Movie prime

ସ୍ତ୍ରୀ କୋଳରେ ଚାଲିଗଲେ ସ୍ଵାମୀ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା ଦେଖନ୍ତୁ କେମିତି ମା ଦର୍ଶନ ହେଲା ଶେଷ ଦର୍ଶନ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଗବାନଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହା କେହି ଆସିବାକୁ ଚାହାଁନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ। ଜନ୍ମ ଅଛି ମାନେ ମୃ-ତ୍ୟୁ ସୁନିଶ୍ଚିତ। ମୃ-ତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ।
Special report
ଆଉ ଏହି ମୃ-ତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ। ମୃ-ତ୍ୟୁ କେବେ, କେଉଁଠି ଏବଂ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ। 
ବନ୍ଧୁଗଣ ମା’ଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ମାଙ୍କ ନିକଟକୁ ପୂଜା କରିବାକୁ ଯାଇ ସ୍ତ୍ରୀ କୋଳରେ ଶୋଇ ଚାଲିଗଲା ସ୍ୱାମୀ। ବ୍ୟକ୍ତି ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ କୁସୁନପୁର ଗ୍ରାମର ଶୁକଦେବ ମାଝୀଙ୍କ ପୁଅ ସନ୍ତୋଷ ମାଝୀ।
Special report
ତେବେ ଏହା ପରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ବନ୍ଧୁଗଣ ବ୍ୟକ୍ତି ଜଣକ ସବୁବେଳେ ରୋଗାଗ୍ରସ୍ତ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। 
ଏଥିପାଇଁ ନିଜ ଗାଁ ନିକଟରେ ଥିବା ଠାକୁରାଣୀଙ୍କ ପାଖରେ ମାନସିକ କରିଥିଲେ। ବିଶ୍ୱାସ ରହିଛି ଯେ କରୁଣାମୟୀ ମା ସବୁ ଭକ୍ତର ମନସ୍କାମନା ପୂରଣ କରନ୍ତି। ତେଣୁ ସୁଦରରାୟଗଡ଼ା ଗ୍ରାମର ବ୍ୟକ୍ତି ମାଆଙ୍କ ନିକଟକୁ ଆସିଥିଲେ
Special report
 ପୂଜା ସାରି ପ୍ରସାଦ ପାଇସାରିବା ପରେ ହଠାତ୍ ଘଟିଲା ଏମିତି କିଛି ଅଘଟଣ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ମାଙ୍କ ନିକଟରେ ବସିଥିବା ବ୍ୟକ୍ତି ଜଣକ ହଠାତ ସ୍ତ୍ରୀ କୋଳରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। 
ଆଉ ସବୁଦିନେ ପାଇଁ ଆରପାରିକୁ ଚାଲିଗଲେ। ଆଉ ନିଜ ଜନ୍ମ ମାଟିରେ ଥିବା ପ୍ରତ୍ୟକ୍ଷ ଦେବୀ ମାଙ୍କ ଦର୍ଶନ ପାଇଁ ଆସିଥିଲେ ସନ୍ତୋଷ। ହେଲେ ମାଙ୍କ ଦର୍ଶନ କରି ଭୋଗ ପାଇଥିଲେ। ଆଉ ଠିକ୍ ସେହି ସମୟରେ ହଠାତ୍ ସନ୍ତୋଷ ଟଳି ପଡିଲେ।
ସନ୍ତୋଷକୁ ସଙ୍ଗେ ସଙ୍ଗେ ଉଦଳା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.