Movie prime

ସ୍ତ୍ରୀ ମାନଙ୍କୁ ଏମିତି କହିଲେ ମନୋଜ ମିଶ୍ର ଦେଖନ୍ତୁ ମୁଁହ ଖୋଲି କହିଦେଲେ ସ୍ତ୍ରୀ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଭିନେତା ଅରିନ୍ଦମ ରାୟଙ୍କ ଅଭିନୀତ “ରାମ୍” ଚଳଚିତ୍ର ପଶ୍ଚିମ ଓଡ଼ିଶାରେ ବ୍ଯାନ ହେବା ପରେ ମନୋଜ ମିଶ୍ରଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି।
Special report
ସେ ବାସ୍ତବ ଜୀବନରେ କେମିତି ଆଉ କଣ କରନ୍ତି, ତାହା ବିଷୟରେ ଜଣକ ପରେ ଜଣେ ଅଭିନେତ୍ରୀ କିମ୍ବା ଅନ୍ୟ ମାନେ ମୁଁହ ଖୋଲିବାରେ ଲାଗିଛନ୍ତି। ଆଉ ଶେଷରେ ଏହାକୁ ନେଇ ତାଙ୍କ ସ୍ତ୍ରୀ ମାନା ମିଶ୍ର ମଧ୍ୟ ମୁଁହ ଖୋଲି ଥିଲେ। ତେବେ ବନ୍ଧୁଗଣ ସ୍ତ୍ରୀ ମାନାଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଲେ ମନୋଜ ମିଶ୍ର। 
ମନୋଜ ମିଶ୍ର କହୁଛନ୍ତି ମାନାଙ୍କ ମୁଣ୍ଡ ଖରାପ ଅଛି। ଆଉ କହିଛନ୍ତି ମାନାଙ୍କ କଥାରେ କେହି ବି ବିଶ୍ବାସ ନକରିବା ଉଚିତ। ଏକଥା ମନୋଜ ଅରିନ୍ଦମଙ୍କ ପୋଷ୍ଟର ଜବାବ ଦେବା ପାଇଁ ଲେଖିଛନ୍ତି। କିଛିଦିନ ପୂର୍ବରୁ ମାନା ଗଣମାଧ୍ୟମ ଆଗରେ କହିଥିଲେ କି- "ଯେଉଁ ମାନେ ରାମ ଫିଲ୍ମକୁ ବିରୋଧ କରୁଛନ୍ତି
Special report
ସେମାନଙ୍କ ମଧ୍ୟରେ ମନୋଜଙ୍କ ସମ୍ପର୍କୀୟ ରହିଛନ୍ତି। ଆଉ ଏଥିରେ ମନୋଜଙ୍କର ହିଁ ହାତ ରହିଛି ବୋଲି କହିଥିଲେ ମାନା। ଏପରିକି ମନୋଜ ଏସବୁ ଠାରୁ ଦୂରେଇ ରହିବା ସହିତ କ୍ଷମା ମାଗନ୍ତୁ ବୋଲି କହିଥିଲେ ମାନା। 
ତେବେ ମାନାଙ୍କର ଏଭଳି ପ୍ରତିକ୍ରିୟା ପରେ ଅରିନ୍ଦମ ନିଜ ସୋସିଆଲ ମିଡିଆରେ ଏସବୁ କଥା ଲେଖି କି କହିଥିଲେ ସତ ସାମ୍ନାକୁ ଆସିଲା। ମାନା ଭାଉଜଙ୍କ କହିବା ଅନୁସାରେ ମନୋଜଙ୍କ ସମର୍ଥକ ଏହି ଫିଲ୍ମକୁ ବିରୋଧ କରୁଛନ୍ତି। ଆପଣ ଯଦି ଏହାକୁ ସମର୍ଥନ କରୁନାହାଁନ୍ତି।
Special report
ତେବେ ସାମ୍ନାକୁ ଆସି ନିଜ ସମର୍ଥକଙ୍କୁ ମନା କରନ୍ତୁ ଫିଲ୍ମ ବନ୍ଦ ନକରିବାକୁ। ତେବେ ଅରିନ୍ଦମଙ୍କ ଏହି ପୋଷ୍ଟ ପରେ ପରେ ମନୋଜ ଉତ୍ତରରେ ଲେଖିଥିଲେ କି ମାନାର ମୁଣ୍ଡ ଖରାପ ଅଛି। ଯାହା କି ମନୋଜ ଅରିନ୍ଦମଙ୍କୁ କେତେ ଥର କହିଛନ୍ତି। 
ଏପରିକି ମାନାଙ୍କ କଥାକୁ ବିଶ୍ବାସ ନକରିବାକୁ ମଧ୍ୟ କହିଛନ୍ତି ମନୋଜ ଅରିନ୍ଦମଙ୍କୁ। ଅନ୍ୟପଟେ ଆଜି ଓଡ଼ିଶା ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଅଧ୍ୟକ୍ଷକ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବୈଠକ ବସିଥିଲା।
ସେଠାରେ ଉପସ୍ଥିତ ଥିଲେ ଟୁଟୁ ନାୟକ ଅଭିନେତା ଓ ପ୍ରଯୋଜକ ଅରିନ୍ଦମ ରୟ ଓ ଶ୍ରିତମ୍ ଦାସ। ତେବେ ମନୋଜ ମିଶ୍ରଙ୍କ ଅନୁପସ୍ଥିତି ଯୋଗୁଁ କୌଣସି ନିଷ୍କ୍ରସ ବାହାରିପାରିନି। ଓଡ଼ିଆ ଫିଲ୍ମର ଉନ୍ନତି ପାଇଁ ନିଜ ନିଜ ମଧ୍ୟରେ ଆଲୋଚନା କରିବାକୁ ଅଭିନେତା ମନୋଜ ମିଶ୍ରଙ୍କୁ ନିବେଦନ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.