Movie prime

ଆଜ୍ଞା ସେ ମୋ ସ୍ତ୍ରୀ କୁ ଫେରାର କରି ନେଇଥିଲା, ଏବେ ମୋ ଝିଅ କୁ ନେଇଗଲା. ମୁଁ ଏବେ କଣ କରିବି କୁହନ୍ତୁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରତିଦିନ କିଛି ନ କିଛି ଖରାପ ଖବର ଆପଣ ମାନେ ଶୁଣୁ ଥିବେ।ମହିଳା ମାନେ ନିଜ ସ୍ଵାମୀ ନିଜ ପିଲା ଙ୍କୁ ଛାଡି ଅନ୍ୟ ପୁରୁଷ ସହିତ ଚାଲି ଯାଉଛନ୍ତି।
Special Report
ଆମେ ଆପଣ ଙ୍କୁ ଏହି ଭଳି କିଛି ଘଟଣା ବିଷୟ ରେ କହିବାକୁ ଯାଉଛୁ।ପ୍ରେମ କରି ବିବାହ କରି ଶାନ୍ତି ରେ ଖୁସୀ ରେ ରହୁଥିବା ମହିଳା ପୁନର୍ବାର ଅନ୍ୟ ପୁରୁଷ ଙ୍କ ସହିତ କେଉଁଆଡେ ଚାଲି ଯାଉଛନ୍ତି।
ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସାନ ଅଙ୍କ ଗାଁ ରେ ସେଠାରେ ହରିଶଚନ୍ଦ୍ର ନାମକ ଜଣେ ଯୁବକ ଗତ ଚାରି ବର୍ଷ ତଳେ ବାଲିଚନ୍ଦ୍ରପୁର ଗ୍ରାମ ର ସସ୍ମିତା ଙ୍କୁ ବିବାହ କରିଥିଲେ।
ବିବାହ ପରେ ସେମାନେ ବେଶ୍ ହସ ଖୁସୀ ରେ ରହୁଥିଲେ।ତାଙ୍କର ଝିଅ ଟିଏ ମଧ୍ୟ ଅଛି।ହେଲେ ବିବାହ ର ଚାରି ବର୍ଷ ପରେ ଲାଗିଲା ପାରିବାରିକ କଳହ।ଏହି କଳହ ପରେ ସସ୍ମିତା ଯାଇ ନିଜ ବାପାଙ୍କ ଘରେ ରହିଲେ।ସେଠାରେ ଏକ ଘରୋଇ କମ୍ପାନୀ ରେ ଚାକିରି କଲେ।
Special report
ଏବଂ ସେହି କମ୍ପାନୀ ର ସିକ୍ୟୁରିଟି ଗାର୍ଡ ଙ୍କ ପ୍ରେମ ରେ ପଡିଲେ।ଏହା ପରେ ହରିଶ୍ଚନ୍ଦ୍ର ତାଙ୍କୁ ତାଙ୍କ ଘର କୁ ନେଇ ଆସିଲେ।ବାରମ୍ବାର ଦେଖିଲେ ସସ୍ମିତା ଅନ୍ୟ ଜଣେ ପୁରୁଷ ଙ୍କ ସହିତ କଥା ହେଉଛନ୍ତି।
ସେ ଏହାକୁ ବିରୋଧ କରିଥିଲେ।ହେଲେ ସସ୍ମିତା ଶୁଣି ନ ଥିଲେ। ହେଲେ ଦିନ ହରିଶ୍ଚନ୍ଦ୍ର ନିଜ ବିଲ କାମ ପାଇ ରଖିଥିବା ୮୯୦୦୦ ଟଙ୍କା କୁ ନେଇ ସୁନା ଗହଣା ନେଇ ସେହି ପୁରୁଷ ବଂଧୁ ସହିତ କୁଆଡେ ଚାଲି ଯାଇଛନ୍ତି।ଏହା ସହିତ ନିଜର ଛୋଟ ଝିଅ କୁ ମଧ୍ୟ ନେଇ ଯାଇଛନ୍ତି।
ଏଥିପାଇଁ ହରିଶ୍ଚନ୍ଦ୍ର ଆଳି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ସେ ତାଙ୍କ ପତ୍ନୀ ଙ୍କ ପାଖରେ ଗୁହାରି କରିଛନ୍ତି କୁ ସେ ଟଙ୍କା ସବୁ ନେଇ ଯାଉ ହେଲେ ତାଙ୍କ ଝିଅ କୁ ଫେରାଇ ଦେଉ।ସେ ଯେଉଁଠାରେ ବି ଥାଉ ଭଲ ରେ ଥାଉ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.