Movie prime

ସୋନିଆ ବୁଝେଇ ବୁଝେଇ ଥକି ଗଲେଣି ହେଲେ କଣ ପାଇଁ ଆଜି ଯାଏଁ ଅବିବାହିତ ରହିଛନ୍ତି ରାହୁଲ ଗାନ୍ଧୀ!!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ଏଯାଏଁ କଣ ପାଇଁ ରାହୁଲ ଗାନ୍ଧୀ ବିବାହ କରି ନାହାନ୍ତି। ରାଜନୀତି ଜଗତରେ ସବୁ ଠାରୁ ବଡ ନେତା ହେଉଛନ୍ତି ରାହୁଲ ଗାନ୍ଧୀ।
Special report
ଆଉ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ବିବାହ କରି ନାହାଁନ୍ତି। ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ମଧ୍ୟ ଉଠିଥାଏ। ଆଉ ପ୍ରତ୍ୟେକ ଲୋକ ମାନଙ୍କ ମନରେ ସେହି ଗୋଟେ ହିଁ ପ୍ରଶ୍ନ ରହିଛି କି ରାହୁଲ୍ ଗାନ୍ଧୀ କେବେ ବିବାହ କରିବେ।
ତାଙ୍କୁ ଏନେଇ ଅନେକ ପ୍ରଶ୍ନ କରାଯାଇଥିବା ବେଳେ କେତେକ ସମୟରେ ସେ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତି ତ ଆଉ କେତେବେଳେ ସେ ଏହି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ।
ହେଲେ କେବେ ହେଲେ ମଧ୍ୟ ସେ ଏହି ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ନାହାଁନ୍ତି। ହେଲେ ଏବେ ରାହୁଲ ଗାନ୍ଧୀ ତାଙ୍କର ବିବାହ କୁ ନେଇ ଥିବା ସସ୍ପେନ୍ସ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି କି କାହିଁକି ଏଯାଏଁ ବିବାହ କରି ନାହାନ୍ତି।
Special report
ନିକଟରେ ଜୟପୁର ଗସ୍ତରେ ଯାଇଥିଲେ ରାହୁଲ ଗାନ୍ଧୀ। ସେଠାକାର ମହାରାଣୀ କଲେଜ୍ ରେ ଆୟୋଜିତ ଏକ ସମ୍ମିଳନୀ ରେ ସେ ଯୋଗ ମଧ୍ୟ ଦେଇଥିଲେ।
ଆଉ ଏହି ସମୟରେ ମଧ୍ୟ ସେ କଲେଜ୍ ଛାତ୍ରୀ ମାନଙ୍କ ସହ ମିଶି ଅନେକ ଆଲୋଚନା ମଧ୍ୟ କରିଥିଲେ। ଏଯାଏଁ ସେ କାହିଁକି ବିବାହ କରି ନାହାଁନ୍ତି ଏନେଇ ଜଣେ ଛାତ୍ରୀ ମଧ୍ୟ ତାଙ୍କୁ ପ୍ରଶ୍ନ କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ କି ସେ ତାଙ୍କର କାମ ଓ କଂଗ୍ରେସ ଦଳ କୁ ନେଇ ବ୍ୟସ୍ତ ଅଛନ୍ତି।
ଆଉ ଏହି ସବୁ ଚିନ୍ତା ରେ ସେ ବିବାହ କରିବା ପାଇଁ ଚିନ୍ତା କରି ପାରିଲେ ନାହିଁ। ଆଉ ଆଗକୁ ମଧ୍ଯ ବିଧାନ ସଭା ନିର୍ବାଚନ ଆସିବାକୁ ଯାଉଛି ଆଉ ଏହାକୁ ନେଇ ରାଜନୈତିକ ମହଲରେ ମଧ୍ଯ ହଲଚଲ ଜାରୀ ରହିଛି।
ସବୁ ନେତାମାନେ କିଭଳି ରାଜସ୍ଥାନ କୁ ନିଜ ଅକ୍ତିଆର କୁ ଆଣିବେ ସେନେଇ ଏବେ ଚିନ୍ତାରେ ମଧ୍ଯ ଅଛନ୍ତି। ଆଉ ସେଥିପାଇଁ ଏବେ ଚେଷ୍ଟା କରିବା ମଧ୍ୟ ସେ ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ମଧ୍ୟ ତାର ଚେଷ୍ଟା ଚଳାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.