Movie prime

ମୋ ସ୍ତ୍ରୀ ଗୋଟେ ବଡ଼ ବେଇମାନ୍! ସ୍ତ୍ରୀ ମୋର ହେଲେ ତା ପେଟ ରେ ପିଲା ଆଉ କାହାର...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଜିର ମହିଳା ମାନେ କିଭଳି ଘଟଣା ମାନ ଘଟାଉ ଛନ୍ତି।ବିବାହ ପୂର୍ବ ରୁ ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖୁଛନ୍ତି।ଓ ବିବାହ ପରେ ମଧ୍ୟ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖୁଛନ୍ତି।
Special report
ଆମେ ଆଜି ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ର ଗୋପାଳପୁର ଅଞ୍ଚଳ ରେ।ଏଠାରେ ଜଣେ ମହିଳା ବିବାହିତ ହୋଇ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖିଛନ୍ତି।
ସୂଚନା ଅନୁସାରେ କିଛି ଦିନ ତଳେ ସେହି ଗ୍ରାମ ର ଜିତ୍ ଙ୍କ ସହିତ ରେବତୀ ର ବିବାହ ହୋଇ ଥିଲା।ବିବାହ ର ମାତ୍ର ୭ ଦିନ ଭିତରେ ସ୍ତ୍ରୀ ହଟାତ ନିଜ ବାପ ଘର କୁ ଚାଲି ଯାଇଥିଲେ।ଆଉ ଫେରି ନ ଥିଲେ।ସ୍ଵାମୀ ତାଙ୍କୁ ଆଣିବା ପାଇଁ ଯାଇଥିଲେ।
Special report
ହେଲେ ସେ ଫେରି ନ ଥିଲେ।ଯେତେବେଳେ ପ୍ରକୃତ ଘଟଣା ବିଷୟ ରେ ଜଣା ପଡ଼ିଲା।ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେ ବିବାହ ସମୟ ରେ ତିନି ମାସ ର ଗ-ର୍ଭ-ବ-ତୀ ଥିଲେ।ଚତୁର୍ଥୀ ରାତି ରେ ସେ ସ୍ଵାମୀ ଙ୍କୁ ଅନେକ କଥା କହିଥିଲେ।
କେବେ ହେଲେ ତାଙ୍କୁ ଛାଡି କି ନ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ହେଲେ କୁଆଡେ ଗଲା ତାଙ୍କ ପ୍ରତିଶ୍ରୁତି।ତିନି ମାସ ର ଗର୍ଭବତୀ ହେବା କଥା ସେ କାହାକୁ କହି ନ ଥିଲେ।
ଯେତେବେଳେ ଜିତ ଙ୍କ ମା ତାଙ୍କ ଘର କୁ ଫୋନ୍ କରିଥିଲେ ସେତେବେଳେ ରେବତୀ ଙ୍କ ବାପା କହିଥିଲେ କି ତାଙ୍କ ଝିଅ ଆଉ ତମ ଘର କୁ ଯିବ ନାହିଁ।ତମ ପୁଅ ତମ ଘରେ ଓ ଆମ ଝିଅ ଆମ ଘରେ।ପ୍ରକୃତ କାରଣ ସେ ଜଣାଇ ନ ଥିଲେ।ରେବତୀ ବିବାହ ପୂର୍ବ ରୁ ଅନ୍ୟ ଜଣ କୁ ଭଲ ପାଉ ଥିଲେ।
ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ସେ ତାଙ୍କ ପିଲା ର ମା ହେବାକୁ ଯାଉଛନ୍ତି।ଏବେ ଜିତ ଓ ରେବତୀ ଙ୍କ ର ବିବାହ ବିଚ୍ଛେଦ ମଧ୍ୟ ହୋଇ ସାରିଛି।ଏବେ ଉଭୟ ଅଲଗା ହୋଇ ରହୁଛନ୍ତି।ଯେ କେହି ବି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଛି।