Movie prime

ସ୍ତ୍ରୀ ର ବଢ଼ିଲେ ଫୋଲେଓର୍ସ ରାଗିକି ହ-ତ୍ୟା କରିଦେଲା ସ୍ଵାମୀ ଦେଖନ୍ତୁ ଘଟିଲା ଲଜ୍ୟା ଜନକ କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି।
Special report
କେଉଁଠି ଚୋ-ରି , ଡ-କା-ୟ-ତି, ହ-ତ୍ୟା , ବ-ଳା-ତ୍କା-ର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତୀତ ବତ୍ତମାନ ପାରିବାରିକ କଳହ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହାକୁ ନେଇ ଲୋକ ମାନେ ଅନେକ ଚାପ ଆଡ଼କୁ ଗତି କରୁଛନ୍ତି। 
ଅନେକ ଅଛନ୍ତି ଯେଉଁ ମାନେ କି ସମସ୍ୟାକୁ ସମାଧାନ କରିନପାରି ଆ-ତ୍ମ-ହ-ତ୍ୟା ଭଳି ଖୁବ ସହଜ ବାଟ ଆପଣେଉଛନ୍ତି। ଆଉ କେତେକ କାହାର ଜୀବନ ନେବା ପାଇଁ ମଧ୍ୟ ପଛଉନାହାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି।
Special report
ତେବେ ବନ୍ଧୁଗଣ ଇନଷ୍ଟାଗ୍ରାମ ଫଲୋୟର୍ସ ବଢିବାକୁ ନେଇ ସ୍ୱାମୀର ଇର୍ଷା। ସ୍ତ୍ରୀକୁ ତଣ୍ଟି ଚିପି ହ-ତ୍ୟା କଲା ସ୍ୱାମୀ। ୧୫ ବର୍ଷ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ ୩୭ ବର୍ଷୀୟ ବ୍ୟବସାୟୀ ଜଣକ କାର ଭିତରେ ପିଲାଙ୍କ ସାମ୍ନାରେ ହ-ତ୍ୟା କରିଥିବା ପୋଲିସ ସୂଚନା ଦେଇଛି । 
ହ-ତ୍ୟା କରିବାର ମୂଳ କାରଣ ଇନ୍‌ଷ୍ଟାଗ୍ରାମ୍‌ ବୋଲି ଜଣାପଡିଛି। ସ୍ତ୍ରୀ ଗୃହିଣୀ ହୋଇଥିବା ବେଳେ ଅ-ଭି-ଯୁ-କ୍ତ ସ୍ବାମୀ 'ଟୁର୍‌ ଓ ଟ୍ରାଭେଲ୍‌ ଏଜେନ୍‌ସି’ ବ୍ୟବସାୟ କରୁଥିଲେ। ସେମାନେ ଲକ୍ଷ୍ନୌ ଅନ୍ତର୍ଗତ ପାରା ଅଞ୍ଚଳରେ ବାସ କରନ୍ତି। ‘ଏସ୍‌ୟୁଭି’ରେ ସେମାନେ ରାଏ ବରେଲି ବାହାରିଥିଲେ।
Special report
କିନ୍ତୁ, ସ୍ତ୍ରୀ’ଙ୍କୁ ହ-ତ୍ୟା କରିବା ପାଇଁ ସେ ରାସ୍ତା ବଦଳାଇ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେକୁ ଆସିଥିଲେ। ତେବେ ବନ୍ଧୁଗଣ ମୃ-ତ ମହିଳାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟକୁ ପୋଲିସ ଯାଞ୍ଚ କରିଛି। ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ମହିଳାଜଣକ ତାଙ୍କ ସ୍ବାମୀଙ୍କୁ ମଧ୍ୟ ବ୍ଲକ୍‌ କରି ଦେଇଥିଲେ।
ଯାହା ଦ୍ୱାରା ସନ୍ଦେହ ଯୋଗୁଁ ପରିଶେଷରେ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା କଥା ପୁଲିସ କହିଛି। ସ୍ବାମୀଙ୍କର ସନ୍ଦେହ ହୋଇଥିଲା ଯେ, ତାଙ୍କ ଅନୁପସ୍ଥିତିରେ କେତେକ ଫଲୋୟର୍ସ ତାଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ଘରକୁ ଆସୁଛନ୍ତି।
ଏଥିଯୋଗୁଁ ଦୁହିଁଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା। ତେବେ ପୋଲିସ ଅ-ଭି-ଯୁ-କ୍ତ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।