Movie prime

ସୋନିଆ କହିଲେ ରାହୁଲ ସହ ମୁଁ ବି ଆସୁଚି ନିର୍ବାଚନ ମଇଦାନକୁ : ୫୦୦ ଟଙ୍କା ରେ ସିଲିଣ୍ଡର ଆଉ ଜଣକା ୨୫୦୦ ଟଙ୍କା ଦେବି ଏଥର ଆମକୁ ଜିତାଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେଲେଙ୍ଗାନା ରେ ଦେଇଛି କଂଗ୍ରେସ ନିର୍ବାଚନୀ ଗ୍ୟାରେଣ୍ଟି। ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା ଭତ୍ତା। ମହିଳାଙ୍କ ପାଇଁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ମିଳିବ।
Special report
ଚଳିତ ବର୍ଷର ଶେଷ ବେଳକୁ ତେଲେଙ୍ଗାନା ରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି। ରାଜ୍ୟରେ କଂଗ୍ରେସ ନେତା ମାନେ ଘନ ଘନ ସଭା ଓ ରାଲି ମଧ୍ଯ କରୁଛନ୍ତି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ଯ ତୁକୁଗୁଡ଼ା ରେ ଏକ ରାଲି କୁ ସମ୍ବୋଧନ କରିଛନ୍ତି। 
ଏଭଳି କି ତେଲେଙ୍ଗାନାର ସେ ମଧ୍ୟ ଏକ ଅଂଶ ହେବେ ବୋଲି ରାଲି କୁ ସମ୍ବୋଧନ କରିଛନ୍ତି। ନିର୍ବାଚନ ଜିତିବା ପରେ ଛଅଟି ଗ୍ୟାରେଣ୍ଟି ଦେବା ପାଇଁ ଗ୍ୟାରେଣ୍ଟି କରିଛନ୍ତି ସୋନିଆ ଗାନ୍ଧୀ।
ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛନ୍ତି ଏଭଳି ଅନେକ ଯୋଜନା। ଆଉ ଏହି ଛଅ ଟି ପ୍ରତିଶ୍ରୁତି ପ୍ରଦାନ କରାଯିବ ବୋଲି ମଧ୍ୟ ସୋନିଆ ଗାନ୍ଧୀ ଏହା କହିଛନ୍ତି। ତେଲେଙ୍ଗାନା ରେ ସରକାର ଗଠନ କରିବା ସହ,
Special report
ସବୁ ବର୍ଗର ଲୋକ ମାନଙ୍କ ପାଇଁ କାମ କରିବା ତାଙ୍କର ସ୍ବପ୍ନ ବୋଲି ମଧ୍ୟ ସେ ଏହା କହିଥିଲେ। ଏହି ଛଅ ଟି ପ୍ରତିଶ୍ରୁତି ହେଲା ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ,
ବସ୍ ରେ ମହିଳାଙ୍କ ପାଇଁ ଯାତ୍ରା ସୁବିଧା ,କୃଷକ ଓ ଭାଗଚାଷୀ ମାନଙ୍କୁ ଏକ ବର୍ଷ କୁ ୧୫ ହଜାର ଟଙ୍କା , କୃଷି ଭିତ୍ତିକ ଶ୍ରମିକ ୧୨୦୦୦ ଏବଂ ଧାନଚାଷ ପାଇଁ ୫୦୦ ଟଙ୍କା ବୋନସ ମଧ୍ୟ ଦିଆଯିବ।
ଗୃହଜ୍ୟୋତି ଯୋଜନାର ୨୦୦ ୟୁନିଟ ମାଗଣା ବିଜୁଳୀ ଯୋଗାଇ ଦିଆଯିବ ବୋଲି ମଧ୍ୟ ଏହା କୁହା ଯାଇଛି। ଆଉ ଯେଉଁ ମାନଙ୍କ ଘର ନାହିଁ ଘର ଯୋଗାଇ ଦିଆ ଯିବା ସହ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ଦିଆ ଯିବାର ବ୍ୟବସ୍ଥା ରହିଛି।
ଏଭଳି ଆହୁରି ମଧ୍ୟ ଅନେକ ଯୋଜନାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ଯାହାକି ଆପଣ ଏହି ଭିଡିଓ କୁ ଦେଖିଲେ ସଂପୂର୍ଣ୍ଣ ଭାବରେ ଜାଣି ପାରିବେ। ତେବେ ଆପଣ ଏହା ସମ୍ପର୍କରେ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।