Movie prime

ଶ୍ରୀଲଙ୍କା ପାଖରୁ ହାରି ଫାଇନାଲ ରୁ ବାହାର ହେଲା ପରେ କାନ୍ଦି ଗଡ଼ିଲେ ବାବର ଆଜମ୍, କହିଲେ ବାପା ମୁ ଖେଲିବିନି ଆଉ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏସିଆ କପ୍ ୨୦୨୩ ଆରମ୍ଭ ହୋଇ ସାରିଛି।ଭାରତ ଓ ପାକିସ୍ତାନ ମଧ୍ୟ ରେ ଦୁଇଟି ମ୍ୟାଚ ଖେଳା ଯାଇଥିଲା।ଯେଉଁ ମ୍ୟାଚ କୁ କି ବର୍ଷା ଧୋଇ ଦେଇଥିଲା।
Special report
ଏବେ ନିକଟ ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟ ରେ ଏକ ଚମତ୍କାର ଖେଳ ଦେଖିବାକୁ ମିଳି ଥିଲା।ଏଥିରେ ବହୁତ ସହଜ ଭାବେ ବିଜୟ ହାସଲ କରିଥିଲା ଶ୍ରୀଲଙ୍କା।ପାକିସ୍ତାନ ଦଳ ଜିତିବା ମ୍ୟାଚ୍ କୁ ନିଜ ହାତ ରୁ ହରାଇ ଦେଇଥିଲା।ଏହି ମ୍ୟାଚ୍ କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ହେଉଚି।
ପାକିସ୍ତାନ ଦଳ ର ଯଦି ସେତିକି ମନୋବୃତି ରହି ଥାନ୍ତା ତେବେ ସେ ଉକ୍ତ ମ୍ୟାଚ୍ କୁ ଯେପରି ହେଲେ ମଧ୍ୟ ଜିତି ଥାଆନ୍ତା।ଏଥିରେ ସବୁଠୁ ବଡ ଭୁଲ ହେଉଛି ପାକିସ୍ତାନ କ୍ୟାପଟେନ ବାବର ଆଜମ୍ ଙ୍କ।ତାଙ୍କରି ପାଇଁ ଆଜି ପାକିସ୍ତାନ ଦଳ ଏହି ଲିଷ୍ଟ ରୁ ବିଦାୟ ନେଇଛି।
ଏହି କଥା କୁ ଏବେ ସମସ୍ତେ କହୁଛନ୍ତି।ସୂଚନା ଅନୁସାରେ ପାକିସ୍ତାନ ଶ୍ରୀଲଙ୍କା ସହିତ ମ୍ୟାଚ୍ ଖେଳି ପରାଜୟ ହାସଲ କରିଛି।ସବୁଦିନ ପାଇଁ ସେ ଏସିଆ କପ୍ ରୁ ବିଦାୟ ନେଇଛି।ସମସ୍ତେ ଏହାକୁ ନେଇ ବାବର ଆଜମ ଙ୍କୁ ଦୋଷ ଦେଉଥିଲେ।
Special report
ଏବେ ଏହି କ୍ରମ ରେ ସାମିଲ ହୋଇଛନ୍ତି ଭାରତୀୟ ଖେଳାଳି ଗୌତମ ଗମ୍ଭୀର।ସେ କହିଛନ୍ତି କି ପ୍ରଥମେ ପ୍ରଥମେ ପାକିସ୍ତାନ ଖୁବ୍ ଭଲ ଭାବେ ମ୍ୟାଚ୍ ଖେଳୁ ଥିଲା।ସେ ଶ୍ରୀଲଙ୍କା କୁ ୨୫୩ ରନ ର ବିଜୟ ହାସଲ କରିବା ପାଇଁ ଲକ୍ଷ୍ୟ ଦେଇଥିଲା।
କିନ୍ତୁ ପରେ କିଛି ଖେଳାଳି ଙ୍କ ପାଇଁ ପାକିସ୍ତାନ ଉକ୍ତ ମ୍ୟାଚ୍ କୁ ହରାଇ ବସିଲା।ଗୌତମ ଗମ୍ଭୀର ପାକିସ୍ତାନ କ୍ୟାପଟେନ ଙ୍କ ଦୋଷ ଦୁର୍ବଳତା କୁ ପଦାରେ ପକାଇ ଦେଇଛନ୍ତି।ତାଙ୍କ ମତ ରେ ବାବର ଙ୍କ ଭୁଲ ନିଷ୍ପତି ଯୋଗୁ ତାଙ୍କ ଦଳ ହାରିଛି।
ସେ କହିଛନ୍ତି କି ଆପଣ ଭାବନ୍ତୁ ଯଦି ଶେଷ ରେ ଶ୍ରୀଲଙ୍କା କୁ ୧୩ ରନ କରିବା ପାଇଁ ଦିଆ ଯାଇ ଥାଆନ୍ତା ତେବେ ଏହା ତାଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ଥାନ୍ତା।ପାକିସ୍ତାନ ଏହି ମ୍ୟାଚ୍ କୁ କେବଳ ଉଇକେଟ ନେଇକି ଜିତି ପାରି ଥାଆନ୍ତା।ବାବର ଆଜମ ଙ୍କୁ ତାଙ୍କ ଅଧିନାୟକ ପଦ ପାଇଁ ଆହୁରି ବେଶୀ ତାଲିମ ପାଇବାର ଆବଶ୍ୟକତା ଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.