା ମଧ୍ୟ ରେ ୧୮ ତମ ଯୁଧ୍ୟାଭ୍ୟାସ ହେବ। ପ୍ରତି ରକ୍ଷା ବିଭାଗ ର ରିପୋର୍ଟ ଅନୁସାରେ ଅକ୍ଟୋବର ୧୪ ରୁ ୩୧ ମଧ୍ୟରେ ଉଭୟ ଦେଶ ରେ ହେବା ଈର୍ଷାରଭ୍ୟାସ । ଏହି ଯୁଧ୍ୟାଭ୍ୟାସ ୧ ବର୍ଷ ଆମେରିକାରେ ରେ ହୋଇଥିବା ବେଳେ ଆଉ ଗୋଟେ ବର୍ଷ ଭାରତ ହୋଇଥାଏ। ତେବେ ଚଳିତ ବର୍ଷ ଏହା ଚୀନ୍ ଓ ଭାରତ ସୀମା LAC ରେ ହେବ। 
ଉଭୟ ଦେଶର ସେନଙ୍କ ମଧ୍ୟରେ କିପରି ସହଯୋଗ ଭଲ ସମ୍ପର୍କ ଓ ସହଯୋଗ ରହିବ ତାହା ଏହି ଯୁଧ୍ୟାଭ୍ୟାସ ର ଉଦ୍ଦେଶ୍ୟ। ଗତ କିଛି ବର୍ଷ ଧରି ଉଭୟ ଦେଶର ପ୍ରତିରକ୍ଷା ସମ୍ପର୍କ ମଜବୁତ ହୋଇଛି। ୨୦୧୬ ରୁ ଆମେରିକାକୁ ଭାରତ କୁ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ନାମିତ କରିଥିଲା। କିଛି ବର୍ଷ ଧରି ଭାରତ ଆମେରିକା ଠାରୁ ଅନେକ ପ୍ରତିରକ୍ଷା ସାମଗ୍ରୀ ପ୍ରୟାଗ କରିଛି।