Movie prime

ଷ୍ଟେଜ ଉପରେ ନିଶା ମହାରଣା ଙ୍କୁ ଦେଖିବାକୁ ପାଗଳ ହେଲେ ଯୁବକ ଗୋଷ୍ଟି, ଦେଖନ୍ତୁ କଣ ହେଉଛନ୍ତି....

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବିବାଦୀୟ ଅଭିନେତ୍ରୀ ନିଶା ମହାରଣା ଙ୍କୁ ଭଲ ଭାବେ ଜାଣି ଥିବେ।ନିଜ ପୋଷାକ ଓ କଥା ବାର୍ତା କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।
Special report
ପୁଣି ଥରେ ନିଜ ଅଙ୍ଗ ପ୍ରଦର୍ଶନ କରି ସେ ଲୋକ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି।ଧଉଳି ଗଣନାଟ୍ୟ ର ଯାତ୍ରା ଜାନୁଆରୀ ୨୪ ତାରିଖ ରେ ବାଲେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିଲା।କିନ୍ତୁ ଭାଗ୍ୟ ରେ ତାହା ନ ଥିଲା।ଦୁଆଶୁନି ଘାଟି ରେ ଯାତ୍ରା ବସ୍ ଟି ଓଲଟି ପଡ଼ି ଥିଲା।ଏହା ପରେ ସେଠାରେ ଯାତ୍ରା ବନ୍ଦ କରି ଦିଆ ଯାଇ ଥିଲା।
ସୂଚନା ଅନୁସାରେ ଗତ କାଲି ରାତିରେ ସେଠାରେ ଧଉଳି ଗଣନାଟ୍ୟ ଯାତ୍ରା ଆରମ୍ଭ କରିଥିଲା।ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଯାତ୍ରା ଆଇଟମ ଗାର୍ଲ୍ ଭାବେ ଜଣା ଶୁଣା ନିଶା ମହାରଣା।ସେ କହିଥିଲେ କି ମୁଁ ଯାତ୍ରା ରେ ଅଭିନୟ କରିବି।
ହେଲେ ସେଥିରୁ ଯାହା କିଛି ଟଙ୍କା ପାଇବି ସେହି ଦୁ-ର୍ଘ-ଟ-ଣା ରେ ପ୍ରାଣ ହରାଇ ଥିବା ଲୋକ ମାନଙ୍କୁ ସାହାର୍ଯ୍ୟ କରିବି।ଶେଷ ରେ ସେ ସେହିଭଳି କରିଥିଲେ।ଯାତ୍ରା ରେ ଅଭିନୟ କରି ଥିଲେ।ତାଙ୍କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମି ରହି ଥିଲା।ବିଭିନ୍ନ ଅଞ୍ଚଳ ରୁ ସେଠାକୁ ଲୋକ ମାନେ ଆସି ଥିଲେ।
Special report
ଆପଣ ମାନେ ସମସ୍ତେ ନିଶା ମହାରଣା ଙ୍କୁ ଖରାପ ଅଭିନେତ୍ରୀ ରୂପେ ଜାଣି ଥିବେ।ହେଲେ ଆପଣ ମାନେ ଜାଣିଛନ୍ତି କି ସେ ଏଥିରୁ ଯେଉଁ ଟଙ୍କା ରୋଜଗାର କରନ୍ତି ତାହାର କିଛି ଅଂଶ ସେ ଗରିବ ଲୋକ ମାନଙ୍କୁ ଦେଇ ଥାଆନ୍ତି।
ଜାନୁଆରୀ ୨୪ ତାରିଖ ଦିନ ବାଲେଶ୍ୱର ଠାରେ ଧଉଳି ଗଣନାଟ୍ୟ ଯାତ୍ରା କରି ଥାନ୍ତା।ହେଲେ ଦୂଆଶୁନି ଘାଟି ଠାରେ ବସ୍ ଟି ଓଲଟି ପଡ଼ି ଥିଲା।ଏଥିରେ ଅନେକ ଯାତ୍ରା କଳାକାର ଙ୍କ ମୃତ୍ୟୁ ହେବା ସହିତ କିଛି ଲୋକ ଆହତ ହୋଇ ଥିଲେ।
ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇ ଥିଲା।ସେହି ଯାତ୍ରା ଟି ଗତ କାଲି ରାତି ରେ ନିଶା ମହାରଣା ସେଠାରେ କରି ଥିଲେ।ଓ ଯାତ୍ରା ରୁ ଯାହା କିଛି ଅର୍ଥ ସେ ପାଇ ଥିଲେ।
ତାହାକୁ ସେ ସେହି ହସ୍ପିଟାଲ୍ ରେ ପଡ଼ି ଥିବା ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିଥିଲେ।ତାଙ୍କର ଏଭଳି କାର୍ଯ୍ୟ ଦେଖି ସମସ୍ତେ ବହୁତ ଖୁସି ହୋଇ ଥିଲେ।ଓ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ।

Around The Web