Movie prime

ମୁଁ ଶୋଇଥିବା ବେଳେ ମୋ ସ୍ତ୍ରୀ ବାରିପଟ ଗେଟ୍ ଖୋଲା କରି ତା ପ୍ରେମିକ ସହ ଛୁ ମାରିଛି

 
Special report
ନମସ୍କାର ପାଠକ ବନ୍ଧୁ।ଆଜିର ମହିଳା ମାନେ ପ୍ରତିଦିନ ଏଭଳି କିଛି କାଣ୍ଡ ଘଟାଉଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏଭଳି ଏକ ଘଟଣା ଦେଖିବାକୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଞ୍ଚଳ ରେ।
Special report
ସେଠାରେ ଜଣେ ମହିଳା ଦେଢ଼ ବର୍ଷ ତଳେ ବିବାହ କରି ଅନ୍ୟ ଜଣେ ପୁରୁଷ ଙ୍କ ସହିତ ଏବେ ଚାଲି ଯାଇଛନ୍ତି।ଯାହାକି ବାଲିକୁଦା ଥାନା ରେ ଅଭିଯୋଗ ହୋଇଛି।ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଛି।ଓ ଏବେ ମହିଳା ଙ୍କୁ ପୋଲିସ ଖୋଜୁଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଉମା ପାତ୍ର ଗତ ଦେଢ଼ ବର୍ଷ ତଳେ ବୈଦିକ ରୀତି ନୀତି ରେ ଶ୍ରୀନାଥ ନାମକ ଜଣେ ଯୁବକ ଙ୍କୁ ବିବାହ କରିଥିଲେ।ବିବାହ ପରେ ଉଭୟ ଙ୍କ ସମ୍ପର୍କ ଭଲ ଥିଲା।
ହେଲେ ଏହାର କିଛି ଦିନ ପରେ ସ୍ଵାମୀ ଦେଖିବାକୁ ପାଇ ଥିଲେ କି ସେ ଶୋଇ ସାରିଲା ପରେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ଙ୍କ ସହିତ କନ୍ଥା ଭିତରେ ଧୀରେ ଧୀରେ କଥା ହେଉଛନ୍ତି।ସ୍ଵାମୀ ଏ ବିଷୟରେ ପଚାରିବାରୁ ସେ ତାଙ୍କ କଥା କୁ ଟାଳି ଦେଉଥିଲେ।
Special report
କିନ୍ତୁ ସ୍ଵାମୀ ଏପରି ଘଟଣା ବାରମ୍ବାର ଦେଖିଲେ ।ଏହାକୁ ସହି ପାରି ନ ଥିଲେ।ସେଥିପାଇଁ ସେ ଦିନେ ରାତି ରେ ତାଙ୍କ ସ୍ତ୍ରୀ ଙ୍କୁ ଅନ୍ୟ ପୁରୁଷ ଙ୍କ ସହିତ କଥା ହେଉ ଥିବା ସମୟ ରେ ଧରି ପକାଇ ଥିଲେ।ତାଙ୍କ ଫୋନ୍ ରେ ଜଣେ ପୁରୁଷ ଲୋକ ଟି କଥା ହେଉଥିବାର ସେ ଜାଣି ବାକୁ ପାଇଲେ।
ଏହା ପରେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ ବହୁତ ଝଗଡ଼ା କଲେ।ତା ପର ଦିନ ସକାଳୁ ତାଙ୍କ ସ୍ତ୍ରୀ ଉକ୍ତ ପୁରୁଷ ଙ୍କ ସହିତ ଘରୁ କୁଆଡେ ଚାଲି ଯାଇଥିଲେ।ଶ୍ରୀନାଥ ଘଟଣା ସମ୍ପର୍କ ରେ ଯାଇ ଥାନା ରେ ଅଭିଯୋଗ କଲେ।
ହେଲେ ଅନ୍ୟ ପଟେ ଉମା ଙ୍କ ମା ଓଲଟା ଜ୍ବାଇଁ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କ ଜ୍ବାଇଁ ଙ୍କ ର ଭାଉଜ ଙ୍କ ସହିତ ଖରାପ ସମ୍ପର୍କ ଥିଲା।
ଯାହାକୁ ତାଙ୍କ ଝିଅ ସହି ପାରି ନ ଥିଲା।ସେଥିପାଇଁ ସେ ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି।ହେଲେ ଏ ଯାଏଁ ପୋଲିସ ଜାଣି ପାରି ନାହାଁନ୍ତି କି କିଏ ମିଛ କହୁଛନ୍ତି ଓ କିଏ ସତ କହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.