Movie prime

ସ୍ତ୍ରୀ ଘରେ ନଥିବା ବେଳେ ଚାକରାଣୀ କୁ ଜବରଦସ୍ତି ବଳାତ୍କାର, ପରେ ଯେତେବେଳେ ଚାକରାଣୀ ହେଲା ୨ ମାସ ର ଗର୍ଭବତୀ ସେତେବେଳେ ସବୁ ଜାଣିଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନା କୁ ଆସିଛି। ବାର ବର୍ଷ ର ନାବାଳିକା କୁ ଦୁ-ଷ୍କ-ର୍ମ କରାଯାଇଛି। ଅଢେଇ ଘଣ୍ଟା ପର୍ଯ୍ୟନ୍ତ ସେ ଅଧ-ନ-ଗ୍ନ ଅବସ୍ଥା ରେ ରାସ୍ତା ଉପରେ ବୁଲି ଥିଲେ ପୀଡ଼ିତା ଜଣକ।
Special report
ତାଙ୍କୁ ସହାୟତା କରିବା ବଦଳରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ ଲୋକମାନେ। ମଧ୍ୟପ୍ରଦେଶ ର ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ମଧ୍ଯ ଜୋର୍ ଧରିଛି।
ସେଠାରେ ଜଣେ ବାର ବର୍ଷର ନାବାଳିକା ଦୁ-ଷ୍କ-ର୍ମ ର ଶିକାର ହୋଇଥିଲେ। ପୀଡ଼ିତା ଙ୍କ ର-କ୍ତ-ସ୍ରା-ବ ହୋଇଥିବା ବେଳେ ସେ ଘର ଘର ବୋଲି ମଧ୍ଯ ଖୁବ ସହାୟତା ମାଗି ବୁଲୁଥିଲେ। ଆଉ ଏହା ସିସି ଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି।
ହେଲେ ଯୁବତୀ ଜଣକୁ କେହି ହେଲେ ମଧ୍ୟ ସହାୟତାର ହାତ ବଢ଼ାଇ ନଥିଲେ। ଶେଷରେ ନାବାଳିକା ଜଣକ ଏକ ଆଶ୍ରମରେ ପହଞ୍ଚି ଯାଇଥିଲେ। ଆଶ୍ରମର କର୍ତ୍ତୃପକ୍ଷ ତାଙ୍କୁ ସାହାଯ୍ୟ କରିଥିଲେ।
Special report
ତାଙ୍କୁ ଏକ ଗାମୁଛା ରେ ଆବରଣ କରିବା ସହ ତାଙ୍କୁ ଡାକ୍ତରଖାନା ମଧ୍ଯ ନେଇ ଚାଲି ଯାଇଥିଲେ। ନାବାଳିକା ଜଣକ ମେଡିକାଲ ଟେଷ୍ଟ ହେବା ପରେ ସେ ଦୁ-ଷ୍କ-ର୍ମ ର ଶିକାର ହୋଇ ଥିବାର ଜଣା ପଡିଥିଲା।
ପୋଲିସ ଏବେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ହିଁ ମାମଲା ରୁଜ୍ଜୁ କରି ଏବେ ଏହି ଘଟଣାର କଡ଼ା ତଦନ୍ତ ମଧ୍ୟ କରୁଛି। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଏହା ପୋଲିସ ତରଫ ରୁ କୁହା ଯାଇଛି।
ପୀଡ଼ିତା ଙ୍କ ଘର ପ୍ରୟାଗ ରାଜ୍ ରେ ବୋଲି ମଧ୍ୟ ଏହା ଜଣା ପଡ଼ିଛି। ଆଜିକାଲି ଦିନକୁ ଦିନ ମହିଳା ଏବଂ ନାବାଳିକା ମାନଙ୍କ ଉପରେ ମଧ୍ୟ ଅତ୍ୟାଚାର ଧୀରେ ଧୀରେ ବଢ଼ିବାରେ ଲାଗିଛି।
ଆଉ ଏବେ ମଧ୍ୟ ୫୦ ଭାଗ ନାବାଳିକା ଦୁ-ଷ୍କ-ର୍ମ ର ଶିକାର ହେଉ ଥିବାର ମଧ୍ଯ ଦେଖିବାକୁ ମିଳିଛି। ଆଉ ଏହା କେବେ ଥମିବ ତାହା ଜଣା ନାହିଁ। ତେବେ ଅଭିଯୁକ୍ତ ମାନେ ଧରା ପଡ଼ିଲେ ହିଁ ସେମାନଙ୍କୁ କଡ଼ା ରୁ କଡ଼ା ଦଣ୍ଡ ଦିଆଯିବ ବୋଲି ମଧ୍ୟ ଜଣା ପଡ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.