Movie prime

ଶ୍ରୀମନ୍ଦିର ରେ ବ୍ଯାନ ହେଲା ଗୁଟଖା : ହେଲେ ପୁରୀ ସେବାୟତ ମାନେ ପାନ ଗୁଟଖା ଛାଡ଼ି ପାରିବେ ତ?

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ପୁରୀ ଜଗନ୍ନାଥ ଙ୍କ ମନ୍ଦିର କୁ ଯିବା ପାଇଁ ଏବେ ଅନେକ ନିୟମ ପ୍ରଣୟନ କରା ଯାଉଛି। ଥରେ ଆପଣ ମାନେ ନିଜେ ଭାବନ୍ତୁ।ମନ୍ଦିର କୁ ଯିବା ବେଳେ ଆପଣ ମାନେ କିଭଳି ପୋଷାକ ପିନ୍ଧି ଯିବା ଉଚିତ।
ହେଲେ ବର୍ତ୍ତମାନ ର ଯୁବ ପୀଢ଼ି ମାନେ ଏହାକୁ ଭୁଲି ଯାଉଛନ୍ତି।ନିଜ ଇଚ୍ଛା ଅନୁସାରେ ସେମାନେ ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି।ଏବେ ସେଥିପାଇଁ ସରକାର କିଛି ନୂତନ ନିୟମ ପ୍ରଣୟନ କରିଛନ୍ତି।
Special report
ଲୋକ ମାନେ ଏବେ ମନ୍ଦିର ଭିତରକୁ ଯାଇ ସେଠାରେ ଗୁଟଖା ଓ ପାନ ଛେପ ପକାଇ ଛନ୍ତି।ଯାହାକୁ ନେଇ କିଛି ବରିଷ୍ଠ ବ୍ୟକ୍ତି ମାନେ ନିନ୍ଦା କରିଛନ୍ତି।ସେମାନଙ୍କ କହିବା ଅନୁଯାୟୀ ମନ୍ଦିର ଭଳି ଏକ ପବିତ୍ର ସ୍ଥାନ କୁ ଯାଇ ଏଭଳି କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ।
ଏହି କାର୍ଯ୍ୟ ପାଇଁ ଏବେ ସରକାରୀ ନିୟମ ର ଆବଶ୍ୟକତା ପଡୁଛି।କିଛି ଲୋକ ମାନେ ଏହି ନିୟମ ଗୁଡିକ ମାନୁଛନ୍ତି।ନିଜ ଭିତରେ ଏକ ନୈତିକତା ରହିବା ଜରୁରୀ।
ଆପଣ ମାନେ ଯଦି ନିଜେ ଏଥିପ୍ରତି ସଚେତନ ହେବେ ତାହେଲେ ଏଥିପାଇଁ ସରକାରୀ ନିୟମ ର ଆବଶ୍ୟକତା ନାହିଁ।ଏବେ ର ଯୁବ ପୀଢ଼ି ଯେଉଁ ଠାରେ ପାନ ଖାଇବେ ଓ ଗୁଟଖା ଖାଇବେ ସେହି ଥରେ ଛେପ ପକାଉ ଅଛନ୍ତି।
ଏହା ଏକ ଖରାପ ଅଭ୍ୟାସ।ଏହାକୁ ଯେତେ ଶୀଘ୍ର ପରିବର୍ତ୍ତନ କରିବା ଜରୁରୀ।ଏବେ ସରକାର ନୂଆ ନିୟମ ପ୍ରଣୟନ କରୁଛନ୍ତି।ଯେଉଁ ମାନେ ଏଭଳି କାମ କରିବେ ସେମାନଙ୍କୁ ଦଣ୍ଡ ଦିଆ ଯିବାର ବ୍ୟବସ୍ଥା କରା ଯିବ।
ଶ୍ରୀ ମନ୍ଦିର ହେଉଛି ଏକ ପବିତ୍ର ସ୍ଥାନ।ହେଲେ ଆଜିର ଲୋକ ମାନେ ଏହାକୁ ଭୁଲି ଯାଉଛନ୍ତି।ଏଭଳି ସ୍ଥାନ ରେ ଛେପ ପକାଇ ବାକୁ ଆଜିର ଯୁବ ପିଢ଼ି ମାନଙ୍କୁ କିଭଳି ଲଜ୍ଜା ଲାଗୁ ନାହିଁ।ଏହାକୁ ଯେତେ ଆଇନ ପ୍ରଣୟନ କଲେ ମଧ୍ୟ କିଛି ଲାଭ ମିଳିବ ନାହିଁ।ଯେତେ ପର୍ଯ୍ୟନ୍ତ ଲୋକ ମାନେ ସଚେତନ ନ ହୋଇ ଛନ୍ତି ସେତେ ପର୍ଯ୍ୟନ୍ତ କିଛି ବି କରି ହେବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.