Movie prime

ସ୍ତ୍ରୀ ପୁରୁଷ ଏହି କାମ କଲେ କିଏ ଅଧିକ ଆନନ୍ଦ ପାଏ ଜାଣନ୍ତୁ ଏହାର ଗୁପ୍ତ କଥା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଅନେକ ପ୍ରକାରର ଖବର ଜାଣି ପାରୁଥିବେ ।
Special report
ଏହି ଦୁନିଆରେ ଅନେକ ଘଟଣା ଘଟୁଛି । ଏହି ସଂସାରରେ ନାରୀ ଆଉ ପୁରୁଷ ସମାଗମ କରିଥାନ୍ତି । କିନ୍ତୁ ଏହି ସମ୍ଭୋଗ ସମୟରେ କିଏ ଅଧିକ ଖୁସି ହୋଇଥାଏ ନାରୀ ନା ପୁରୁଷ ଏହି କଥା ଆଜି ପର୍ଯ୍ୟନ୍ତ କୌଣସି ବିଜ୍ଞାନ ବି ଜଣାଇ ପାରିନାହିଁ । 
ସମ୍ଭୋଗ ସମୟରେ କିଏ ଅଧିକ ଆନନ୍ଦ ନିଏ ଏହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ମହାଭାରତ ଗ୍ରନ୍ଥରେ ଏହି ବିଷୟରେ ଲେଖାଯାଇଛି । ଆଉ ଆପଣ ଏହି ସବୁ ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special report
ଯୁଧିଷ୍ଠିର ପ୍ରଶ୍ନ ପଚାରିଥିଲେ । ଆଉ ଏହି ପ୍ରଶ୍ନ ବିଷୟରେ ସେ ପିତାମହ ଭୀଷ୍ମଙ୍କୁ ପଚାରିଥିଲେ । ପ୍ରଶ୍ନ ହେଉଛି, ସ୍ତ୍ରୀ ଆଉ ପୁରୁଷ ସମ୍ଭୋଗ ସମୟରେ କିଏ ଅଧିକ ଖୁସି ହୋଇଥାଏ । ପିତାମହ ଭୀଷ୍ମ ଏକ ଗପ ଦ୍ଵାରା ଏହି ବିଷୟରେ କହିଛନ୍ତି । ଏହି ଗପ ଏହି ଭିଡିଓ ଦ୍ଵାରା ଆପଣମାନେ ଜାଣିପାରିବେ ।
ଜଣେ ରାଜା ଯଜ୍ଞ କରିଥିଲେ । ଆଉ ତାଙ୍କ ଯଜ୍ଞ ଦେଖି ରାଜା ଇନ୍ଦ୍ର କ୍ରୋଧାନ୍ୱିତ ହେଲେ । ଆଉ ରାଜାଙ୍କୁ ସେ ଅଭିଶାପ ଦେଇଥିଲେ ଆଉ ସେ ସବୁକିଛି ଭୁଲି ଯାଇଥିଲେ । ଆଉ ସେ ଜଙ୍ଗଲରେ ବୁଲିବା ପରେ ସେଠାରେ ବୁଲୁଥିଲେ ।
Special report
ଏହାସହ ସେ ଏକ ନଦୀ ପାଇଲେ ଆଉ ସେଠାରୁ ପାଣି ପିଇବା ପାଇଁ ଭାବିଲେ । ଆଉ ଏହାପରେ ତାଙ୍କ ଘୋଡାକୁ ସେ ପାଣି ପିଆଇଥିଲେ । ଆଉ ଏହାପରେ ସେଠାରେ ସେ ଭିତରକୁ ଗଲେ । ଆଉ ଏହି ନଦୀ ଭିତରେ ପଶିବା ପରେ ସେ ନାରୀ ହୋଇଗଲେ । ଏହାକୁ ଦେଖି ସେ ଅନେକ କଥା କହିଲେ ।
ଆଉ ପ୍ରଭୁ ଏଭଳି କାହିଁକି କରିଲ ? ଏହାପରେ ରାଜା ନିଜ ରାଜ୍ୟକୁ ଆସିଲେ ଆଉ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ରାଜ୍ୟ ସମ୍ଭାଳି ପାରିବେ ନାହିଁ ବୋଲି କହିଲେ ଏହାପରେ ତାଙ୍କର ସନ୍ତାନ ଜନ୍ମ ହେଲେ । ଏହାପରେ ରାଜା ଇନ୍ଦ୍ର ଆହୁରି କ୍ରୋଧିତ ହୋଇଗଲେ । ଏହାପରେ ତାଙ୍କର ପୁତ୍ର ଆଉ ଯଜ୍ଞରୁ ଜନ୍ମ ନେଇଥିବା ପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ।
ଆଉ ଏହାପରେ ସେ ତାଙ୍କ ସହ ଘଟିଥିବା ସବୁ ଘଟଣା କହିଥିଲେ । ସେ କେବଳ ଅଗ୍ନି ଦେବଙ୍କୁ ପୂଜା କରିଥିଲେ ଆଉ ସେଥିପାଇଁ ଇନ୍ଦ୍ର ଦେବ ଏଭଳି କରିଥିଲେ । ଏହାପରେ ସେ ରାଜାଙ୍କୁ ପ୍ରଶ୍ନ ପଚାରିଥିଲେ ଆଉ ଏହାର ଉତ୍ତର ସେ ଦେଇଥିଲେ । ଏହିଭଳି ଭାବରେ ଅନେକ କଥା ଆପଣମାନେ ଜାଣିପାରିବେ । ସମ୍ଭୋଗ ସମୟରେ ପୁରୁଷ ଠାରୁ ସ୍ତ୍ରୀ ଅଧିକ ଖୁସି ହୋଇଥାଏ ।