Movie prime

ଲୁଚି ଲୁଚି ସଲମାନ୍ ଙ୍କୁ ବିବାହ କରିଥିବା ସୋନାକ୍ଷୀ ଏବେ କେମିତି ଶାଶୁ ଘରେ ଚଳୁଛନ୍ତି ଆପଣ ଦେଖିଲେ ହେବେ ଆଶ୍ଚର୍ଯ୍ୟ

 
Special Report
ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବର୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ ଜହିର ଇକବାଲଙ୍କୁ ଡେଟ କରୁଥିବା ଗୁଜବ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛି। 
Special Report
କିନ୍ତୁ ଏହି ଦମ୍ପତି ତାଙ୍କ ସମ୍ପର୍କ ବିଷୟରେ କାହାକୁ କିଛି କହି ନାହାଁନ୍ତି।କିନ୍ତୁ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଶେଷରେ ସୋନାକ୍ଷୀ ସିହ୍ନାଙ୍କ ଜହିର ଇକବାଲଙ୍କ ସହ ଡେଟିଂ ଖବରକୁ ନିଶ୍ଚିତ କରିଛନ୍ତି।
ଗତକାଲି ରାତିରେ ଅର୍ପିତା ଏକ ଇନଷ୍ଟାଗ୍ରାମର କାହାଣୀ ସେୟାର କରିଛନ୍ତି ଯେଉଁଥିରେ ସେ ସୋନାକ୍ଷୀଙ୍କୁ "ଭାଉଜ"ବୋଲି କହିଛନ୍ତି। ତେବେ ଅର୍ପିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରୁ ଏହାକୁ ଡିଲିଟ କରି ଦେଇଛନ୍ତି।
Special Report
ଅର୍ପିତା ତାଙ୍କ ଇନଷ୍ଟାଗ୍ରାମ ରେ ହୁମା କୁରେଶିଙ୍କ ଇଦ୍ ପାର୍ଟିର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଜହିର ଇକବାଲ ସୋନାକ୍ଷୀଙ୍କୁ ଅତି ନିକଟତର ରହିଥିବାର ନଜର ଆସିଛନ୍ତି।ଫଟୋ ରେ ଅଭିନେତ୍ରୀ ସୋନାକ୍ଷୀଙ୍କ କାନ୍ଧରେ ଜହିର ହାତ ପକାଇ ଥିବାର ଦେଖିବାକୁ ମିଳିଛି।
Special Report
ଏହି ଫଟୋ ଗୁଡ଼ିକ ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଗତ ବର୍ଷ ସୋନାକ୍ଷୀ ସିହ୍ନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ପ୍ରଶଂସକମାନଙ୍କୁ ଏକ ରହସ୍ୟମୟ ଯୁବକଙ୍କ ବିଷୟରେ କହିଥିଲେ।ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Special Report
କେବଳ ଏତିକି ନୁହେଁ,ଅଭିନେତ୍ରୀ ସୋନାକ୍ଷୀ ବହୁତ ଖୁସି ମଧ୍ୟ ଥିଲେ।ସେ ଏକ ହୀରା ରିଙ୍ଗ ମଧ୍ୟ ପିନ୍ଧିଥିଲେ। ଯେଉଁଥିରେ ଲେଖାଥିଲା "ମୋ ପାଇଁ ବଡ ଦିନ"।ତାଙ୍କର ସ୍ୱପ୍ନ ସାକାର ହେବାକୁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.