Movie prime

ସ୍ତ୍ରୀ କୁ ବାପ ଘରକୁ ପଠେଇ ପ୍ରେମିକା ସହ ଶାରୀରିକ ସଂପର୍କ ରଖିଲା ସ୍ଵାମୀ, ପରେ ସ୍ତ୍ରୀ ଜାଣିବାରୁ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ କୁ ବାପ ଘର ପଠାଇ ଦ୍ଵିତୀୟ ବିବାହ କରିଦେଲା ସ୍ୱାମୀ।୨୦ ବର୍ଷ ର ଝିଅ ସହ ବାର ବର୍ଷର ଏକ ପୁଅ ମଧ୍ୟ ରହିଛି। ବାପଘରେ ଏବେ ସ୍ତ୍ରୀ ନିଜର ୨୦ ବର୍ଷର ସମ୍ପର୍କକୁ ନେଇ କାନ୍ଦିବା କୁ ଲାଗିଛି।
Special Report
ହେଲେ ନିଜର ଦ୍ଵିତୀୟ ସ୍ତ୍ରୀ ସହ ସ୍ୱାମୀ ତାର ଚଉଠି ମନାଉଛି। ଏହି ଘଟଣାରେ ଯେଉଁ ମହିଳାଙ୍କୁ ତାଙ୍କ ସ୍ୱାମୀ ପ୍ରତାରଣା ଦେଇଛନ୍ତି ତାଙ୍କ ନାମ ହେଉଛି ରୁକସାନ୍ ବିବି।
ସେ ହେଉଛନ୍ତି ଏହି ବ୍ୟକ୍ତି ଜଣକ ଙ୍କ ପ୍ରଥମ ସ୍ତ୍ରୀ।୨୦୨୩ ରେ ରିଆଜ ଖାନ ନିଜର ପରିବାର ଲୋକଙ୍କ ଉପସ୍ଥିତି ରେ ରୁକସାନ ଖାନ ଙ୍କୁ ବିବାହ କରିଥିଲେ। ବିବାହ ପରେ ପରେ ଦୁହିଁଙ୍କ ସମ୍ପର୍କ ମଧ୍ଯ ବେଶ ଭଲ ଥିଲା।
ପରେ ପରେ ଦୁହିଁଙ୍କ ଦୁଇଟି ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ହେଲେ ଏତେସବୁ ପରେ ମଧ୍ୟ ରିୟାଜ ଖାନ ଏଭଳି ହଠାତ୍ ବଦଳି ଯିବେ ଆଉ ଦ୍ଵିତୀୟ ବିବାହ କରି ନେବେ ତାହା କାହାରିକୁ ମଧ୍ଯ ବିଶ୍ବାସ ହେଉ ନାହିଁ।
Special Report
ଆଉ ସେ ଟିକେ ଟିକେ କଥାରେ ନିଜ ସ୍ତ୍ରୀ ଉପରେ ଖୁବ ଅତ୍ୟାଚାର କରୁଥିଲେ। ଦିନ ନାହିଁ ରାତି ନାହିଁ ସେ ନିଜର ସ୍ତ୍ରୀ ଙ୍କୁ ଖୁବ୍ ମାରପିଟ୍ ମଧ୍ୟ କରୁଥିଲେ। ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ଶେଷରେ ସେ ତାଙ୍କର ଦୁଇ ପିଲାଙ୍କୁ ଧରି ନିଜ ବାପ ଘରକୁ ଚାଲି ଯାଇଥିଲେ। ହେଲେ ଏହାପରେ ସ୍ୱାମୀ ରିଆଜ ଖାନ ଏଭଳି କିଛି କରି ବସିଥିଲେ ଯାହାକୁ କି ତାଙ୍କ ସ୍ତ୍ରୀ ବିଶ୍ବାସ ମଧ୍ୟ କରି ପାରି ନଥିଲେ।
ସେଥିପାଇଁ ଏବେ ତାଙ୍କର ପ୍ରଥମ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ତ୍ରୀ ଓ ଦୁଇ ଦୁଇଟି ପିଲା ଥାଇ ମଧ୍ୟ ସେ ଦ୍ଵିତୀୟ ବିବାହ କରିଛନ୍ତି। ଆଉ ଦ୍ଵିତୀୟ ବିବାହ କରିଥିବା ପତ୍ନୀ ସହ ସେ ସମ୍ପର୍କ ମଧ୍ଯ ରଖିଛନ୍ତି।
ସେଥିପାଇଁ ନ୍ୟାୟ ଆଶା ରେ ସେ ନେମାଳ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଏବେ ଏହି ସମ୍ପର୍କରେ ପୋଲିସ ତଦନ୍ତ ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।