Movie prime

5T ପଦରୁ ବାହାରିଗଲେ କି ପାଣ୍ତିଆନ ଉଡୁଛି କିଛି ଭିତିରିଆ ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ 5T ସଚିବ ଭିକେ ପାଣ୍ଡିଆନ ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ତାଙ୍କୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିବା ରେ ଲାଗିଛି।
ଏବେ ପ୍ରଶ୍ନ ଉଠିଛି କି ବିଜେଡ଼ି ର ମୋଷ୍ଟ ପାୱାର ଫୁଲ ନେତା ପାଣ୍ଡିଆନ ଙ୍କ ପାୱାର କମିଗଲା କି? ଓଡ଼ିଶା ବିଜେପି ଟ୍ୱୀଟ କରି କହିଛି କି 5T ନାମରେ କ୍ଷମତା ମାଡି ବସିଥିଲେ ପାଣ୍ଡିଆନ। ଏହି ଦଖଲକୁ ଶେଷରେ ବେଆଇନ ଦର୍ଶାଇ ଥିଲେ ମାନ୍ୟବର ନିର୍ବାଚନ କମିଶନର - ବିଜେପି।
Vh
ରାଜନୀତି କରୁଥିବା ପାଣ୍ଡିଆନ କେମିତି ସିଏମଓ ରେ କାମ କରୁଛନ୍ତି ସେ ନେଇ ଆପତ୍ତି କରିଥିଲା ବିଜେପି। ବିଜେପି ର ଅଭିଯୋଗ ପରେ ସିଏମଓ ୱେବ୍ ସାଇଟ୍ ରୁ ହଟିଲା ପାଣ୍ଡିଆନ ଙ୍କ ନାମ।
5T ପଦ ଓ ଏହାର ଅଧ୍ୟକ୍ଷ ଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ପ୍ରଥମେ 5T ସଚିବ ଓ ତାପରେ 5T ଅଧକ୍ଷ ଭାବରେ ଉପସ୍ଥାପିତ ହୋଇଥିଲେ ବିଜୁ ପଟ୍ଟନାୟକ। ଏହାପରେ ଏହାକୁ ନେଇ ବିଜପି ପ୍ରଶ୍ନ ଉଠାଇ ଥିଲା।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ୱେବ୍ ସାଇଟ୍ ରେ ଜଣେ ଅଫିସରେ ପାଣ୍ଡିଆନ ଙ୍କ ନାମ ଜଣେ ଅଫିସର୍ ଭାବରେ ରହିବାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇ ଥିଲେ ବିରୋଧୀ।
Bb
ବିଜେପି ର ଟୁଇଟ୍ ଅନୁଯାୟୀ ଏନେଇ ସେମାନେ ଏପ୍ରିଲ ୪ ତାରିଖରେ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ବିଜେପି ଟୁଇଟ କରି ଏହା ଜଣାଇଥିଲେ କି,
ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ତଥା କଥିତ 5T ଅଧକ୍ଷ ଭିକେ ପାଣ୍ଡିଆନ ଙ୍କୁ ବାଦ୍ ଦିଆଯାଇଛି ବୋଲି।5T ଅଧକ୍ଷ ନାମରେ ସରକାରୀ ଅଧିକାର କୁ ମାଡ଼ି ବସିଥିଲେ ଭିକେ ପାଣ୍ଡିଆନ।
ଏହି ଦଖଲ କୁ ଶେଷରେ ବେଆଇନ ଦର୍ଶାଇଥିଲେ ମାନ୍ୟବର ନିର୍ବାଚନ କମିଶନର ବୋଲି ବିଜେପି ଏହା କହିଛି।ସାରା ଓଡ଼ିଶାରେ ଏବେ ଏନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.