Movie prime

ଆସନ୍ତା ସଂଧ୍ୟା ବେଳୁ ଆସିବ ଝଡ଼ ଲଗାତାର ୭ ଦିନ ହେବ ବର୍ଷା..

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗାମୀ ୫ ଦିନରେ ଓଡ଼ିଶାର କିଛି ସ୍ଥାନ ମାନଙ୍କର ଖୁବ୍ ଜୋରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ମଧ୍ୟ ବିଜୁଳି ଘଡଘଡି ସହ ହେବାର ସମ୍ଭାବନା ରହିଛି।
ଯେଉଁ ସ୍ଥାନ ମାନଙ୍କରେ ବର୍ଷା ହେବ ସେହି ସ୍ଥାନ ମାନଙ୍କରେ ମଧ୍ୟ ତାପମାତ୍ରା ହ୍ରାସ ପାଇବ ବୋଲି କୁହା ଯାଇଛି। ହେଲେ ଆମର ହିଟ ୱେବ ଏବେବି ମଧ୍ୟ ଜାରୀ ରହିଛି। ଯାହା ଦ୍ବାରା ଲୋକମାନେ ଖୁବ୍ ହିନସ୍ଥା ମଧ୍ୟ ହେଉଛନ୍ତି।
Uh
ଆଜି ଏବଂ କାଲି ରେଡ ଆଲର୍ଟ ରହିବ ଆଉ କାଲି ପରେ ଅରେଞ୍ଜ ଆଲର୍ଟ ରହିବ ଓ,୫ ତାରିଖରେ ୟେଲୋ ଆଲର୍ଟ ଜାରି ରହିବ ବୋଲି କୁହା ଯାଇଛି। ଧୀରେ ଧୀରେ ଦିନର ତାପମାତ୍ରା ମଧ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି।
ଆଉ ୫ ତାରିଖ ପରେ ତିନି ରୁ ଚାରି ଡିଗ୍ରୀ ଦିନ ତାପମାତ୍ରା ହ୍ରାସ ଘଟିବାର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନ ମାନଙ୍କରେ ବର୍ଷା ହୋଇ ପାରେ ବୋଲି ଏହା ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି।
ସେଥିପାଇଁ ମଧ୍ୟ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ମଧ୍ୟ ରହିଛି। କାଳ ବୈଶାଖୀ ର ପ୍ରଭାବ ମଧ୍ୟ ଦେଖାଯିବ। ଏହି ଅସହ୍ୟ ତାତି ରୁ ଲୋକ ମାନଙ୍କୁ କିଛି ଟା ଆଶ୍ଵସ୍ଥି ମିଳିବାର ମଧ୍ୟ ସମ୍ଭାବନା ରହିଛି।
Nn
ବଙ୍ଗୋପ ସାଗରରୁ କିଛି କିଛି ଆଦ୍ର ବାୟୁ ଆମ ରାଜ୍ୟକୁ ପ୍ରବେଶ କରିବ ସେଥିପାଇଁ କିଛି କିଛି ସ୍ଥାନ ମାନଙ୍କରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଯାହା ଫଳରେ କି ୬ ଓ ୭ ତାରିଖରେ ବର୍ଷା ବଢିବାର ସମ୍ଭାବନା ରହିଛି।
କେଉଁଠି ନା କେଉଁଠି ଏହି ବର୍ଷା କଥା ଶୁଣିବା ପରେ ଲୋକ ମାନଙ୍କ ମନକୁ ଆଶ୍ଵସ୍ଥି ମିଳିଛି। କାରଣ ଏହି ଅସହ୍ୟ ତାତି ପାଇଁ ତାଙ୍କୁ ଖୁବ ହିନସ୍ଥା ହେବାକୁ ପଡୁଥିଲା। ସେମାନେ ଏହି ପ୍ରଚଣ୍ଡ ଖରାରେ ବାହରକୁ ବାହାରି ପାରୁ ନଥିଲେ।
ଚାତକ ଭଳି ବର୍ଷାକୁ ମଧ୍ୟ ଚାହିଁ ରହିଥିଲେ। ଏବେ ବର୍ଷା କଥା ଶୁଣିବା ପରେ ସେମାନେ ଖୁବ ଖୁସୀ ମଧ୍ୟ ହୋଇ ଯାଇଛନ୍ତି। ଏହାକୁ ନେଇ ଏବେ ସାରା ରାଜ୍ୟରେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.