Movie prime

ହେ ଭଗବାନ, ଷ୍ଟେଜ ଉପରେ ଗୀତ ଗାଉ ଗାଉ ନେଇଗଲେ ସିଙ୍ଗର ଙ୍କ ଜୀବନ... ଦେଖନ୍ତୁ କିପରି ଛଟପଟ ହୋଇଗଲା ଜୀବନ...

 
Special report
ନମସ୍କାର ପାଠକ ବନ୍ଧୁ।ପିଟି ପିଟି ହ-ତ୍ୟା କରା ଯାଇଚି ଜଣେ କଳାକାର ଙ୍କୁ।ଷ୍ଟେଜ ଉପରେ ଗୀତ ଗାଇ ଯିଏ ସବୁବେଳେ ଅନ୍ୟ ମାନଙ୍କୁ ଝୁମେଇ ଦେଉ ଥିଲେ।ଆଜି ସେହି କଳାକାର ଜଣକ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି।ଯାହାକୁ କି ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
Special report
ଆମେ ଏଠାରେ ଗୀତିକାର ପ୍ରଦୀପ ପାଢ଼ୀ ଙ୍କ ବିଷୟ ରେ କହୁଛୁ। ଯିଏ କି ଗୀତ ଗାଇ ସମସ୍ତଙ୍କୁ ଖୁସି କରିଥିଲେ।ଆଜି ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି।ତାଙ୍କୁ କିଛି ଲୋକ ପିଟି ପିଟି ମାରି ଦେଇଛନ୍ତି ବୋଲି କୁହା ଯାଉଛି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ପ୍ରଦୀପ କେନ୍ଦୁଝର ରେ ରୁହନ୍ତି।ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକ ଙ୍କ ପାଇଁ ଗୀତ ଗାଆନ୍ତି।ଲୋକ ମାନେ ମଧ୍ୟ ତାଙ୍କ ଗୀତ କୁ ଖୁବ୍ ପସନ୍ଦ କରନ୍ତି।ହେଲେ ହଟାତ ତାଙ୍କ ଦେହ ବହୁତ ଖରାପ ହୋଇ ଯାଇ ଥିଲା।
ତାଙ୍କ ସାନ ଭାଇ ତାଙ୍କୁ ନେଇ ନିକଟସ୍ଥ ମେଡିକାଲ ରେ ଭର୍ତି କରି ଥିଲେ।ସେଠାରେ ସେ ଚିକିତ୍ସିତ ହେଉ ଥିଲେ।ହେଲେ ହଟାତ ତାଙ୍କ ଶରୀର ମେଡିକାଲ ରୁ ହଜି ଯାଇ ଥିଲା।ଏହାପରେ ସବୁ ଆଡେ ଖୋଜା ହେଉ ଥିଲା।ହେଲେ ତାଙ୍କ ଶରୀର କେଉଁ ଠାରେ ବି ମିଳି ନ ଥିଲା।ଏହାର ଦୁଇ ଦିନ ପରେ ତାଙ୍କ ଶରୀର ରାସ୍ତା କଡ ରୁ ମିଳି ଥିଲା।
Special report
ସେଠାରୁ ତାଙ୍କ ଶରୀର କୁ ପୋଷ୍ଟ ମର୍ଟମ ପାଇଁ ପଠା ଯାଇ ଥିଲା।ତାଙ୍କ ପରିବାର ଲୋକ ଙ୍କୁ ସେ ଯାଏଁ କୌଣସି ସୂଚନା ଦିଆ ଯାଇ ନ ଥିଲା।ଏହା ପରେ ପୋଷ୍ଟ ମର୍ଟମ ରିପୋର୍ଟ ରେ ବାହାରି ଥିଲା କି ସେ ବିଷ ଖାଇ ଆ-ତ୍ମ-ହ-ତ୍ୟା କରି ଥିଲେ।
ତାଙ୍କ ପରିବାର ଲୋକ ଙ୍କୁ ଏହା ପରେ ଶବ କୁ ଦିଆ ଯାଇ ଥିଲା।ସେଠାରେ ପ୍ରଦୀପ ଙ୍କ ଶବ କୁ ଦେଖି ତାଙ୍କ ଭାଇ ଓ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ପ୍ରଦୀପ ଙ୍କ ମୁଣ୍ଡ ରେ ଗୋଟିଏ କଟା ଦାଗ ଥିଲା।ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
କୁହା ଯାଉଚି କି ତାଙ୍କୁ ପିଟି ପିଟି ମାରି ଦିଆ ଯାଇଚି। ବିଷ ପିଇ ସେ ଆ-ତ୍ମ-ହ-ତ୍ୟା କରି ନାହାନ୍ତି।ଏ ସବୁ ଦୋଷୀ କୁ ଲୁଚାଇବାକୁ ଚେଷ୍ଟା କରା ଯାଉଚି।
ଏହା ପରେ ତାଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରି ଥିଲେ।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା କେତେବେଳେ ଦୋଷୀ ଙ୍କୁ ଦଣ୍ଡ ଦେବାରେ ପୋଲିସ ସଫଳ ହେଉଚି।