Movie prime

ସ୍ତ୍ରୀ ଏମିତି କି ଦୋଷ କରିଥିଲା ଯେ ସ୍ତ୍ରୀ ର କାଟି ନଦୀ ରେ ଫିଙ୍ଗି ଦେଲା ସ୍ଵାମୀ? ପରେ ପୋଲିସ ଆଗରେ ସବୁ ସତ ମାନିଗଲା..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ନିଜ ସ୍ତ୍ରୀ କୁ ମାରି ନଦୀରେ ଭସାଇ ଦେଇଥିଲା ସ୍ୱାମୀ। ସ୍ତ୍ରୀ ର ଶରୀର କୁ ଭସାଇ ଦେଇଥିବା ବେଳେ ମୁଣ୍ଡକୁ କିନ୍ତୁ ନେଇ ଯାଇଥିଲା।
Special report
ଆଉ ମହିଳାଙ୍କ ମୁଣ୍ଡ ଏବେ କେଉଁଠାରେ ଅଛି ତାହା ଏବେ ଖୋଜି ପାଉନି ପୋଲିସ। ମହିଳାଙ୍କ ଶରୀରକୁ ଧରି ଏବେ ମୁଣ୍ଡ ଖୋଜିବାରେ ଲାଗି ପଡିଛି ପୋଲିସ୍। ଅଧା ଶରୀରର ପରିଚୟ ଖୋଜିବା ପାଇଁ ପୋଲିସ ନକେଦମ୍ ହୋଇ ଗଲା।
ଗୋଟିଏ ନୁହେଁ ବରଂ ଏଥିପାଇଁ ଦୁଇ ଦୁଇଟି ଥାନାରେ ପୋଲିସ ଙ୍କୁ ନାକେଦମ ହେବା ପାଇଁ ପଡିଛି। ଆଉ ଏବେ ସେହି ମହିଳାଙ୍କୁ ଚିହ୍ନଟ କରା ସରିଛି ଯାହାର କି ମୁଣ୍ଡ ବିହୀନ ଶବ ପାଣିରେ ଭାସି ବାକୁ ଲାଗିଛି।
ଏହି ଘଟଣାକୁ ପୋଲସ କିଭଳି ଭାବରେ ତଦନ୍ତ କରିବ ଏନେଇ ମଧ୍ୟ ପୋଲିସ କୁ ଚିନ୍ତା ଘାରିଛି। ସ୍ଵାମୀ ପାଲଟି ଯାଇଥିଲା ନର ରାକ୍ଷସ ସ୍ତ୍ରୀ କୁ ଜୀବନରୁ ମାରି ଦେଇଥିବା ବେଳେ ସ୍ତ୍ରୀ ର ମୁଣ୍ଡ କୁ ମଧ୍ଯ କାଟି ଦେଇ ଥିଲା।
Special Report
ଶେଷରେ ସ୍ତ୍ରୀ ର ଅଧା ଶରୀର କୁ ନଦୀରେ ଭସାଇ ଦେଇଥିଲା ସ୍ୱାମୀ। ଏଭଳି କିଛି ଅଭିଯୋଗ ଆଣିଛନ୍ତି ମୃ-ତ ମହିଳାଙ୍କ ପରିବାର ଲୋକ। ମହିଳା ଜଣକ ମାଆ କହିଛନ୍ତି କି ତାଙ୍କର ଜ୍ବାଇଁ ତାଙ୍କର ଝିଅକୁ ମାରି ନଦୀରେ ଫୋପାଡି ଦେଇଛନ୍ତି।
ଛଅ ଲକ୍ଷ ଟଙ୍କା ଜ୍ବାଇଁ ମାଗିଥିଲା ବେଳେ ତାଙ୍କୁ ଦିଆ ଯାଇଥିଲା ୧.୫ ଲକ୍ଷ ଟଙ୍କା। ଆଉ ସେଥିପାଇଁ ମହିଳା ଜଣକୁ ମାରି ଦେଇଛନ୍ତି ତାଙ୍କର ସ୍ଵାମୀ। ଏଭଳି କିଛି କହିଛନ୍ତି ତାଙ୍କର ମାଆ।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର କାଶିପୁର ଅଞ୍ଚଳରେ। ସୁନିତା ଘଣା ସେହି ଗ୍ରାମର ସୁରେଶ ପରିଡା ଙ୍କୁ ବୈଦିକ ରୀତି ନୀତି ରେ ବିବାହ କରିଥିଲେ। ଯୁବକ ଜଣକ ପୁର୍ବରୁ ବିବାହ କରିଥିଲେ ଏହାପରେ ସେ ସୁନୀତା ଙ୍କୁ ତାଙ୍କର ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ।
ଏବେ ସୁନିତା ଙ୍କୁ ମାରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ସୁନିତା ଙ୍କ ମାଆ। ହେଲେ ସେପଟେ ସ୍ଵାମୀ ଜଣକ କହିଛନ୍ତି କି ସୁନିତା ଙ୍କ ଜୀବନ କେମିତି ଗଲା ସେ ଜାଣି ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.