Movie prime

ସ୍ତ୍ରୀ ଆଉ କାହା ସହ ସୋଇଥିବା ଦେଖି ରାଗରେ ନିଆଁ ହୋଇଗଲା ସ୍ଵାମୀ ଆଉ ମାଡିବସି ସ୍ତ୍ରୀ ସହ କଲା ଏମିତି କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ଜଣେ ଦଶମ ଶ୍ରେଣୀ ର ଝିଅ ଖୁବ କମ୍ ବୟସ ରେ ହିଁ ପ୍ରେମରେ ପଡିଥିଲା। ଆଉ ଏବେ ପ୍ରେମରେ ଧୋକା ଖାଇ ନିଜ କୋଳରେ ଏକ ଛୁଆ କୁ ଧରି ବୁଲୁଛି ଏହି ଛାତ୍ରୀ। ଆଉ ତାଙ୍କର ବୟସ ହେଉଛି ମାତ୍ର ୧୬ ବର୍ଷ।
Special report
ଏବେ ନିଜ ଛୁଆ କୁ ବାପା ର ପରିଚୟ ଦେବା ପାଇଁ ମଧ୍ଯ ସେ ଥାନାର ଦ୍ବାରସ୍ଥ ହୋଇଛି। ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସେ ପ୍ରେମର ମାନେ କଣ ବୁଝି ନଥିଲା।
ସ୍କୁଲ୍ ଛୁଟି ହେବା ପରେ ମଧ୍ଯ ସେ ଘରକୁ ଆସୁଥିଲା।ଆଉ ବରୁଣ ନାମକ ଏକ ଯୁବକ ସବୁବେଳେ ତାକୁ ଫୋନ୍ କରୁଥିଲା। ନାବାଳିକା ଜଣକ କିଛି ଜାଣି ପାରୁ ନଥିଲେ। ସେ ଦିନ ରାତି ବରୁଣ ସହ କଥା ହେଉଥିଲେ।
ଆଉ ଫୋନ ଦ୍ବାରା ବରୁଣ ମିଠା ମିଠା କଥା କହି ତାଙ୍କୁ ପ୍ରେମ ଜାଲରେ ଫାସାଇ ଦେଇଥିଲା। ଏହାପରେ ଦୁହିଁଙ୍କ ସମ୍ପର୍କ ନିବିଡ଼ ହେବାରେ ଲାଗିଲା। ଆଉ ବରୁଣ ୧୬ ବର୍ଷର ଏହି ନାବାଳିକା ସହ ଶାରୀରିକ ସମ୍ପର୍କ ମଧ୍ଯ ରଖିଲା।
Special report
ପ୍ରେମିକା ଜଣକ ନିଜର ସର୍ବସ୍ବ ତାର ପ୍ରେମିକ ବରୁଣ କୁ ଦେଇ ଦେଇଥିଲା। ହେଲେ ପ୍ରେମିକା ଜଣକ ଏହା ଜାଣି ପାରି ନଥିଲେ କି ତାଙ୍କର ସର୍ବସ୍ବ ଦେବା ପରେ ପ୍ରେମିକ ବରୁଣ ତାଙ୍କୁ ଏଭଳି ଭାବରେ ଧୋକା ଦେଵ।
ଦେହ ସୁଖ ନେଇ ଗ-ର୍ଭ-ବ-ତୀ କରିଦେଲା। ଏହାପରେ ସେ ଯେତେ କହିଲେ ମଧ୍ଯ ବରୁଣ କିଛି ଶୁଣି ନଥିଲା। ତାଙ୍କୁ ଧୋକା ଦେଇ ବରୁଣ ବାହରକୁ ଚାଲି ଯାଇଥିଲା। ହେଲେ ଯେତେବେଳେ ଏକଥା ଯୁବତୀ ବରୁଣ ଙ୍କ ଘରଲୋକଙ୍କୁ ଜଣାଇ ଥିଲେ।
ସେତେବେଳେ ବରୁଣ ଙ୍କ ଘର ଲୋକ ଯୁବତୀ ଜଣକୁ ନେଇ ଯାଇଥିଲେ ସତ ମାତ୍ର ତାଙ୍କୁ ନେବା ପରେ ସେଠାରେ ତାଙ୍କୁ ଖାଇବା ପିଇବାକୁ ନଦେବା ସହ ଖୁବ ହଇରାଣ ମଧ୍ଯ କରିଥିଲେ। ଆଉ ଏହାପରେ ମହିଳା ଜଣକ ସେଠାରୁ ଚାଲି ଆସିଥିଲେ।
ଆଉ ଏବେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆଉ ଏବେ ସେ ଆଶା କରୁଛନ୍ତି କି ତାଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବା ସହ ତାଙ୍କର ପିଲାକୁ ମଧ୍ଯ ବାପା ର ପରିଚୟ ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.