Movie prime

ବଡ଼ି ଭୋରୁ ପ୍ରଭୁ ଶ୍ରୀରାମଙ୍କୁ ଦେଖିବାକୁ ଧାଇଁ ଆସିଲେ ପ୍ରଭୁ ହନୁମାନ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ - Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି। ପୁରା ବିଶ୍ୱରେ ରାମ ମନ୍ଦିରକୁ ନେଇ ଚର୍ଚ୍ଚା ଚାଲିଛି। କୋଣ ଅନୁକୋଣରୁ ଭକ୍ତ ନିଜ ପ୍ରାଣପ୍ରିୟ ଭଗବାନଙ୍କୁ ଦେଖିବାକୁ ଧାଇଁ ଆସୁଛନ୍ତି।
Special report
ତେବେ ବନ୍ଧୁଗଣ ପ୍ରଭୁ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଶ୍ରରାମଲଲାଙ୍କ ଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ ପ୍ରବଳ ଗହଳି ମଧ୍ୟରେ ଗୋଟିଏ ମାଙ୍କଡ ଗର୍ଭଗୃହରେ ପ୍ରବେଶ କରି ଶ୍ରୀରାମଲଲାଙ୍କ ଦର୍ଶନ କରିଛି। 
ଏଭଳି ଘଟଣାକୁ ଦେଖି ସତେ ଯେପରି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ସ୍ୱୟଂ ହନୁମାନ ଆସିଛନ୍ତି ସେଭଳି ଲାଗିଥିଲା। ବନ୍ଧୁଗଣ ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ। ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି।
Special report
ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି। ଆଜି ଭୋର୍ ୫ଟା ୫୦ ମିନିଟର ଘଟଣା। ତେବେ ବନ୍ଧୁଗଣ ଘଟିଥିଲା ଏକ ଅଲୌକିକ ଘଟଣା। ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହ ଭିତରେ ପ୍ରବେଶ କରିଥିଲା ଏକ ମାଙ୍କଡ଼।
ଏପରି ଘଟଣାକୁ ଦେଖି ହନୁମାନ ପ୍ରଭୁଙ୍କୁ ଦେଖିବାକୁ ଆସିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ମାଙ୍କଡ଼କୁ ଦେଖିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚିଥିଲେ।
Special report
ଡର ଥିଲା କାଳେ ଶ୍ରୀବିଗହକୁ ତଳେ ପକାଇଦେବ। ମାଙ୍କଡ଼କୁ ଘଉଡ଼ାଇବାକୁ ଗଲା ବେଳେ ସେ ସେଠାରୁ ଦୌଡ଼ି ଉତ୍ତର ଦ୍ୱାର ପଟକୁ ଚାଲିଯାଇଥିଲା। କିନ୍ତୁ ଉତ୍ତର ଦ୍ୱାର ବନ୍ଦ ଥିବାରୁ ପୂର୍ବ ଦିଗରୁ ବାହାରକୁ ବାହାରିଥିଲା।
ଯେଉଁଠି ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ସେ ପାଖ ଦେଇ ସେ ବାହାରି ଯାଇଥିଲା । ଶହ ଶହ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିବା ସତ୍ତ୍ୱେ କାହାରିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା ମାଙ୍କଡ଼ଟି।
ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଏମିତି ଘଟଣା ବାରବାର ଘଟିଛି। କିନ୍ତୁ ଆଜିର ଘଟଣା ପରେ ସତେ ଯେମିତି ସ୍ୱଂୟ ହନୁମାନ ମନ୍ଦିରକୁ ଆସି ଶ୍ରୀରାମଙ୍କ ଦର୍ଶନ କରିଛନ୍ତି। ଏହି ପୁରା ଘଟଣାକୁ ସୋସିଆଲ୍ ମିଡିଆରେ ସେୟାର କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.