Movie prime

କାହିଁକି ୩ ମାସ ନୂଆ ନୁଆ ବାହା ହେଇ ଥିବା ସ୍ତ୍ରୀ ସହ ରହି ପରେ ଛାଡ଼ି ଦେଇ ଥିଲେ ମୋଦୀ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯଶୋଦା ବେନ ମୋଦୀ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ। ସେ ୧୭ ବର୍ଷରୁ ବିବାହ କରିଥିବା ବେଳେ ବିବାହ ପାଇଁ ତାଙ୍କର ପାଠ ଛାଡ଼ି ଦେଇଥିଲେ।
Special report
ପ୍ରଥମେ ପ୍ରଥମେ ସବୁକିଛି ଖୁବ୍ ଭଲ ଚାଲିଥିଲା ହେଲେ ପରେ ପରେ ଆରମ୍ଭ ହୋଇ ଯାଇଥିଲା ମନାନ୍ତର । ତାଙ୍କ ବିବାହ ଥିଲା ତିନି ବର୍ଷର ହେଲେ ତାଙ୍କର ବିବାହ ମାତ୍ର ତିନି ମାସ ପର୍ଯ୍ୟନ୍ତ ଏହା ଚାଲି ପାରିଥିଲା।
ବୈଦିକ ରୀତି ନୀତି ଅନୁସାରେ ସେ ବିବାହ କରିଥିଲେ। ଦୁହିଁଙ୍କ ମଧ୍ୟରେ ଏଭଳି ତିକ୍ତତା ହେଲା ଯେ ପରସ୍ପର ଠାରୁ ଅଲଗା ହେବାପାଇଁ ପଡିଥିଲା। ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିବା ମୋଦୀ ନିଜ ଘରକୁ ହିଁ ରଖିଛନ୍ତି ସେ ଅସଜଡା।
Special report
ବାପା ଙ୍କ ସମ୍ପତ୍ତି ରେ ଝିଅ ର ଅଧିକାର ହେଉ ଅବା ମୁସଲିମ ମାନଙ୍କର ତିନ ତଲାଖ ଉଚ୍ଛେଦ ହେଉ। ମହିଳା ମାନଙ୍କ ସମ୍ମାନ ପାଇଁ ବେଶ ତତ୍ପର ଅଟନ୍ତି ମୋଦୀ ସରକାର।
ହେଲେ ତାଙ୍କର ପତ୍ନୀ କେଉଁଠି କେମିତି ଅଛନ୍ତି ସେ ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ କରାଯାଇ ଥାଏ। ଏହି ପ୍ରସଙ୍ଗ ୨୦୧୪ ମସିହାରୁ ଆରମ୍ଭ ହୋଇଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ତାଙ୍କର ପତ୍ନୀ ଙ୍କ ନାମ ସେ ଯଶୋଦା ବେନ ବୋଲି ଲେଖିଥିଲେ।
Special report
ସେତେବେଳେ ହିଁ ରାଜନୀତି ମଇଦାନ ରେ ଚର୍ଚ୍ଚା ଖୁବ୍ ଜୋର ଧରିବାକୁ ଲାଗିଲା। କାରଣ ତିନି ଥର ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ହୋଇଥିବା ମୋଦି ତାଙ୍କର ପତ୍ନୀ ଙ୍କ ସ୍ଥାନ ସବୁବେଳେ ଖାଲି ରଖୁଥିଲେ।
Special report
ତାହା ପୂର୍ବରୁ ମଧ୍ଯ ମୋଦୀ ଙ୍କ ବୈବାହିକ ଜୀବନ ସମ୍ପର୍କରେ କୌଣସି ପ୍ରସଙ୍ଗ ଆଲୋଚନା ହୋଇ ନଥିଲା। ତେବେ ଏହା ଏବେ ପ୍ରଶ୍ନ ଉଠୁଛି କି ହଠାତ୍ ମୋଦୀ କିଭଳି ଭାବରେ ସେହି ସମ୍ପର୍କକୁ ମାନି ନେଇଥିଲେ।
ବିବାହ ସମୟ ବେଳକୁ ଦୁହେଁ ନାବାଳକ ଓ ନାବାଳିକା ଥିଲେ। ଆଉ ନରେନ୍ଦ୍ର ମୋଦୀ ଚାହୁଁ ଥିଲେ କି ସେ ପାଠ ପଢି ତାଙ୍କର ସ୍ବପ୍ନ ପୂରା କରନ୍ତୁ। ଏଥିପାଇଁ ସେ ଯଶୋଦା ବେନ ଙ୍କୁ ଛାଡି ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.